Daily Archives

April 1, 2022

ରୁଷ୍ ଆକାଶ ସୀମାରେ ପଶି ୟୁକ୍ରେନ ବାୟୁସେନା କଲା ଏୟାର ଷ୍ଟ୍ରାଇକ । ରୁଷିଆର ଅଭିଯୋଗ, ନଷ୍ଟ ହୋଇଛି ତେଲ ଡିପୋ

କନକ ବ୍ୟୁରୋ: ଯୁଦ୍ଧ ଶେଷ କରିବା ନେଇ ରୁଷ-ୟୁକ୍ରେନ ବୈଠକ କରୁଛନ୍ତି । ଏହାରି ଭିତରେ ରୁଷ ଆକାଶରେ ପଶି ୟୁକ୍ରେନ କରିଛି ଏୟାରଷ୍ଟ୍ରାଇକ୍ । ଯୁଦ୍ଧର ୩୭ ଦିନରେ ୟୁକ୍ରେନର ଏପରି ଜବାବି ହମଲା ସମସ୍ତଙ୍କୁ ସ୍ୱବ୍ଧ କରିଛି । ଗୋଟିଏ ପଟେ ରୁଷ ଦାବି କରୁଛି ୟୁକ୍ରେନର ସେନା କ୍ୟାମ୍ବ ଧ୍ୱଂସ…

ସୀମା ଟପିଲେ ଦୁଷ୍କର୍ମକାରୀଙ୍କ ସମ୍ପର୍କୀୟ । ପୀଡିତାଙ୍କୁ ଖୁଣ୍ଟରେ ବାନ୍ଧି ମାଡ ମାରିଥିବା ଅଭିଯୋଗ

କନକ ବ୍ୟୁରୋ: ନୟାଗଡ ରଣପୁରରେ ଜଣେ ଦୁଷ୍କର୍ମ ପୀଡିତା ନାବାଳିକାଙ୍କୁ ଖୁଣ୍ଟରେ ବାନ୍ଧି ମାଡ ମାରିଛନ୍ତି ଦୁଷ୍କର୍ମକାରୀଙ୍କ ସମ୍ପର୍କୀୟ । କେବଳ ଏତିକି ନୁହେଁ ପୀଡିତାଙ୍କ ମାଙ୍କୁ ମଧ୍ୟ ମାଡ ମାରିଥିବା ଅଭିଯୋଗ ହୋଇଛି । ଅଭିଯୋଗ ପରେ ୭ ଜଣଙ୍କୁ ଗିରଫ କରିଛି ପୁଲିସ । ଯାହାକି ଆଜି ସାରା…

ବିଜେପି ଛାଡିଲେ ଜୟରାମ ପାଙ୍ଗୀ । ଦଣ୍ଡକାରଣ୍ୟ ପର୍ବତମାଳା ବିକାଶ ପରିଷଦ ପାଇଁ କରିବେ କାମ । ସ୍ୱତନ୍ତ୍ର…

କନକ ବ୍ୟୁରୋ: ବରିଷ୍ଠ ବିଜେପି ନେତା ଜୟରାମ ପାଙ୍ଗୀ ଆଜି ଉକ୍ରଳ ଦିବସରେ ବିଜେପିରୁ ଇସ୍ତଫା ଦେବା ନେଇ ଘୋଷଣା କରିଛନ୍ତି । ପୂର୍ବରୁ ଏନେଇ ସଙ୍କେତ ଦେଉଥିଲେ ମଧ୍ୟ ଆଜି ଶେଷରେ ସେ ଏହି ନିଷ୍ପତ୍ତି ନେଇଛନ୍ତି । କହିଛନ୍ତି ସେ ଏବେ ଦଣ୍ଡକାରଣ୍ୟ ପର୍ବତମାଳା ବିକାଶ ପରିଷଦ ପାଇଁ କାମ କରିବେ ।…

ସରିଲା ‘ସାହାରା’ ଗ୍ରୁପର କାରସାଦି । ଗ୍ରହଣ କରିପାରିବନି ନୂଆ ନିବେଶ । ଦିଲ୍ଲୀ ହାଇକୋର୍ଟ ଦେଲେ ଝଟକା

କନକ ବ୍ୟୁରୋ: ବର୍ଷ ବର୍ଷ ଧରି ଜମାକାରୀଙ୍କୁ ଠକି ଚାଲିଥିବା ସାହାରାକୁ ଚରମବାଣୀ ଶୁଣାଇଛନ୍ତି କୋର୍ଟ । ଦିଲ୍ଲୀ ହାଇକୋର୍ଟ ସାହାରରେ ପୁଞ୍ଜି ନିବେଶ ଉପରେ ରୋକ ଲଗାଇଛନ୍ତି । ଏହାଛଡା ଏକ ଗୁରୁତ୍ୱପୂର୍ଣ୍ଣ ରାୟ ଦେଇ କହିଛନ୍ତି, ଦୁଇ ସପ୍ତାହ ଭିତରେ ପୁଞ୍ଜି ନିବେଶକାରୀଙ୍କୁ ସେମାନଙ୍କ…

ଦିନ ଗଡୁଛି, ରହସ୍ୟ ବଢୁଛି । ଗାଙ୍ଗପୁର ଆଇଆଇସିଙ୍କ ମୃତ୍ୟୁକୁ ପୂରିଲା ୮ ଦିନ । ଏଯାଏଁ ଆରମ୍ଭ ହେଲାନି ତଦନ୍ତ 

କନକ ବ୍ୟୁରୋ: ଗାଙ୍ଗପୁର ଆଇଆଇସି ମୃତ୍ୟୁ ଘଟଣାରେ ତଦନ୍ତ କଣ ହେଲା ତାହା ଆଶ୍ଚର୍ଯ୍ୟ ସୃଷ୍ଟି କରିଛି । ତଦନ୍ତ କେମିତି ଚାଲିଛି ଏବଂ କେମିତି ଘଟଣାସ୍ଥଳରୁ ପ୍ରମାଣ ସଂଗ୍ରହ କରାଯାଉଛି, ତାହା କେହି ବୁଝି ପାରୁ ନାହାନ୍ତି । ପ୍ରକୃତରେ ତଦନ୍ତ ଆରମ୍ଭ ହୋଇଛି କି ନାହିଁ, ନା ତଦନ୍ତ ଚାଲିଛି, ନା…

ମାନସଙ୍କୁ ହତ୍ୟା ପରେ କେମିତି ପୋତିଥିଲେ ମୃତଦେହ ? ଚାନ୍ଦବାଲି, ଭୁବନେଶ୍ୱର ଓ ରଣପୁରରେ ଡେମୋ ଦେଖାଇଲେ ଶର୍ମିଷ୍ଠା

କନକ ବ୍ୟୁରୋ: ବହୁଚର୍ଚ୍ଚିତ କ୍ୟାମେରାମ୍ୟାନ୍ ମାନସ ସ୍ୱାଇଁଙ୍କୁ କେଉଁଠୁ ଓ କେମିତି ଅପହରଣ କରାଯାଇଥିଲା? କେଉଁଠି ଓ କେମିତି ହତ୍ୟା କରାଯାଇଥିଲା ଓ ହତ୍ୟା କରିବା ପରେ ପ୍ରମାଣ ନଷ୍ଟ କରିବା ପାଇଁ କଣ କରାଯାଇଥିଲା ତାର ଡେମୋ ଦେଖାଇଛନ୍ତି ମୁଖ୍ୟ ଷଡଯନ୍ତ୍ରକାରୀ ଶର୍ମିଷ୍ଠା ରାଉତ ।…