Daily Archives

April 4, 2022

ନିର୍ବାଚନରେ ରାଜ୍ୟଗୁଡ଼ିକର ମାଗଣା ବଣ୍ଟାକୁ ନେଇ ପ୍ରଧାନମନ୍ତ୍ରୀଙ୍କୁ ସତର୍କ କଲେ ବରିଷ୍ଠ ଅଧିକାରୀ । କହିଲେ ଆସିପାରେ…

କନକ ବ୍ୟୁରୋ:  ଶ୍ରୀଲଙ୍କାରେ ଭୟଙ୍କର ଅର୍ଥନୈତିକ ସଙ୍କଟ ଦେଖା ଦେବା ପରେ ଭାରତରେ ଆରମ୍ଭ ହୋଇଯାଇଛି ଚର୍ଚ୍ଚା । ନିର୍ବାଚନରେ ଭୋଟ ପାଇଁ କିଛି ରାଜ୍ୟ ସରକାରଙ୍କ ମାଗଣା ବଣ୍ଟା ଯୋଜନା ସେହି ରାଜ୍ୟ ଗୁଡିକ ପାଇଁ ବଡ ଧରଣର ଆର୍ଥିକ ସଙ୍କଟ ସୃଷ୍ଟି କରିପାରେ ବୋଲି ଆଶଙ୍କା କରିଛନ୍ତି ଟପ…

ପୁରୀ ପରିକ୍ରମା ପ୍ରକଳ୍ପକୁ ନେଇ ବିବାଦ । ନିର୍ମାଣ କାର୍ଯ୍ୟ ବନ୍ଦ ପାଇଁ ପ୍ରତ୍ନତତ୍ତ୍ୱ ବିଭାଗର ଚିଠିକୁ ଟୁଇଟ କଲେ…

କନକ ବ୍ୟୁରୋ: ସଂସଦରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପ୍ରସଙ୍ଗ ଉଠିବା ପରେ ଏବେ ସାଧାରଣରେ ମଧ୍ୟ ଚର୍ଚ୍ଚା ଜୋର ଧରିଛି । ସେପଟେ ରାଜନୈତିକ ବୟାନବାଜି ପୁରା ପ୍ରକଳ୍ପକୁ ବିବାଦରେ ଛନ୍ଦି ପକାଇଛି ।  ହେଲେ ଏହି ବିବାଦକୁ ନେଇ ପ୍ରତ୍ନତତ୍ତ୍ୱ ବିଭାଗର ରହସ୍ୟମୟ ନିରବତା ଚର୍ଚ୍ଚାରେ ଅଛି ।…

ଜଗନ୍ନାଥଙ୍କ ଚୁଲି ଭଙ୍ଗାଯିବାକୁ ନେଇ ସାମନାକୁ ଆସିଲା ସାଂଘାତିକ ତଥ୍ୟ । ଶ୍ରୀମନ୍ଦିର ଭିତରେ ରାତିରେ ଲୁଚି ରହି…

କନକ ବ୍ୟୁରୋ: ଶ୍ରୀମନ୍ଦିର ଭିତରେ ବି ଚାଲିଛି ଦାଦାଗିରି । ଜଗନ୍ନାଥଙ୍କ ରୋଷଶାଳାରେ ବି ଦାଦାଗିରି କରିବାକୁ ପଛାଉ ନାହାନ୍ତି । ବଡପ୍ରଶ୍ନ ହେଉଛି, ସୁରକ୍ଷା ଭେଦ କରି ଜଗାଙ୍କ ଚୁଲି ଭାଙ୍ଗିଲା କିଏ? ଏହି ଘଟଣା ଏବେ ଥାନାରେ ପହଞ୍ଚିଛି । ସିସିଟିଭି ଫୁଟେଜ ଆଧାରରେ ଜଣକୁ ଚିହ୍ନଟ କରି ପଚରା…

ରାହୁଲ ଗାନ୍ଧୀଙ୍କ ନାଁରେ ସବୁ ସମ୍ପତ୍ତି କରିଦେଲେ ବୃଦ୍ଧା, କହିଲେ ଦେଶକୁ ରାହୁଲଙ୍କର ରହିଛି ଆବଶ୍ୟକତା ।

କନକ ବ୍ୟୁରୋ : ରାହୁଲଙ୍କ ନାଁରେ କରିଦେଲେ ସବୁ ସମ୍ପତ୍ତି ।  ଉତ୍ତରାଖଣ୍ଡର ଜଣେ ବୃଦ୍ଧା ନିଜର ସମସ୍ତ ସମ୍ପତ୍ତି କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ ନାଁରେ କରିଛନ୍ତି । ୭୮ ବର୍ଷିୟା ମହିଳା ନିଜର ପ୍ରାୟ ୫୦ ଲକ୍ଷ ଟଙ୍କାର ସମ୍ପତ୍ତି ରାହୁଲଙ୍କ ନାଁରେ କରି ଏବେ ଚର୍ଚ୍ଚାକୁ…

ଶ୍ରୀମନ୍ଦିର ରୋଷଘର ଚୁଲି ଭାଙ୍ଗିବା ମୁଖ୍ୟ ଶାସନ ସଚିବଙ୍କ ପ୍ରତିକ୍ରିୟା । କହିଲେ, ତଦନ୍ତ ଚାଲିଛି, ସିସିଟିଭିରୁ ତଥ୍ୟ…

କନକ ବ୍ୟୁରୋ : ଚୁଲି ଭଙ୍ଗା ଘଟଣାରେ ପ୍ରତିକ୍ରିୟା ରଖିଛନ୍ତି ମୁଖ୍ୟ ଶାସନ ସଚିବ । ଶ୍ରୀମନ୍ଦିର ରୋଷଘର ଚୁଲି ଭାଙ୍ଗିବା ଘଟଣାରେ ସ୍ଥିତି ପରଖିଛନ୍ତି ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ଏବଂ ଡିଜିପି ସୁନୀଲ ବଂଶଲ । ତେବେ ଅନୁଧ୍ୟାନ ପରେ ପ୍ରତିକ୍ରିୟା ରଖିଛନ୍ତି ମୁଖ୍ୟ ଶାସନ…

କ୍ୟାମେରାମ୍ୟାନ୍ ମାନସ ସ୍ୱାଇଁ ହତ୍ୟା ମାମଲା । ମାନସଙ୍କ ରଣପୁର ସ୍ଥିତ ଘରେ ପହଞ୍ଚିଲା କ୍ରାଇମବ୍ରାଞ୍ଚ ଟିମ୍

କନକ ବ୍ୟୁରୋ: ବହୁଚର୍ଚ୍ଚିତ କ୍ୟାମେରାମ୍ୟାନ୍ ମାନସ ସ୍ୱାଇଁ ହତ୍ୟା ଘଟଣାରେ ଏବେ ତଦନ୍ତ ଚଳାଇଛି କ୍ରାଇମବ୍ରାଞ୍ଚ । ଏହିକ୍ରମରେ ଆଜି କ୍ରାଇମବ୍ରାଞ୍ଚ ଟିମ୍ ମାନସଙ୍କ ଘରେ ପହଞ୍ଚି ତଦନ୍ତ ଚଳାଇଥିବା ଜଣାପଡିଛି । ସୋମବାର ମାନସଙ୍କ ରଣପୁର ସ୍ଥିତ ବାସଭବନରେ କ୍ରାଇମବ୍ରାଞ୍ଚ ଟିମ୍ ପହଞ୍ଚିଛି,…