Daily Archives

April 3, 2022

ରିମାଣ୍ଡ ସରିଲା, ଶର୍ମିଷ୍ଠାଙ୍କ ସମେତ ୪ ଅଭିଯୁକ୍ତଙ୍କୁ ଚାନ୍ଦବାଲି କୋର୍ଟରେ ହାଜର କଲା କ୍ରାଇମବ୍ରାଞ୍ଚ । ଅଧିକ…

କନକ ବ୍ୟୁରୋ : କ୍ୟାମେରାମ୍ୟାନ୍ ମାନସ ସ୍ୱାଇଁ ହତ୍ୟା ମାମଲାରେ ଶର୍ମିଷ୍ଠାଙ୍କ ସମେତ ୪ ଅଭିଯୁକ୍ତଙ୍କୁ ଚାନ୍ଦବାଲି କୋର୍ଟରେ ହାଜର କରିଛି କ୍ରାଇମବ୍ରାଞ୍ଚ । ପୁଣି ଥରେ ଅଭିଯୁକ୍ତଙ୍କୁ ରିମାଣ୍ଡରେ ନେବାକୁ କ୍ରାଇମବ୍ରାଞ୍ଚ ଆବେଦନ କରିବ । ମାମଲାରେ ଅଧିକ ତଦନ୍ତର ଆବଶ୍ୟକତା ଥିବାରୁ ୫…

ମହାପ୍ରଭୁଙ୍କ ରୋଷଘର ଚୁଲି କିଏ ଓ କାହିଁକି ଭାଙ୍ଗିଲା? ୪ ସେବାୟତଙ୍କୁ ଚାଲିଛି ଜେରା, ଜିଲ୍ଲାପାଳ କହିଲେ ରୋଷଘର…

କନକ ବ୍ୟୁରୋ : ଶ୍ରୀମନ୍ଦିର ରୋଷଶାଳାରେ ଚୁଲି ଭାଙ୍ଗିବା ଘଟଣାର ତଦନ୍ତ ଆରମ୍ଭ ହୋଇଛି । ନୀତି ପ୍ରଶାସକ ଓ ଶ୍ରୀମନ୍ଦିର ସୁରକ୍ଷା ଦାୟିତ୍ୱରେ ଥିବା ଆଡିସନାଲ ଏସପି ମିଳିତ ଭାବେ ତଦନ୍ତ କରୁଥିବା କହିଛନ୍ତି ପୁରୀ ଜିଲ୍ଲାପାଳ । ସେପଟେ ରୋଷଶାଳା ଭାଙ୍ଗିବା ଘଟଣାରେ ୪ ଜଣ ସେବାୟତଙ୍କୁ…

ଋଷ-ୟୁକ୍ରେନ୍ ଯୁଦ୍ଧ : ମାରିୟୁପୋଲରେ ଋଷ ଖେଳିଛି ମୃତ୍ୟୁର ତାଣ୍ଡବ । ଚାରିଆଡେ ବିଛାଡି ହୋଇ ପଡିଛି ମୃତଦେହ, ଜୀବନ…

କନକ ବ୍ୟୁରୋ : ୟୁକ୍ରେନ ଉପରେ ଋଷର ଆକ୍ରମଣ ଜାରିରହିଥିବା ବେଳେ ମାରିୟୁପୋଲରେ ତାଣ୍ଡବ ଲୀଳା ରଚିଛି ଋଷ । ଜାରି ରହିଥିବା ଏହି ଯୁଦ୍ଧରେ ସର୍ବାଧିକ ପ୍ରଭାବିତ ହୋଇଛି ମାରିୟୁପୋଲ ସହର । ଋଷର ପ୍ରଚଣ୍ଡ ଆକ୍ରମଣରେ ମୃତ୍ୟୁ ଓ ଧ୍ୱଂସର ଏଭଳି ତାଣ୍ଡବ ଦେଖିବାକୁ ମିଳିଛି ଯାହା ୟୁକ୍ରେନର ଅନ୍ୟ…

ଏଲିସା ହିଲିଙ୍କ ଧୂଆଁଧାର ଶତକ । ଅଷ୍ଟ୍ରେଲିଆ ମହିଳା ଟିମ୍ ୭ମ ଥର ପାଇଁ ହେଲା ବିଶ୍ୱବିଜେତା ।

କନକ ବ୍ୟୁରୋ : ମହିଳା ବିଶ୍ୱକପରେ ପୁଣି ଅଷ୍ଟ୍ରେଲିଆ ଚାମ୍ପିୟନ । ଏଲିସା ହିଲିଙ୍କ ଦମଦାର ଶତକ ବଳରେ ଅଷ୍ଟ୍ରେଲିଆ ୭ମ ଥର ପାଇଁ ବିଶ୍ୱବିଜୟୀ ହୋଇଛି । ଇଂଲଣ୍ଡକୁ ୭୧ ରନରେ ମାତ୍ ଦେଇ ଅଷ୍ଟ୍ରେଲିଆ ଏହି ରେକର୍ଡ ବିଜୟ ହାସଲ କରିଛି । ଅଷ୍ଟ୍ରେଲିଆ ପ୍ରଥମେ ବ୍ୟାଟିଂ କରି ୩୫୭ ରନର ବିଶାଳ ବିଜୟ…

କାହା ପାଇଁ ବଞ୍ଚିଗଲା ଇମ୍ରାନଙ୍କ ଗାଦି , କ୍ଷଣିକରେ କେମିତି ଭାଙ୍ଗିଲା ବିରୋଧୀଙ୍କ ଷଡଯନ୍ତ୍ର

କନକ ବ୍ୟୁରୋ : ପାକିସ୍ତାନ ରାଜନୀତିରେ ବିରୋଧୀମାନେ ଏବେ ଚିତପଟାଙ୍ଗ ମାରିଛନ୍ତି । ମାତ୍ର କେଇ ମିନିଟରେ ଇମ୍ରାନଙ୍କ ଖେଳ ଆଗରେ ହାର ମାନିଛନ୍ତି ବିରୋଧୀ । ଯୋଜନା ପ୍ରସ୍ତୁତ ସରିଥିଲା ଇମ୍ରାନଙ୍କୁ ଗାଦିଚ୍ୟୁତ କରିବାକୁ । ହେଲେ ଇମ୍ରାନଙ୍କ ପ୍ଲାନ-ବି ଏଭଳି କାମ କଲା କି ଗାଦୀଚ୍ୟୁତ ହେଉ…

କ୍ୟାମେରାମ୍ୟାନ୍ ମାନସଙ୍କ ହତ୍ୟା ମାମଲା । ଶର୍ମିଷ୍ଠାଙ୍କୁ ଚାନ୍ଦବାଲି ନେଲା କ୍ରାଇମବ୍ରାଞ୍ଚ । କୋର୍ଟରେ କରାଯିବ…

କନକ ବ୍ୟୁରୋ: କ୍ୟାମେରାମ୍ୟାନ ମାନସ ସ୍ୱାଇଁ ହତ୍ୟା ମାମଲାର ତଦନ୍ତ ପାଇଁ କ୍ରାଇମବ୍ରାଞ୍ଚ ନେଇଥିବା ରିମାଣ୍ଡ ଅବଧି ଶେଷ ହୋଇଛି । ରିମାଣ୍ଡ ଅବଧି ଶେଷ ପରେ ଘଟଣାର ମୁଖ୍ୟ କାର୍ପଟଦାର ଶର୍ମିଷ୍ଠା ରାଉତଙ୍କ ସମେତ ୪ ଅଭିଯୁକ୍ତଙ୍କୁ ଆଜି ଚାନ୍ଦବାଲି ନେଇଛି କ୍ରାମଇମବ୍ରାଂଚ । ଆଜି…