Daily Archives

April 7, 2022

ନବମ ଶ୍ରେଣୀ ଛାତ୍ର ପ୍ରସ୍ତୁତ କଲେ ଏଭଳି ଜୋତା, ଦୃଷ୍ଟିହୀନଙ୍କୁ ଦେଖାଇବ ରାସ୍ତା

କନକ ବ୍ୟୁରୋ : ଟେକ୍ନୋଲୋଜୀ ସେକ୍ଟରରେ ଦୈନିକ କିଛି ନା କିଛି ଆବିସ୍କାର କରାଯାଉଛି । ଏହା ଫଳରେ ଦୈନିକ କିଛି କିଛି ନୂଆ ଉତ୍ପାଦ ବଜାରରେ ଲଂଚ ହୋଇପାରୁଛି । ଏବେ ଏଭଳି କିଛି ପ୍ରଡକ୍ଟ ସାମ୍ନାକୁ ଆସିଛି ଯାହା ଦୃଷ୍ଟିହୀନଙ୍କୁ ସହାୟତା କରିବ । ଏହା ପୂର୍ବରୁ ବି ଦୃଷ୍ଟିହୀନଙ୍କୁ ସହାୟତା…

ଅବିଶ୍ୱାସ ପ୍ରସ୍ତାବ ଖାରଜ କରିବା ନେଇ ଇମ୍ରାନଙ୍କୁ ସୁପ୍ରିମ କୋର୍ଟଙ୍କ ଝଟକା, ଉପ-ବାଚସ୍ପତିଙ୍କ ନିଷ୍ପତ୍ତି ଉପରେ…

କନକ ବ୍ୟୁରୋ : ପାକିସ୍ତାନ ସୁପ୍ରିମ କୋର୍ଟ ତରଫରୁ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କୁ ବଡ ଝଟକା ଲାଗିଛି । ପ୍ରାରମ୍ଭିକ ପର୍ଯ୍ୟାୟ ଶୁଣାଣି ବେଳେ କୋର୍ଟ କହିଛନ୍ତି କି ଇମ୍ରାନ ଖାନ ସରକାରଙ୍କ ବିରୋଧରେ ବିରୋଧୀ ଆଣିଥିବା ଅବିଶ୍ୱାସ ପ୍ରସ୍ତାବ ଉପରେ ଉପ-ବାଚସ୍ପତି ଯେଉଁ ନିଷ୍ପତ୍ତି…

ଅଙ୍ଗନବାଡି ଚାଲିଥିବାବେଳେ ଅଘଟଣ । ମହୁମାଛି ଆକ୍ରମଣରେ ୧୦ ଶିଶୁଙ୍କ ସହ ୧୨ ଗୁରୁତର

କନକ ବ୍ୟୁରୋ: ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ ଦବଲା ପଞ୍ଚାୟତ ବଉଳାସିଂହାରେ ଅଘଟଣ ଘଟିଛି । ଅଙ୍ଗନବାଡିରେ ପିଲାମାନେ ପଢୁଥିବାବେଳେ ସେଠାରେ ବାଘୁଆ ମହୁମାଛି ଦଳ ଛୋଟ ପିଲାଙ୍କୁ ଆକ୍ରମଣ କରିବା ଯୋଗୁଁ ୧୦ଜଣ ଶିଶୁଙ୍କ ସହ ଜଣେ ଅଙ୍ଗନବାଡି ଶିକ୍ଷୟିତ୍ରୀ ଓ ଜଣେ ହେଲ୍ପର ମଧ୍ୟ ଆହତ ହୋଇଥିବା…

ସାମ୍ବାଦିକଙ୍କ ଗୋଡରେ ବେଡି ପକାଇଲା ନୀଳଗିରି ପୋଲିସ । ବିଧାୟକ କହିଲେ, ବ୍ରିଟିଶ ଶାସନ ଚଳାଇଛି ନୀଳଗିରି ପୋଲିସ ।

କନକ ବ୍ୟୁରୋ : ନୀଳଗିରି ପୋଲିସର ବର୍ବରକାଣ୍ଡ । ସମ୍ବାଦ ଓ କନକ ନ୍ୟୁଜର ସାମ୍ବାଦିକ ଲୋକନାଥ ଦଳେଇଙ୍କୁ ଧକ୍କା ମାରି ଆକ୍ରମଣ କରିବା ସହ ଗୋଡରେ ବେଡ଼ି ପକାଇ ଦେଇଛି ପୋଲିସ । ଚିକିତ୍ସା କରିବାକୁ ହସ୍ପିଟାଲକୁ ଆଣିଛି ସତ କିନ୍ତୁ ଗୋଡରେ ବେଡି ପକାଇ । ସତେ ଯେପରି ଲୋକନାଥ ଜଣେ ବଡ ଅପରାଧୀ ।…

ସାମ୍ବାଦିକଙ୍କୁ ନୀଳଗିରି ପୋଲିସର ନିର୍ଯାତନା: ବେଡ଼ି ପଛରେ ରହିଛି ବ୍ରାଉନ ସୁଗାର୍ ଲିଙ୍କ୍?

କନକ ବ୍ୟୁରୋ; ସାମ୍ବାଦିକଙ୍କୁ ଏଭଳି ବେଡ଼ି ପକାଇବା ପଛରେ ଆଉ ଏକ କାରଣ ସାମ୍ନାକୁ ଆସିଛି । ତିନି ଦିନ ପୂର୍ବରୁ ବଜାରରେ ହୋମଗାର୍ଡ ଓ ସାମ୍ବାଦିକଙ୍କ ମଧ୍ୟରେ ସାମାନ୍ୟ ବଚସାରୁ କେବଳ ଏହି ଘଟଣା ଘଟିନାହିଁ । ବେଶ୍ କିଛି ଦିନ ଧରି ନୀଳଗିରି ଅଂଚଳକୁ ଧଳା ଜହରର କାରବାର ଅର୍ଥାତ୍ ବ୍ରାଉନ୍…

ମାନସ ଅଭିଯୁକ୍ତଙ୍କଠୁ ମହାପ୍ରଭୁଙ୍କ ଚୁଲି ଭାଙ୍ଗିଥିବା ବ୍ୟକ୍ତି ଯାଏଁ ହାତରେ ପଡ଼ିନଥିଲା ବେଡି, ଚିକିତ୍ସାଧୀନ…

କନକ ବ୍ୟୁରୋ: ସାମ୍ବାଦିକଙ୍କୁ ନୀଳଗିରି ପୋଲିସର ନିର୍ଯାତନା ଘଟଣା ପରେ ପୋଲିସ ଓ ଆଇନ ବ୍ୟବସ୍ଥା ଉପରେ ଉଠିଲା ପ୍ରଶ୍ନ, ହସ୍ପିଟାଲ ବେଡରେ ପଡ଼ିଥିବା ବ୍ୟକ୍ତିଙ୍କ ପାଦରେ ବେଡି ପକାଇବାକୁ ଏମିତି କିଛି ଆଇନ୍ ରହିଛି କି? ନିକଟରେ ଘଟିଥିବା କିଛି ଘଟଣା ଉପରେ ତର୍ଜମା କଲେ ଆଇନ୍ ଉପରେ ଅଙ୍ଗୁଳି…