ବିଜେଡିକୁ ସର୍ଖେଲ ଝଟକା: ପାରାଦୀପରେ ସ୍ୱାଧିନ ପ୍ରାର୍ଥୀ ହାତକୁ ଗଲା ପୌରାଉପାଧ୍ୟକ୍ଷ ପଦ

798

କନକ ବ୍ୟୁରୋ: ପାରାଦୀପରେ ସ୍ୱାଧିନ ପ୍ରାର୍ଥୀ ହାତକୁ ଗଲା ପୌରାଉପାଧ୍ୟକ୍ଷ ପଦ । ଛବିଲତା ରାଉତ ହେଲେ ପାରାଦୀପ ପୌର ପରିଷଦ ଉପାଧ୍ୟକ୍ଷ । ୧୦ଟି ଭୋଟ ହାତେଇ ଛବିଲତା ରାଉତ ହେଲେ ଉପାଧ୍ୟକ୍ଷା । ପାରାଦୀପରେ ୧୯ରୁ ୮ଟି ୱାର୍ଡରେ ଜିତିଥିଲେ ସ୍ୱାଧୀନ ପ୍ରାର୍ଥୀ । ସେହିପରି ବିଜେଡି-୭, ବିଜେପି-୩ ଓ କଂଗ୍ରେସର ଜଣେ ପ୍ରାର୍ଥୀ ଜିତିଥିଲେ । ଉପାଧ୍ୟକ୍ଷ ନିର୍ବାଚନରେ ବିଜେଡିକୁ ମିଳିଲା ମାତ୍ର ୬ଟି ଭୋଟ ।