Daily Archives

March 17, 2022

ଅନ୍ତର୍ଜାତୀୟ କୋର୍ଟଙ୍କ ନିର୍ଦ୍ଦେଶ ପରେ ବି ମାନିଲାନି ମସ୍କୋ । କିଭରେ ଥିବା ୧୬ ମହଲା କୋଠା ଉପରେ ମିଜାଇଲ ମାଡ

କନକ ବ୍ୟୁରୋ: ୨୨ ଦିନରେ ପହଞ୍ଚିଛି ରୁଷ–ୟୁକ୍ରେନ ଯୁଦ୍ଧ । ଅନ୍ତର୍ଜାତୀୟ କୋର୍ଟଙ୍କ ନିର୍ଦ୍ଦେଶ ପରେ ବି ମସ୍କୋ ୟୁକ୍ରେନରେ ଘନଘନ ଆକ୍ରମଣ ଜାରି ରଖିଛି । ରାଜଧାନୀ କିଭରେ ସାଧାରଣ ଲୋକ ରହୁଥିବା ୧୬ ମହଲା କୋଠା ଉପରେ ପୁଟିନ ସେନା ମିଜାଇଲ ମାଡ କରିଛି । ଏପରିକି ମାରିୟୁପୋଲରେ ଆକ୍ରମଣ…

ମାଟ୍ରିକ ପରେ ଯୁକ୍ତ ଦୁଇ ପରୀକ୍ଷା ପାଇଁ ଆସିଲା ତାରିଖ: ଏପ୍ରିଲ ୨୮ରୁ ହେବ ଯୁକ୍ତ ଦୁଇ ପରୀକ୍ଷା, ସିଏଚଏସଇ ପକ୍ଷରୁ…

କନକ ବ୍ୟୁରୋ: ଏପ୍ରିଲ ୨୮ ତାରିଖରେ ଆରମ୍ଭ ହେବାକୁ ଯାଉଛି ଯୁକ୍ତ ଦୁଇ ବାର୍ଷିକ ପରୀକ୍ଷା । ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ସକାଳ ୯ଟାରୁ ପରୀକ୍ଷା ହେବ । ପ୍ରତ୍ୟେକ ଦିନ କେବଳ ଗୋଟିଏ ସିଟିଂରେ ପରୀକ୍ଷା କରାଯିବ । ମହାମାରୀ ପାଇଁ ପରୀକ୍ଷାରେ କିଛି କୋହଳ କରାଯାଇଛି । ସମସ୍ତ…

ପୌର ଭୋଟ ପାଇଁ ଛୁଟି ଘୋଷଣା । ଜାଣନ୍ତୁ କାହାକୁ ଓ କେତେଦିନ ମିଳିବ ଛୁଟି? 

କନକ ବ୍ୟୁରୋ : ପୌର ଭୋଟ ପାଇଁ ଛୁଟି ଘୋଷଣା । ମତଦାନ ପାଇଁ ସମସ୍ତ ସରକାରୀ କର୍ମଚାରୀଙ୍କୁ ମିଳିବ ଛୁଟି । ଅଥାର୍ତ ଯେଉଁମାନଙ୍କର ଘର ପୌରସଂସ୍ଥା ଓ ମହାନଗରରେ ରହିଛି ସେହି କର୍ମଚାରୀଙ୍କୁ ଛୁଟି ମିଳିବ । ନିର୍ବାଚନ ଦିନ, ନିର୍ବାଚନ ପୂର୍ବଦିନ ଓ ନିର୍ବାଚନ ପରଦିନ  ଏଭଳି ଭାବେ ସର୍ବାଧିକ ୩…

ମାନସ ସ୍ୱାଇଁଙ୍କ ହତ୍ୟା ପଛରେ ଆଉ ଜଣେ ରହସ୍ୟମୟୀ ମହିଳା: ଚାନ୍ଦବାଲିରୁ ଅପହରଣ କରିବା ପଛରେ ଥିଲା ହାତ

କନକ ବ୍ୟୁରୋ: ମିଳିଥିବା ସୂଚନା ଅନୁସାରେ, ଝୁନା ଶର୍ମିଷ୍ଠାଙ୍କୁ ନେଇ ଅନେକ ରାଜନୈତିକ ନେତାଙ୍କ ସହ ଚିହ୍ନା କରାଇଥିଲେ । ନିଜେ ଝୁନା ଏକ ରାଜନୈତିକ ସଂଗଠନ ସହ ବି ଜଡିତ ଥିଲେ । ଉଭୟ ଝୁନା ଓ ଶର୍ମିଷ୍ଠାଙ୍କୁ ଅନେକ ନେତାଙ୍କ ସହ ଏକାଠି ଦେଖିବାକୁ ମିଳିଛି । ଏପଟେ ଶର୍ମିଷ୍ଠାଙ୍କ ୱେବ…

କରୋନା କମିଥିବାବେଳେ ନିୟମକୁ ନେଇ ଅସନ୍ତୋଷ: ରାଜନୈତିକ ରାଲିକୁ ମିଳୁଛି ଅନୁମତି, ହେଲେ ହୋଲି ଖେଳିବା ଉପରେ କଟକଣା

କନକ ବ୍ୟୁରୋ: ଦୀର୍ଘ ଦୁଇ ବର୍ଷ ପରେ ଲୋକେ ହୋଲି ଖେଳିବାକୁ ଯାଉଛନ୍ତି । ଏଥର କେବଳ ନିଜ ପରିବାର ସହିତ ଲୋକେ ରଙ୍ଗ ଖେଳିବେ, ସାଙ୍ଗ ସାଥୀଙ୍କ ସହ ଖେଳିପାରିବେ ନାହିଁ । ତେଣୁ ବଜାରରେ ରଙ୍ଗ ସେତେ ମାତ୍ରାରେ ବିକ୍ରି ହେଉିନି ବୋଲି ବ୍ୟବସାୟୀ କହିଛନ୍ତି । ଏହାରି ଭିତରେ ବ୍ୟବସାୟୀ ଅନେକ…

୪୦ ଡିଗ୍ରୀ ଉପରେ ରାଜ୍ୟର ୨ଟି ସହର । ୪୦.୬ ଡିଗ୍ରୀ ସେଲସିୟସ୍ ସହ ବଲାଙ୍ଗୀର ସହର ସବୁଠୁ ଉତ୍ତପ୍ତ ।

କନକ ବ୍ୟୁରୋ:  ରାଜ୍ୟରେ ଜାରି ରହିଛି ଗ୍ରୀଷ୍ମପ୍ରବାହ । ଦୁଇ ଜିଲ୍ଲାରେ ୪୦ ଡିଗ୍ରୀ ଟପିଲା ତାପମାତ୍ରା । ଭୁବନଶ୍ୱର ପାଣିପାଗ ବିଭାଗ ତରଫରୁ ମିଳିଥିବା ସୂଚନା ମୁତାବକ, ଆଜି ରାଜ୍ୟରେ ସବୁଠୁ ଉତ୍ତପ୍ତ ସହର ପାଲଟିଛି ବଲାଙ୍ଗୀର । ସେଠାରେ ଆଜି ତାପମାତ୍ରା ୪୦.୬ ଡିଗ୍ରୀ ସେଲସିୟସ୍ ରେକର୍ଡ…