Daily Archives

February 5, 2022

ଗାଁ ରାଜନୀତିରେ ‘ମୋଦି ଟଙ୍କା’ ନେଇ ମୁହାଁମୁହିଁ । ପାଟଣାଗଡରେ ଯୋଜନା ପଲିଟିକ୍ସ

କନକ ବ୍ୟୁରୋ: ପାଟଣାଗଡ ନିର୍ବାଚନ ମଣ୍ଡଳୀରେ ବିଜେପିର ପଞ୍ଚାୟତ ନିର୍ବାଚନ ପ୍ରଚାର ମଙ୍ଗ ଧରିଛନ୍ତି ପୂର୍ବତନ ମନ୍ତ୍ରୀ କେ.ଭି. ସିଂଦେଓ । ଦଳୀୟ ପ୍ରାର୍ଥୀଙ୍କ ସମର୍ଥନରେ ଭୋଟ ମାଗିବା ବେଳେ ଖେଳିଛନ୍ତି ଦିଲ୍ଲୀ କାର୍ଡ । ମୋଦୀ ସରକାରଙ୍କ ଲୋକାଭିମୁଖୀ ଯୋଜନାକୁ ନେଇ ଆଦିବାସୀ ଭୋଟରଙ୍କ ମନ…

ନିର୍ବାଚନ ମୈଦାନରେ ପ୍ରାର୍ଥୀଙ୍କ ନିଆରା ପ୍ରଚାର । ମଣ୍ଡ ଛୁଆଁଇ କରାଉଛନ୍ତି ଶପଥ, ଚିଠି ଲେଖି କହୁଛନ୍ତି ଭୋଟ୍ ଦେବାକୁ…

କନକ ବ୍ୟୁରୋ: ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନୀ ପ୍ରଚାରରେ ଅନେକ ରୋଚକ ଦୃଶ୍ୟ ସାମ୍ନାକୁ ଆସିଛି । କେଉଁଠି କାଳେ ପ୍ରାର୍ଥୀ ବିଜୟୀ ହେଲା ପରେ ପ୍ରତିଶ୍ରୁତିରୁ ଓହରି ଯିବେ ଭାବି, ଭୋଟର ତାଙ୍କଠାରୁ ମୁଣ୍ଡ ଛୁଆଇଁ ଶପଥ କରାଇ ନେଉଛନ୍ତି । ତ ପୁଣି କେଉଁଠି ଭୋଟରଙ୍କୁ ମୁଣ୍ଡିଆ ମାରି ଭୋଟ…

୫-ଜି ଯୁଗରେ ଟୁ-ଜିର ସ୍ୱପ୍ନ ଦେଖୁଛି ଓଡ଼ିଶାର ଗ୍ରାମାଞ୍ଚଳ । ରାଜ୍ୟର ଅଲୋଡ଼ା ରେକର୍ଡ, ୬ ହଜାରରୁ ଅଧିକ ଗାଁକୁ…

କନକ ବ୍ୟୁରୋ: ପଞ୍ଚାୟତ ନିର୍ବାଚନରେ ମୋବାଇଲ ନେଟୱର୍କ ନଥିବା ପଞ୍ଚାୟତବାସୀଙ୍କ ପାଇଁ ଏକ ମୁଖ୍ୟ ପ୍ରସଙ୍ଗ ପାଲଟିଛି । ଅନେକ ସ୍ଥାନ ଯେଉଁଠି ନେଟୱର୍କ ନାହିଁ ସେଠାରେ ଭୋଟ୍ ବର୍ଜନ କରିବାକୁ ନିଷ୍ପତ୍ତି ନେଇଛନ୍ତି ଭୋଟର । ଗାଁ ଲୋକଙ୍କ ଏପରି ସମସ୍ୟା ଭିତରେ ଆଉ ଏକ ମୁଖ୍ୟ ସମସ୍ୟା ସାମ୍ନାକୁ…

କେନ୍ଦ୍ରମନ୍ତ୍ରୀ ବିଶ୍ୱେଶ୍ୱର ଟୁଡୁକୁ ନେଇ ଅକଳରେ ପୋଲିସ । ସରକାରୀ ଅଧିକାରୀଙ୍କୁ ଆକ୍ରମଣ ମାମଲାରେ ତଦନ୍ତ ହେଉଛି,…

କନକ ବ୍ୟୁରୋ: ଦୁଇ ସରକାରୀ ଅଧିକାରୀଙ୍କୁ ମାଡ ମାରିବା ମାମଲାରେ, ପୋଲିସ କରିବ କଣ? ଏହି ପ୍ରଶ୍ନ ଏବେ ଏଥିପାଇଁ ଉଠୁଛି କାରଣ ଘଟଣାର ତଦନ୍ତ କରୁଥିବା ପୋଲିସ କୌଣସି ନିଷ୍କର୍ଷରେ ପହଁଚି ପାରୁନି । ଗୋଟିଏ ପକ୍ଷରେ ମନ୍ତ୍ରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ଓଡିଶା ପ୍ରଶାସନିକ…

ଜମୁଛି ପଞ୍ଚାୟତ ପ୍ରଚାର । ମଇଦାନରେ ହେଭିୱେଟ୍ ନେତା । ଗାଁ ଦାଣ୍ଡରେ ବଡ଼ ନେତାଙ୍କୁ ବଡ଼ ପ୍ରଶ୍ନ ପଚାରୁଛନ୍ତି ଭୋଟର

କନକ ବ୍ୟୁରୋ: ଆଗକୁ ପଞ୍ଚାୟତ ନିର୍ବାଚନ, ଏଥିପାଇଁ ସରଗରମ ଗାଁ ରାଜନୀତି । ଗାଁ ଦାଣ୍ଡରେ କେବେ ନଜର ଆସୁନଥିବା ନେତା ଏବେ ଘର ଘର ବୁଲି ଭୋଟ ମାଗୁଛନ୍ତି । ଆଉ ନେତାଙ୍କୁ ନିଜ ପାଖରେ ପାଇ ସୁଯୋଗ ହାତଛଡା କରୁନାହାନ୍ତି ଭୋଟର । ତାଙ୍କୁ ଘେରିଯାଇ ଜବାବ ମାଗୁଛନ୍ତି । ଅସୁବିଧା ସମୟରେ ଦେଖା…

ନୂଆବର୍ଷ ଆରମ୍ଭରୁ ବିଦ୍ୟୁତ ଝଟକା ଦେଲା ଗ୍ରିଡକୋ । ଅବହେଳା ପାଇଁ ୧୬୩ କୋଟିର ଆର୍ଥିକ ବୋଝ ମୁଣ୍ଡାଇବେ ଉପଭୋକ୍ତା

କନକ ବ୍ୟୁରୋ: ବର୍ଦ୍ଧିତ ବିଜୁଳି ବିଲ୍ ସମସ୍ତଙ୍କୁ ବାଧୁଛି । ଅଧିକ ଟଙ୍କା ଦେଇ ଆପଣ ନିରବଚ୍ଛିନ ବିଜୁଳି ପାଉଛନ୍ତି କି ନାହିଁ, ତାହା ନିଜେ ଅନୁଭବ କରୁଥିବେ । ଏହାରି ଭିତରେ ବିଜୁଳି ବିଲକୁ ନେଇ ଆସିଛି ଆଉ ଏକ ସାଂଘାତିକ ଖବର । ସାରା ଓଡ଼ିଶାର ବିଦ୍ୟୁତ ଉପଭୋକ୍ତା ଏବେ ପାଖାପାଖି ୧୬୩…