Daily Archives

April 7, 2022

ସାମ୍ବାଦିକଙ୍କୁ ନୀଳଗିରି ପୋଲିସର ନିର୍ଯାତନା ଘଟଣା: ଧର୍ମେନ୍ଦ୍ର ପ୍ରଧାନ କହିଲେ, ସମ୍ପୃକ୍ତ ଅଧିକାରୀଙ୍କ ବିରୋଧରେ…

କନକ ବ୍ୟୁରୋ: ବାଲେଶ୍ୱର ଜିଲ୍ଲା ନୀଳଗିରିରେ କାର୍ୟ୍ୟରତ ସାମ୍ବାଦିକ ଲୋକନାଥ ଦଲେଇଙ୍କ ପ୍ରତି ପୋଲିସର କାର୍ୟ୍ୟାନୁଷ୍ଠାନକୁ ନେଇ ପ୍ରତିକ୍ରିୟା ରଖିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଏନେଇ ସେ ଫେସବୁକରେ ଏକ ପୋଷ୍ଟ କରି କହିଛନ୍ତି, ବାଲେଶ୍ୱର ଜିଲ୍ଲା ନୀଳଗିରିରେ କାର୍ୟ୍ୟରତ…

ଲାଉଡସ୍ପିକର ଲଗାଇ ଆଜାନ ପଢିବା ବିବାଦ, ଜାଣନ୍ତୁ କଣ କହିଲେ ଅନୁରାଧା ପୌଡୁୱାଲ

କନକ ବ୍ୟୁରୋ : ହିଜାବ ପରେ ଏବେ ଦେଶରେ ଆଜାନ ଏକ ବଡ ବିବାଦ ଭାବେ ଉଭା ହୋଇଛି । ମୁସଲିମ୍ ସଂପ୍ରଦାୟର ଲୋକମାନେ ମସଜିଦରେ ଲାଉଡସ୍ପିକର ଲଗାଇ ଆଜାନ ପଢିବାକୁ ଅନେକ ଲୋକ ବିରୋଧ କରିଛନ୍ତି । ଏହି କ୍ରମରେ ଆଜି ନିଜର ମତ ରଖିଛନ୍ତି ଦେଶର ପ୍ରସିଦ୍ଧ କଣ୍ଠଶିଳ୍ପୀ ଅନୁରାଧା ପୌଡୁୱାଲ । ସେ…

ଆନ୍ଧ୍ରପ୍ରଦେଶ କ୍ୟାବିନେଟରୁ ସମସ୍ତ ମନ୍ତ୍ରୀ ଦେଲେ ଇସ୍ତଫା, ଜାଣନ୍ତୁ କାରଣ

କନକ ବ୍ୟୁରୋ : ଆନ୍ଧ୍ରପ୍ରଦେଶ କ୍ୟାବିନେଟରୁ ଆସିଛି ଏକ ଆଶ୍ଚର୍ଯ୍ୟ କରିଦେବା ଭଳି ଖବର । ଏଠାରେ ଜଗନମୋହନ ରେଡ୍ଡୀଙ୍କ ନେତୃତ୍ୱରେ ଚାଲିଥିବା ସରକାରରୁ ଆଜି ସମସ୍ତ ମନ୍ତ୍ରୀ ଏକାସାଙ୍ଗରେ ଇସ୍ତଫା ଦେଇଛନ୍ତି । ଏହାର କାରଣ ଭାବେ କୁହାଯାଇଛି କି, ୨୦୨୪ ବିଧାନସଭା ନିର୍ବାଚନ ପୂର୍ବରୁ ଜଗନମୋହନ…

ଠକିଦେଲା ଏମସିଏଲ, କ୍ଷତିଗ୍ରସ୍ତଙ୍କୁ ଦେଲାନି ନିଯୁକ୍ତି । ଅଭିନବ ଢଙ୍ଗରେ ବିରୋଧ କଲେ ଗ୍ରାମବାସୀ ।

କନକ ବ୍ୟୁରୋ : ନିଯୁକ୍ତି ଦାବିରେ ଅନୁଗୁୁଳୁ ଜିଲ୍ଲାପାଳଙ୍କ ଅଫିସ୍ ସମ୍ମୁଖରେ ଅଭିନବ ବିରୋଧ କରିଛନ୍ତି ଗ୍ରାମବାସୀ । ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପୂଜାର୍ଚ୍ଚନା କରି ଭୋଗ ବାଣ୍ଟିଲେ ମହିଳା । କୋଇଲା ଖଣି ପାଇଁ ୨୦୦୬ରୁ ଜମି ଦେଇଥିଲେ ମଧ୍ୟ ଏପର୍ଯ୍ୟନ୍ତ ମିଳିନି ନିଯୁକ୍ତି ।…

ଦରବୃଦ୍ଧି ନେଇ ମୋଦୀ ସରକାରଙ୍କୁ ଟାର୍ଗେଟ କଲେ ମମତା, ଜିଏସଟି ନେଇ କହିଲେ ଏଭଳି କଥା

କନକ ବ୍ୟୁରୋ : ଦେଶରେ ବଢୁଥିବା ଦରବୃଦ୍ଧିକୁ ନେଇ ପୁଣିଥରେ ମୋଦୀ ସରକାରଙ୍କ ଉପରେ ବର୍ଷିଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ସେ କହିଛନ୍ତି କି ଦେଶର ଆର୍ଥିକ ସ୍ଥିତି ଏତେ ଦୁର୍ବଳ ହୋଇଛି କି ଆଗାମୀ ଦିନରେ ରାଜ୍ୟ ସରକାରମାନେ ସେମାନଙ୍କ କର୍ମଚାରୀଙ୍କୁ ଦରମା ଦେବା କଷ୍ଟକର…

କମାଲ କଲେ ନବମ ଶେଣ୍ରୀର ଛାତ୍ର । ତିଆରି କଲେ ବିନା ଚେନର ସାଇକେଲ ।

କନକ ବ୍ୟୁରୋ : କମାଲ କଲେ ନବମ ଶ୍ରେଣୀର ଛାତ୍ର । ତିଆରି କଲେ ଚେନ୍ ବିହୀନ ସାଇକେଲ । ସ୍କୁଲ ଯାଉଥିବା ବେଳେ ବାରମ୍ବାର ଚେନ୍ ଛିଡିଯିବାରୁ ମାଡ ଖାଉଥିଲେ ଛାତ୍ର । ତେଣୁ ଶିକ୍ଷକଙ୍କ ସହାୟତାରେ ବିନା ଚେନରେ ସାଇକେଲ ତିଆରି କଲେ ଛାତ୍ର । ବିନା ଚେନରେ ଗଡିଲା ସାଇକେଲ । କମାଲ କଲେ ନବମ…