Daily Archives

March 17, 2022

ବିଦ୍ରୋହୀ ଜି-୨୩ ଗୋଷ୍ଠୀଙ୍କ ଘନଘନ ବୈଠକ: ଦଳର ପୁର୍ନଗଠନ ପାଇଁ ସୋନିଆ ଗାନ୍ଧୀଙ୍କୁ ପ୍ରସ୍ତାବ ଦେବ ଜି-୨୩

କନକ ବ୍ୟୁରୋ: ବିଦ୍ରୋହୀ ଜି-୨୩ ଗୋଷ୍ଠୀର ଘନଘନ ବୈଠକ । ୨୪ଘଂଟା ଭିତରେ ଜି-୨୩ ଗୋଷ୍ଠୀ ଦୁଇ ଥର ବୈଠକ କରିଛନ୍ତି । ବୁଧବାର ଦିନ ବିଦ୍ରୋହୀ ଗୋଷ୍ଠୀଙ୍କ ବୈଠକ ବସିଥିବା ବେଳେ ଆଜି ପୁଣି ବୈଠକ ଅଛି । ଦଳର ପୁର୍ନଗଠନ ପାଇଁ ସୋନିଆ ଗାନ୍ଧୀଙ୍କୁ ପ୍ରସ୍ତାବ ଦେବାକୁ ଜି-୨୩ ବୈଠକରେ ଆଲୋଚନା ହୋଇଛି…

କୃଷ୍ଣଚନ୍ଦ୍ର ହତ୍ୟାକାଣ୍ଡରେ ସାମ୍ନାକୁ ଆସିଲା ଅପରାଧୀଙ୍କ ଚେହେରା: ୪ ଅଭିଯୁକ୍ତଙ୍କୁ ଚିହ୍ନଟ କରାଯାଇଥିବା ସୂଚନା…

କନକ ବ୍ୟୁରୋ: ବାବା ମହାପାତ୍ର, ହରି ପଣ୍ଡା, କୁନୁମୁନି ଓ ଅନ୍ୟଜଣେ ଅଭିଯୁକ୍ତ ଟୁଟୁକୁ ଖୋଜୁଛି ପୁରୀ ପୋଲିସ । କାରଣ ଶ୍ରୀମନ୍ଦିର ବରିଷ୍ଠ ସେବାୟତ କୃଷ୍ଣଚନ୍ଦ୍ର ପ୍ରତିହାରୀ ହତ୍ୟାକାଣ୍ଡରେ ଏମାନେ ମୁଖ୍ୟ ଅଭିଯୁକ୍ତ । ମୃତ ସେବାୟତ କୃଷ୍ଣଚନ୍ଦ୍ରଙ୍କ ଭାଇ ନରସିଂହ ଦେଇଥିବା ଏତଲାରେ ଏମାନଙ୍କ…

ପଂଚାୟତ ନିର୍ବାଚନ ଭୁଲକୁ ଦୋହରାଇବାକୁ ଚାହୁଁନି ବିଜେପି: ଭୁବନେଶ୍ୱର ମେୟର ପ୍ରାର୍ଥୀଙ୍କ ପାଇଁ ପ୍ରଚାର ମୈଦାନକୁ…

କନକ ବ୍ୟୁରୋ: ପଂଚାୟତ ନିର୍ବାଚନ ବେଳେ କରିଥିବା ଭୁଲକୁ ପୌର ନିର୍ବାଚନରେ ଦୋହରାଇବାକୁ ସାହସ କରୁ ନାହିଁ ବିଜେପି । ମେୟର ପ୍ରଚାର ମୈଦାନକୁ ହେଭିୱେଟମାନଙ୍କୁ ଓହ୍ଲାଇଛି ଦଳ । ଦଳୀୟ ପ୍ରାର୍ଥୀଙ୍କ ପାଇଁ ଭୋଟ ମାଗିଛନ୍ତି କେନ୍ଦ୍ରମନ୍ତ୍ରୀ ଓ ରାଜ୍ୟ ବିଜେପି ସଭାପତି । ରାଜ୍ୟ ବିଜେପି ଓ…

ଶସ୍ତା ତେଲକୁ ନେଇ ଦ୍ୱନ୍ଦ୍ୱରେ ଭାରତ: ରିହାତି ଦରରେ ତେଲ ବିକିବାକୁ ଋଷିଆର ପ୍ରସ୍ତାବ ପରେ ବଢିଲା ଦ୍ୱନ୍ଦ୍ୱ

କନକ ବ୍ୟୁରୋ: ଗୋଟିଏ ପଟେ ଅଶୋଧିତ ତେଲର ଅହେତୁକ ଦରବୃଦ୍ଧି, ଅନ୍ୟପଟେ ଭାରତକୁ ରିହାତି ଦର ତେଲ ବିକିବାକୁ ରୁଷିଆର ପ୍ରସ୍ତାବ । ଏହାକୁ ନେଇ ଦ୍ୱ୍ଦ୍ୱରେ ପଡିଛି ଭାରତ । ୟୁକ୍ରେନ ଉପରେ ରୁଷ୍ ଆକ୍ରମଣ କରିବା ପରେ କଠୋର ଆର୍ଥିକ କଟକଣା ଲଗାଇଛନ୍ତି ଆମେରିକା ସମେତ ପାଶ୍ଚାତ୍ୟ ଦେଶ । କ୍ରୁଡ୍…

ଆମେରିକାକୁ ଅସ୍ତ୍ର ମାଗିଲେ ଜେଲେନସ୍କି । କହିଲେ, ୟୁକ୍ରେନକୁ କରାଯାଉ ନୋ ଫ୍ଲାଏ ଜୋନ ଘୋଷଣା । ନଚେତ୍ ଯୋଗାଇ ଦିଆଯାଉ…

କନକ ବ୍ୟୁରୋ: ଆମେରିକାକୁ ଅସ୍ତ୍ର ମାଗିଲେ ୟୁକ୍ରେନ ରାଷ୍ଟ୍ରପତି ଜେଲେନସ୍କି । ଆମେରିକା କଂଗ୍ରେସରେ ଉଦବୋଧନ ଦେବା ବେଳେ ଭାବବିହ୍ୱଳ ହୋଇପଡିଲେ ଜେଲେନସ୍କି । ଆମେରିକୀୟ ସାଂସଦମାନେ ୟୁକ୍ରେନ ସମ୍ପର୍କରେ ଚିନ୍ତା କଲାବେଳେ ୯/୧୧ ଆକ୍ରମଣ ସମ୍ପର୍କରେ ଚିନ୍ତା କରନ୍ତୁ । ଯଦି ନୋ ଫ୍ଲାଏ ଜୋନ…

ଧର୍ମେନ୍ଦ୍ରଙ୍କ ନେତୃତ୍ୱକୁ ନେଇ ଉତ୍ତର ରଖିଲେ ଭୁବନେଶ୍ୱର ସାଂସଦ: ସଂଗଠନ ପାଇଁ ଧର୍ମେନ୍ଦ୍ରଙ୍କ ଗୁରୁତ୍ୱ ବଖାଣିଲେ…

କନକ ବ୍ୟୁରୋ: ଆଦରଣୀୟ ଧର୍ମେନ୍ଦ୍ର ପ୍ରଧାନ ଦଳର ବରିଷ୍ଠ ନେତା । ଦୁଇଟି ଗୁରୁତ୍ୱପୂର୍ଣ୍ଣ ବିଭାଗ ତାଙ୍କ ନିକଟରେ ଅଛି । ସେ କେନ୍ଦ୍ର ମନ୍ତ୍ରୀ, ନିଶ୍ଚିତ ଭାବରେ ଆମେ ସମସ୍ତେ ତାଙ୍କ ଠାରୁ ପ୍ରେରଣା ପାଉଛୁ । ପଂଚାୟତରେ ବିପର୍ଯ୍ୟୟ ପରେ ରାଜ୍ୟ ବିଜେପିରେ ଦୃଢ ନେତୃତ୍ୱକୁ ନେଇ ଉଠିଥିବା ଝଡ,…