ଭୁବନେଶ୍ୱରରେ ପହଞ୍ଚିଲେ ୟୁକ୍ରେନ ଫେରନ୍ତା: ଏୟାରପୋର୍ଟରେ ସ୍ୱାଗତ କଲେ ମୁଖ୍ୟମନ୍ତ୍ରୀ

118

କନକ ବ୍ୟୁରୋ: ଭୁବନେଶ୍ୱରରେ ଏୟାରପୋର୍ଟରେ ପହଞ୍ଚିଲେ ୟୁକ୍ରେନ ଫେରନ୍ତା । ଦିଲ୍ଲୀରୁ ସ୍ୱତନ୍ତ୍ର ବିମାନ ଯୋଗେ ଭୁବନେଶ୍ୱରରେ ପହଞ୍ଚିଲେ ଛାତ୍ରଛାତ୍ରୀ । ୟୁକ୍ରେନ ଫେରନ୍ତାଙ୍କୁ ନେଇ ଏହି ଦିଲ୍ଲୀରୁ ଆସିଲା ସ୍ୱତନ୍ତ୍ର ବିମାନ । ମୋଟ ୭୭ ଜଣ ଛାତ୍ରଛାତ୍ରୀ ଭୁବନେଶ୍ୱରରେ ପହଞ୍ଚିଛନ୍ତି । ଛାତ୍ରଛାତ୍ରୀଙ୍କୁ ବିମାନ ବନ୍ଦରରେ ସ୍ୱାଗତ କଲେ ମୁଖ୍ୟମନ୍ତ୍ରୀ । ସେମାନଙ୍କ ସହ କଥା ମଧ୍ୟ ହେଲେ ।