Daily Archives

March 1, 2022

ରୁଷ ବୋମାମାଡରେ ଗଲା ଜଣେ ଭାରତୀୟ ଛାତ୍ରଙ୍କ ଜୀବନ । ଟ୍ୱିଟ୍ କରି ସୂଚନା ଦେଲା ବୈଦେଶିକ ମନ୍ତ୍ରାଳୟ ।

କନକ ବ୍ୟୁରୋ : ୟୁକ୍ରେନ-ରୁଷ ଯୁଦ୍ଧରେ ଜଣେ ଭାରତୀୟ ଛାତ୍ରଙ୍କ ମୃତ୍ୟୁ ହୋଇଛି । ୟୁକ୍ରେନ ଉପରେ ଆକ୍ରମଣ ପରେ ଭାରତୀୟ ନାଗରିକଙ୍କୁ ସୁରକ୍ଷାକୁ ନେଇ ଯେଉଁ ଆଶଙ୍କା କରାଯାଉଥିଲା, ତାହା ସତ ହୋଇଛି । ଖାରକିଭରେ ଡ୍ରୋନ ଆକ୍ରମଣରେ ଜଣେ ଭାରତୀୟ ମେଡିକାଲ ଛାତ୍ରଙ୍କ ଜୀବନ ଯାଇଛି । ବଙ୍କରରେ…

ଆସିଲା ପଞ୍ଚାୟତ ନିର୍ବାଚନର ପୂର୍ଣ୍ଣାଙ୍ଗ ରିପୋର୍ଟ: ୭୬୬ ଜିଲ୍ଲାପରିଷଦ ଆସନରେ ବିଜୟୀ ବିଜେଡି, ୪୨ରେ ବିଜେପି ଓ ୩୭ରେ…

କନକ ବ୍ୟୁରୋ: ଓଡିଶା ରାଜନୈତିକ ଇତିହାସରେ ସବୁଠାରୁ ବଡ ସଫଳତା ହାସଲ କରିଛି ବିଜେଡି ଯେତେବେଳେ ନିର୍ବାଚନ ହୋଇଥିବା ୮୫୨ଜିଲ୍ଲା ପରିଷଦ ଆସନରୁ ୯୦ ପ୍ରତିଶତ ଆସନରେ ଦଳୀୟ ପ୍ରାର୍ଥୀ ବାଜିମାତ୍ କରିଛନ୍ତି । ୨୨ ବର୍ଷର ରାଜନୈତିକ ଅଧ୍ୟାୟରେ ଏହି ସଫଳତା ବିରଳ । ଖାଲି ଆସନ ନୁହେଁ ବରଂ ଦଳର…

ୟୁକ୍ରେନର ଯୁଦ୍ଧ ଭୂମିରେ ଫଶି ରହିଛନ୍ତି ବହୁ ସଂଖ୍ୟାରେ ଓଡ଼ିଆ । ବଙ୍କର ଭିତରେ ଅତି ବିପଦଜନକ ଅବସ୍ଥାରେ କାଟୁଛନ୍ତି…

କନକ ବ୍ୟୁରୋ : ୟୁକ୍ରେନ-ରୁଷ ମଧ୍ୟରେ ଚାଲିଥିବା ଯୁଦ୍ଧ ଦିନକୁ ଦିନ ଭୟଙ୍କର ହେବାରେ ଲାଗିଛି । ୟୁକ୍ରେନ ରାଜଧାନୀ କିଭକୁ ଦଖଲ ପାଇଁ ରୁଷ ପ୍ରାଣମୁର୍ଚ୍ଛା ଉଦ୍ୟମ କରୁଛି । ଆଉ ରୁଷକୁ କଡା ଟକ୍କର ଦେଉଛନ୍ତି ୟୁକ୍ରେନ ସେନା । ଆଜି ଖାରକିଭର ଏକ ସମାରିକ ଘାଟିକୁ ଏୟାରଷ୍ଟ୍ରାଇକ୍ କରି ଉଡାଇ…

ପଞ୍ଚାୟତ ନିର୍ବାଚନ ଫଳାଫଳକୁ ନେଇ କେନ୍ଦ୍ରମନ୍ତ୍ରୀଙ୍କ ପ୍ରତିକ୍ରିୟା: କହିଲେ, ଜନତାଙ୍କ ରାୟକୁ ସମ୍ମାନ ଜଣାଉଛୁ

କନକ ବ୍ୟୁରୋ: ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ଫଳାଫଳକୁ ନେଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ପ୍ରତିକ୍ରିୟା । କହିଲେ ଜନତାଙ୍କ ରାୟକୁ ସମ୍ମାନ ଜଣାଉଛୁ । ଏହାସହ ଦଳର ନିର୍ବାଚିତ ପ୍ରତିନିଧିଙ୍କୁ ଅଭିନନ୍ଦନ ଜଣାଉଛି । ୩୦ ପ୍ରତିଶତ ମତଦାତା ଦଳକୁ ସମର୍ଥନ ଜଣାଇଛନ୍ତି । ଦଳର…

ୟୁକ୍ରେନରେ ପ୍ରାଣ ହରାଇଥିବା ଛାତ୍ରଙ୍କ ପରିବାର ସହ କଥାହେଲେ ପ୍ରଧାନମନ୍ତ୍ରୀ,ଦୁଃଖ ପ୍ରକାଶ କରି ଜଣାଇଲେ ସମବେଦନା

କନକ ବ୍ୟୁରୋ : ଋଷ ୟୁକ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧ ଏବେ ୬ ଦିନରେ ପହଂଚିଛିି । ଏବେ ଋଷ ସେନା ପକ୍ଷରୁ ୟୁକ୍ରେନର ରାଜଧାନୀ କ୍ୱିବି ଉପରେ ଜୋରଦାର ଆକ୍ରମଣ କରାଯାଉଛି । ଏହାରି ମଧ୍ୟରେ ଋଷସେନା ଗୁଳିରେ ଜଣେ ଭାରତୀୟ ଛାତ୍ରଙ୍କ ମୃତ୍ୟୁକୁ ନେଇ ବିବାଦ ବଢିଛି । କର୍ଣ୍ଣାଟକର ନବୀନ ନାମକ…

ଗୋଟିଏ ଦିନରେ ଦୁଇଟି ସ୍ଥାନରେ ଦୁର୍ଘଟଣା: ଚାଲିଗଲା ୧୧ ଜଣଙ୍କ ଜୀବନ

କନକ ବ୍ୟୁରୋ: ନୂଆପଡ଼ା ସଦର ବ୍ଲକ ସୁନସୁନିଆ ନିକଟରେ ସଡ଼କ ଦୁର୍ଘଟଣା । ଜଣେ ନାବାଳକ ସହ ୫ଜଣଙ୍କର ମୃତ୍ୟୁ । ନୃସିଂହନାଥଙ୍କ ଦର୍ଶନ ସାରି ଫେରୁଥିବା ବେଳେ ଏଭଳି ଦୁର୍ଘଟଣା ଘଟିଛି । ସମସ୍ତେ ପଡ଼ୋଶୀ ରାଜ୍ୟ ଛତିଶଗଡ଼ ମହାସମୁଦ ଅଂଚଳର ବାସିନ୍ଦା ବୋଲି ଜଣାପଡ଼ିଛି । ଘଟଣା ସ୍ଥଳରେ ନୂଆପଡ଼ା ପୋଲିସ…