Daily Archives

March 1, 2022

କିଭରେ ଫସି ରହିଛନ୍ତି ଓଡିଆ ଛାତ୍ରଛାତ୍ରୀ: ପରିବାର କହିଲେ, ଉଦ୍ଧାର ପାଇଁ କିଛି ମିଳୁନି ବାଟ

କନକ ବ୍ୟୁରୋ: ୟୁକ୍ରେନ ରାଜଧାନୀରେ କିଭରେ ଫସି ରହିଛନ୍ତି ଓଡିଆ ଛାତ୍ରଛାତ୍ରୀ । କିଛି ଓଡିଆ ଫେରିଥିବା ବେଳେ ଏବେ ବି ଅନେକ ପିଲା ଫସି ରହିଛନ୍ତି । ପ୍ରାୟ ସେମାନଙ୍କ ସହ ଯୋଗାଯୋଗ ସମ୍ଭବ ହେଉନାହିଁ । ତେଣୁ ଭୁବନେଶ୍ୱରର ଉପାଙ୍ଗନା ତ୍ରିପାଠୀ କିଭ୍ରେ ଫସି ରହିଛନ୍ତି । ତାଙ୍କ ସହ ପରିବାର…

ଶିବ ମନ୍ଦିରରୁ ଶ୍ମଶାନ ଯାତ୍ରା । ଜାଗରରେ ଚାଲିଗଲା ଜୀବନ । ଦୁର୍ଘଟଣାରେ ୬ ମୃତ ।

କନକ ବ୍ୟୁରୋ: ଶିବ ମନ୍ଦିରରୁ ଶ୍ମଶାନ ଯାତ୍ରା । ଜାଗରରେ ଚାଲିଗଲା ଜୀବନ । ଦୁର୍ଘଟଣାରେ ପ୍ରାଣ ହରାଇଲେ ଗୋଟିଏ ପରିବାରର ୬ ଜଣ । ପବିତ୍ର ମହାଶିବରାତ୍ରୀ ପାଇଁ ମହାଦେବଙ୍କ ଦର୍ଶନ ସାରି ଫେରିବା ବେଳେ ଆଖିବୁଜିଲେ ସମସ୍ତେ । ତେବେ ବରଗଡ ନୃସିଂହନାଥ ମନ୍ଦିରରେ ଦର୍ଶନ କରି ଆସିବା ବେଳେ…

ଅଷ୍ଟମ ପର୍ଯ୍ୟାୟରେ ସ୍ୱଦେଶ ଫେରିଲେ ୟୁକ୍ରେନରେ ଫସିଥିବା ଛାତ୍ରଛାତ୍ରୀ: ୧୧୬ ଭାରତୀୟଙ୍କୁ ନେଇ ଦିଲ୍ଲୀରେ ପହଂଚିଲା…

କନକ ବ୍ୟୁରୋ: ୟୁକ୍ରେନରୁ ଫେରୁଛନ୍ତି ଭାରତୀୟ । ଅପରେସନ୍ ଗଙ୍ଗାରେ ଅଷ୍ଟମ ପର୍ଯ୍ୟାୟରେ ୟୁକ୍ରେନରେ ଫେରିଛନ୍ତି ଆଉ ୧୧୬ ଛାତ୍ରଛାତ୍ରୀ । ଏୟାର ଇଣ୍ଡିଆର ସ୍ୱତନ୍ତ୍ର ବିମାନ ଭାରତୀୟଙ୍କୁ ନେଇ ଦିଲ୍ଲୀ ବିମାନ ବନ୍ଦରରେ ପହଂଚିଛି । ବିମାନ ବନ୍ଦରରେ ଅବତରଣ ପରେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ…

ପଞ୍ଚାୟତ ଜନାଦେଶକୁ ନମ୍ରତାର ସହ ଗ୍ରହଣ କଲେ ରାଜ୍ୟ ବିଜେପି ସଭାପତି । କହିଲେ, ରାଜ୍ୟବାସୀଙ୍କ ସ୍ୱାର୍ଥ ପାଇଁ ଲଢେଇ…

କନକ ବ୍ୟୁରୋ : ପଞ୍ଚାୟତ ନିର୍ବାଚନ ଫଳାଫଳ ଆସିବା ପରେ ସାମ୍ବାଦିକ ସମ୍ମିଳନୀ କରି ପ୍ରତିକ୍ରିୟା ରଖିଲା ବିଜେପି । ପଞ୍ଚାୟତ ନିର୍ବାଚନ ଫଳାଫଳକୁ ନମ୍ରତାର ସହ ଗ୍ରହଣ କରୁଛୁ ବୋଲି କହିଛନ୍ତି ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତି । ସେ କହିଛନ୍ତି, ବିଜେପିର ସିଟ୍ କମିଥିଲେ ବି, ୩୦…

ଗୁଗୁଲର ବଡ ନିଷ୍ପତ୍ତି, ଋଷର ସରକାରୀ ମିଡିଆ ସ୍ପୁଟନିକ ଓ ଆର.ଟିକୁ କଲା ବ୍ଲକ

କନକ ବ୍ୟୁରୋ : ଋଷ ଓ ୟୁକ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧ ଭିତରେ ଗୁଗୁଲ ଏକ ବଡ ନିଷ୍ପତ୍ତି ନେଇଛି । ଗୁଗୁଲ ତରଫରୁ ଋଷର ସରକାରୀ ମିଡିଆ ଆଉଟଲେଟ ‘ଆର.ଟି’ ଓ ସ୍ପୁଟନିକର ୟୁଟ୍ୟୁବ ଚ୍ୟାନେଲକୁ ବ୍ଲକ କରିଦେଇଛି । କେବଳ ସେତିକି ନୁହେଁ ଏହା ପୂର୍ବରୁ ଏହି ଦୁଇଟି ୟୁଟ୍ୟୁବ ଚ୍ୟାନେଲ ବିଜ୍ଞାପନ…

ଶିବ ମନ୍ଦିରରୁ ଦର୍ଶନ ସାରି ଫେରୁଥିଲେ… ଭାରସାମ୍ୟ ହରାଇ ଓଲଟିଗଲା କାର୍: ଚାଲିଗଲା ୬ ଜଣଙ୍କ ଜୀବନ

କନକ ବ୍ୟୁରୋ: ଭାରସାମ୍ୟ ହରାଇ ଓଲଟିଲା କାର୍ । ନୂଆପଡା ସଦର ବ୍ଲକ ତେନ୍ତୁଳିଆ ନିକଟରେ ମର୍ମନ୍ତୁଦ ଦୁର୍ଘଟଣା । ଦୁର୍ଘଟଣାରେ ଜଣେ ନାବାଳକ ସମେତ ୬ ଜଣଙ୍କ ମୃତ୍ୟୁ ହୋଇଛି । ଜାଗର ପାଇଁ ବରଗଡ ନୃସିଂହନାଥ ମନ୍ଦିରରୁ ଦର୍ଶନ ସାରି ଫେରୁଥିବା ବେଳେ ଏହି ଦୁର୍ଘଟଣାର ଶିକାର ହୋଇଥିଲେ । ମୃତ…