Daily Archives

March 22, 2022

ଦହଗଞ୍ଜ କରିଦେଲାଣି ଦରଦାମ ବୃଦ୍ଧି । ଖାଦ୍ୟ ସାମଗ୍ରୀର ଦର ବୃଦ୍ଧି ପରେ, ଗ୍ୟାସ, ପେଟ୍ରୋଲ ଡିଜେଲ ଦର ବଢ଼ାଇଲା ଚିନ୍ତା…

କନକ ବ୍ୟୁରୋ : ରୋଷେଇ ଘର ଉପରେ ପଡୁଛି ରୁଷିଆ-ୟୁକ୍ରେନ ଯୁଦ୍ଧର ପ୍ରଭାବ । ଗ୍ୟାସ ସିଲିଣ୍ଡର ଠାରୁ ଆରମ୍ଭ କରି ରିଫାଇନ ତେଲ, ଅଟା, ଆଳୁ ଓ ମ୍ୟାଗି ସବୁଥିରେ ବଢିଛି ଦର । ଯାହା ସିଧାସଳଖ ପକେଟ ଉପରେ ମାଡ କରୁଛି । ଯୁଦ୍ଧ ଆରମ୍ଭ ବେଳେ ବିଶେଷଜ୍ଞମାନେ ଆକଳନ କରିଥିବା କଥା ସତ ହୋଇଛି । ଯାହା…

ପୌର ପ୍ରଚାରର ଶେଷ ଦିନରେ ମୈଦାନରେ ସିନେ ତାରକା । ଭୋଟ ମାଗିଲେ ଓଲିଉଡ ଷ୍ଟାର ।

କନକ ବ୍ୟୁରୋ : ପୌର ନିର୍ବାଚନର ଶେଷ ଦିନରେ ପ୍ରଚାର କରିଛନ୍ତି ଓଲିଉଡ ଷ୍ଟାର । ଭଦ୍ରକ ଧାମନଗର ଏନଏସି ଓ ପୌରାଞ୍ଚଳରେ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ ବିଶାଳ ରୋଡ ସୋ କରି ଥିବା ବେଳେ ବାଙ୍କିରେ ସବ୍ୟସାଚୀ ଓ ଅର୍ଚ୍ଚିତା ପ୍ରଚାର କରି ବିଜେଡି ପ୍ରାର୍ଥୀଙ୍କ ପାଇଁ ଭୋଟ୍ ମାଗିଛନ୍ତି ।…

ଦ କଶ୍ମୀର ଫାଇଲସ ବିବାଦକୁ ନେଇ ଫାରୁକ ଅବଦୁଲ୍ଲାଙ୍କ ପ୍ରତିକ୍ରିୟା: କହିଲେ, କଶ୍ମୀର ପଣ୍ଡିତଙ୍କ ପାଇଁ ଏବେ ବି…

କନକ ବ୍ୟୁରୋ: କଶ୍ମୀର ପଣ୍ଡିତଙ୍କ ଉପରେ ହୋଇଥିବା ନିର୍ଯ୍ୟାତନା, ବର୍ବରତା ଓ ପଳାୟନ କାହାଣୀକୁ ନେଇ ନିକଟରେ ରିଲିଜ ହୋଇଛି ଫିଲ୍ମ ଦ କଶ୍ମୀର ଫାଇଲସ । ଏହା ଭିତରେ ଜମ୍ମୁକଶ୍ମୀର ପୂର୍ବତନ ମୁଖ୍ୟମନ୍ତ୍ରୀ ଫାରୁକ ଅବଦୁଲ୍ଲାଙ୍କ ସେ ସମୟରେ ଭୂମିକା କଣ ଥିଲା ସେନେଇ ମଧ୍ୟ ପ୍ରଶ୍ନ ଉଠୁଛି ।…

ପାକିସ୍ତାନ ରାଜନୀତିରେ ହଟଚମଟ: ଭାଙ୍ଗିବ କି ଇମ୍ରାନଙ୍କ ସରକାର!

କନକ ବ୍ୟୁରୋ: ସରିଆସୁଛି କି ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ଇନିଂସ । ତାଙ୍କ ବିରୋଧରେ ଆସିଥିବା ଅନାସ୍ଥା ପ୍ରସ୍ତାବ ପରେ ପାକ ସେନା ଇମ୍ରାନଙ୍କ ହାତ ଛାଡିଥିବା ନେଇ ପାକିସ୍ତାନ ଗଣମାଧ୍ୟରେ ଚର୍ଚ୍ଚାର ଶିରୋନାମା ପାଲଟିଛି । ଏହା ଭିତରେ ବିରୋଧୀଦଳମାନେ ଏକଜୁଟ ହୋଇ କଳେବଳେ…

ପୌର ପାଇଁ ପ୍ରଚାର ସରିଲା । ଭୋଟରଙ୍କୁ ମନେଇବାକୁ ଶେଷ ପ୍ରୟାସ କଲେ ନେତା ।

କନକ ବ୍ୟୁରୋ : ଶେଷ ହେଲା ପୌର ନିର୍ବାଚନ ପାଇଁ ପ୍ରଚାର । ଦିନକ ପରେ ପଡିବ ଭୋଟ୍ । ତେଣୁ ଶେଷ ପର୍ଯ୍ୟାୟରେ ଭୋଟରଙ୍କ ମନ ଜିଣିବାକୁ ସବୁ ରାଜନୈତିକ ଦଳ ଜୋରଦାର ପ୍ରୟାସ କରିଥିଲେ । ଭୋଟରଙ୍କୁ ମନେଇବା ପାଇଁ ଶକ୍ତି ପ୍ରଦର୍ଶନ କରିଛନ୍ତି ପ୍ରାର୍ଥୀ । ଭୁବନେଶ୍ୱରରେ ଦିନି ଦଳର ମେୟର ପ୍ରାର୍ଥୀ…

୨୭ ଦିନରେ ୟୁକ୍ରେନ-ଋଷ ଯୁଦ୍ଧ: ଯୁଦ୍ଧ ଭିତରେ ଋଷର ପରମାଣୁ ଆକ୍ରମଣ ଆଶଙ୍କା କଲେ ବିଶେଷଜ୍ଞ

କନକ ବ୍ୟୁରୋ: ଋୁଷ ୟୁକ୍ରେନ ଯୁଦ୍ଧ ଏବେ ୨୭ ଦିନରେ ପହଂଚିଛି । ଏହାରି ମଧ୍ୟରେ ରୁଷ୍ ୟୁକ୍ରେନ ଉପରେ ଘନ ଘନ ବୋମା ମାଡ, ସୁପରସୋନିକ ମିଶାଇଲ ମାଡ କରିଚାଲିଛି । ହସ୍ପିଟାଲ, ଡାକ୍ତରଖାନା , ଆପାର୍ଟମେଂଟ ସହ ଜନଗହଳି ପୂର୍ଣ୍ଣ ସ୍ଥାନରେ ବୋମା ବର୍ଷଣ କରୁଛି ରୁଷ୍ । ଏହି ଯୁଦ୍ଧ ମଧ୍ୟରେ…