Daily Archives

April 4, 2022

ମାତୃଭୂମିକୁ ବଞ୍ଚାଇବାକୁ ଚାହୁଁଛୁ, ମୋଦୀ ଆମକୁ ସାହାଯ୍ୟ କର । ସଙ୍କଟ ବେଳେ ଭାରତର ସହାୟତା ଲୋଡିଲେ ଶ୍ରୀଲଙ୍କାର…

କନକ ବ୍ୟୁରୋ : ସୁନାର ଶ୍ରୀଲଙ୍କା ଏବେ ଶ୍ରୀହୀନ । ଶ୍ରୀଲଙ୍କାରେ ଏବେ ଆର୍ଥିକ ସ୍ଥିତି ଉତ୍କଟ ରୂପ ଧାରଣ କରିଛି । ଶ୍ରୀଲଙ୍କାର ଅର୍ଥନୀତି ଏତେ ମାତ୍ରାରେ ଦୁର୍ବଳ ହୋଇ ପଡିଛି ଯେ ଦେଶରେ ଏବେ ରାଜ କରୁଛି ମହଙ୍ଗା । ଭୋକ ଉପରେ ଭାରି ପଡୁଛି ମହଙ୍ଗା । ଅତ୍ୟାବଶ୍ୟକ ସାମଗ୍ରୀ ପାଇଁ ଲମ୍ବା…

ଶ୍ରୀମନ୍ଦିର ରୋଷଘର ଚୁଲି ଭାଙ୍ଗିବା ଘଟଣା । ଶ୍ରୀମନ୍ଦିରରେ ମୁଖ୍ୟ ଶାସନ ସଚିବ ଓ ପୋଲିସ ଡିଜି

କନକ ବ୍ୟୁରୋ: ଶ୍ରୀମନ୍ଦିର ରୋଷଘର ଚୁଲି ଭାଙ୍ଗିବା ଘଟଣା । ରୋଷଘର ସ୍ଥିତି ଅନୁଧ୍ୟାନ ପାଇଁ ଶ୍ରୀମନ୍ଦିରରେ ପହଞ୍ଚିଲେ ମୁଖ୍ୟ ଶାସନ ସଚିବ ଓ ପୋଲିସ ଡିଜି । ସୋମବାର ଉଭୟ ପୋଲିସ ଡିଜି ଓ ମୁଖ୍ୟ ଶାସନ ସଚିବ ପୁରୀରେ ପହଞ୍ଚି ସେବାୟତ, ଜିଲ୍ଲାପାଳ ଓ ଏସପିଙ୍କ ସହ ସାକ୍ଷାତ କରିଛନ୍ତି । ଏହି…

ଖରା ଦିନେ ପିଇବା ପାଣି ପାଇଁ ଡ଼ହଳ ବିକଳ ହେଉଛନ୍ତି ଲୋକେ । ପାଣି ପାଇଁ ଗରା ବାଲଟି ଧରି ରାଜରାସ୍ତାରେ ପ୍ରତିବାଦ ।

କନକ ବ୍ୟୁରୋ : ପାଣି ପାଇଁ ପ୍ରତିବାଦ । ରାସ୍ତା ଉପରେ ଗରା ବାଲଟି ଧରି ପ୍ରତିବାଦ କରିଛନ୍ତି ବାରିପଦା ସାମଖୁଣ୍ଟା ବ୍ଳକ ମହୁଲିଆ ଗାଁର ଲୋକେ । ଖରା ଦିନେ ପିଇବା ପାଣି ପାଇଁ ଡ଼ହଳ ବିକଳ ହେଉଛନ୍ତି ଲୋକେ । ଦୀର୍ଘ ଦିନ ହେଲା ପାଣି ସମସ୍ୟା ଭୋଗୁଥିବା ଲୋକେ ଶେଷରେ ରାଜରାସ୍ତାକୁ ଓହ୍ଲାଇଛନ୍ତି…

କରୋନା କଟକଣା ହଟିବା ପରେ ଜମୁଛି ବାରୁଣି ମେଳା । ବାଲେଶ୍ୱର ରାଜଘାଟରେ ମେଳାର ମଜା ନେଉଛନ୍ତି ଲୋକେ ।

କନକ ବ୍ୟୁରୋ : କରୋନା କଟକଣା ହଟିବା ପରେ ଜମୁଛି ବାରୁଣି ମେଳା । ବାଲେଶ୍ୱର ସୁବର୍ଣ୍ଣପୁର ନଦୀ ରାଜଘାଟରେ ଭିଡ ଜମାଉଛନ୍ତି ଶ୍ରଦ୍ଧାଳୁ । ବିଭିନ୍ନ ପ୍ରକାର ଜିନିଷ କିଣାକିଣି କରିବା ସହିତ ଖାଇବାର ମଜା ନେଉଛନ୍ତି ଲୋକେ । ମେଳା ଉପଭୋଗ କରିବା ପାଇଁ ରାଜ୍ୟ ତଥା ରାଜ୍ୟ ବାହାରରୁ ଆସୁଛନ୍ତି…

ମୁଣ୍ଡବ୍ୟଥା କରୁଛି ମହାନଦୀର ଅଶାନ୍ତ ପାଣି । ଜଙ୍ଗଲ ନଦୀ ଗର୍ଭକୁ ଚାଲିଗଲାଣି, ରାମନଗର ପଞ୍ଚାୟତବାସୀଙ୍କ ଚିନ୍ତା…

କନକ ବ୍ୟୁରୋ : କୂଳ ଲଂଘୁଛି ନଦୀ । ନଦୀରେ ଆସୁଥିବା ବଡବଡ ଲହଡି ଏବଂ ଜୁଆର ମାଡରେ କ୍ଷତିଗ୍ରସ୍ତ ହେଉଛି ଶହ ଶହ ହେକ୍ଟର କାଜୁ ଜଙ୍ଗଲ ସାଙ୍ଗକୁ ଉପକୂଳ ଅଞ୍ଚଳ । ମୃତିକା କ୍ଷୟ ହୋଇ ନଦୀ ଗର୍ଭକୁ ଚାଲିଯିବା ସହିତ ଗଛଲତା ମଧ୍ୟ ଲୀନ ହୋଇଯାଉଛି । ଉପକୂଳ ସୁରକ୍ଷା ପାଇଁ ନିର୍ମାଣ ହୋଇଥିବା…

ବର୍ଷ ପରେ ବର୍ଷ ବିତୁଛି, କିନ୍ତୁ ବ୍ରିଜ ନିର୍ମାଣ ସରୁନି । ଏବେ ବି ବିପଦସଙ୍କୁଳ ଅବସ୍ଥାରେ ଡଙ୍ଗାରେ ନଦୀ ପାର…

କନକ ବ୍ୟୁରୋ : ୫ ବର୍ଷ ହେଲା ବୈତରଣୀ ନଦୀ ଉପରେ ନିର୍ମାଣ ଚାଲିଛି ପୋଲ । ବର୍ଷ ପରେ ବର୍ଷ ବିତିଗଲେ ବି ସରୁନି କାମ । ପୁରଣ ହେଉନି ସ୍ଥାନୀୟ ବାସିନ୍ଦାଙ୍କ ସ୍ୱପ୍ନ । ଫଳରେ ଆଜି ବି ବିପଦସଙ୍କୁଳ ଅବସ୍ଥାରେ ଡ଼ଙ୍ଗାରେ ନଦୀ ପାର ହେଉଛନ୍ତି ଲୋକ । ଏହି ପୋଲ ନିର୍ମାଣ ହେଲେ  ଉପକୃତ ହେବେ…