Daily Archives

March 7, 2022

ଡାକ୍ତରୀ ପାଠ ପାଇଁ ପ୍ରଧାନମନ୍ତ୍ରୀଙ୍କ ବଡ ଘୋଷଣା: ବେସରକାରୀ ମେଡିକାଲ କଲେଜରେ ଲାଗୁ ହେବ ସରକାରୀ ଫି’

କନକ ବ୍ୟୁରୋ: ଡାକ୍ତରୀ ପାଠ ନାମଲେଖା ପାଇଁ ପ୍ରଧାନମନ୍ତ୍ରୀଙ୍କ ବଡ ଘୋଷଣା । ବେସରକାରୀ ମେଡିକାଲ କଲେଜରେ ଲାଗୁ ହେବ ସରକାରୀ ଫି’ । ବେସରକାରୀ ମେଡିକାଲ କଲେଜର ଅଧା ସିଟ୍ ପାଇଁ ଏହା ଲାଗୁ ହେବ । ଅଧା ସିଟ ସରକାରୀ କଲେଜ ଫି ସହ ସମାନ ରହିବ । ଏହାଦ୍ୱାରା ଗରିବ ଓ ମଧ୍ୟବିତ୍ତ ଛାତ୍ରଛାତ୍ରୀ…

ରୁଷ ରାଷ୍ଟ୍ରପତି ପୁଟିନଙ୍କ ସହ ମୋଦୀଙ୍କ କଥାବାର୍ତ୍ତା: ପ୍ରାୟ ୫୦ମିନିଟ ଧରି ଉଭୟ ନେତାଙ୍କ ମଧ୍ୟରେ ଆଲୋଚନା

କନକ ବ୍ୟୁରୋ: ୟୁକ୍ରେନରେ ରୁଷିଆର ଆକ୍ରମଣ ଭିତରେ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସହ ଆଲୋଚନା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ରୁଷ୍ ରାଷ୍ଟ୍ରପତିଙ୍କ ସହ ମୋଦୀ ପ୍ରାୟ ୫୦ମିନିଟ୍ ପର୍ଯ୍ୟନ୍ତ ଆଲୋଚନା କରିଥିବା ସୂଚନା ମିଳିଛି । ସୁମୀରେ ଫସିଥିବା ଭାରତୀୟ…

ପୁଣି ଚିନ୍ତା ବଢାଇଲାଣି ଚୀନ୍ । ଉହାନରେ ବ୍ୟାପିଲାଣି କରୋନା ଭୂତାଣୁ ।

କନକ ବ୍ୟୁରୋ : ପୁଣି ଚିନ୍ତା ବଢାଇଲାଣି ଚୀନ୍ । ଚୀନରେ କଲବଲ କଲାଣି କରୋନା । କିଛି ଦିନର ଆଶ୍ୱସ୍ତି ପରେ କରୋନାକୁ ନେଇ ଆସିଛି ବଡ଼ ଖବର । ଚୀନ ମିଡିଆର ସୂଚନା ଅନୁସାରେ, କରୋନାର ଉତ୍ପତିସ୍ଥଳ ଉହାନରେ ପୁଣି ଥରେ କାୟାବିସ୍ତାର କଲାଣି ମହାମାରୀ କରୋନା ଭୂତାଣୁ । ପାଖାପାଖି ୨ ବର୍ଷ ପରେ…

କଟକ ତେଲେଙ୍ଗାପେଣ୍ଠରେ ମନମୋହୁଛି ଇଂଜିନିୟର ବାବୁଙ୍କ ଗଣିତ ପାର୍କ । ପାର୍କରେ ଶୋଭାପାଉଛି ଗଣିତ ଓ ଜ୍ୟାମିତିରେ…

କନକ ବ୍ୟୁରୋ: କଟକ ତେଲେଙ୍ଗାପେଣ୍ଠରେ ରହିଛି ଗଣିତ ପାର୍କ । ପାର୍କରେ ରହିଛି ସମ୍ପୂର୍ଣ୍ଣ ଶୈକ୍ଷିକ ବାତାବରଣ । ଯେଉଁଠି ଗଣିତ ଓ ଜ୍ୟାମିତିରେ ବ୍ୟବହୃତ ବିଭିନ୍ନ ଉପକରଣକୁ ପ୍ରଦର୍ଶନ କରାଯାଇଛି । ନୂତନ ଚିନ୍ତାଧାରାରେ ଏଭଳି ଏକ ଗଣିତ ପାର୍କ ଆରମ୍ଭ କରିଛନ୍ତି ଇଞ୍ଜିନିୟର କାଜଲ ପଟ୍ଟନାୟକ…

ମହିଳାଙ୍କୁ ସଶକ୍ତକରିବା ପାଇଁ ପ୍ରେରଣା ପାଲଟିଛନ୍ତି ହେମଲତା ଶଙ୍ଖୁଆ । କୁଟୀର ଶିଳ୍ପ ଜରିଆରେ ସ୍ଥାନୀୟ ମହିଳାଙ୍କୁ…

କନକ ବ୍ୟୁରୋ: ବୟସ ସାଜିନି ବାଧକ । ବୟସ ୬୦ ଛୁଇଁଥିଲେ ମଧ୍ୟ ନିଜର ଅକ୍ଲାନ୍ତ ପରିଶ୍ରମ ଓ ଚେଷ୍ଟା ଫଳରେ ସଭିଙ୍କ ପ୍ରିୟପାତ୍ର ହୋଇଛନ୍ତି ହେମ ନାନୀ । ଅନ୍ୟ ମହିଳାଙ୍କ ପାଇଁ ପାଲଟିଛନ୍ତି ଉଦାହରଣ । କପ୍ତିପଦା ବ୍ଲକ ବଡଖଲାଡ଼ି ଗାଁର ହେମଲତା ଶଙ୍ଖୁଆ ନିଜେ ସ୍ୱାବଲମ୍ବୀ ହେବା ସହ ୧୫ରୁ ଅଧିକ…

ଦିବ୍ୟାଙ୍ଗ ହୋଇ ବି ହାରିନାହାଁନ୍ତି ସତ୍ୟଭାମା । ଟେଲରିଂ, ଧୂପକାଠି, ବଡ଼ି, ପାମ୍ପଡ଼ ତିଆରି କରି କରୁଛନ୍ତି ରୋଜଗାର

କନକ ବ୍ୟୁରୋ: ଦିବ୍ୟାଙ୍ଗ ହୋଇ ବି ହାର ମାନିନାହାଁନ୍ତି ହାଟଡ଼ିହି ଅଞ୍ଚଳର ସତ୍ୟଭାମା ସାହୁ । ଦୃଢ ଇଛାଶକ୍ତି ଯୋଗୁଁ ନିଜେ ରୋଜଗାର କରିବା ସହ ଅନ୍ୟ ମହିଳାମାନଙ୍କୁ ମଧ୍ୟ ରୋଜଗାରର ବାଟ ଦେଖାଇଛନ୍ତି । ପିଲା ବେଳୁ ବାପା ମା’ଙ୍କୁ ହରାଇଥିବା ବେଳେ ପୋଲିଓରେ ନିଜର ଦୁଇ ଗୋଡ଼ ଅକାମି ହୋଇଯାଇଛି…