Daily Archives

February 5, 2022

ବଦଳୁଛି କି ଗଞ୍ଜାମ ରାଜନୀତିର ପାଣିପାଗ ? ଗୋପାଳପୁର ପାଇଁ ମଇଦାନକୁ ଓହ୍ଲାଇଲେ ମୁଖ୍ୟମନ୍ତ୍ରୀଙ୍କ ରାଜନୈତିକ ସଚିବ ।

କନକ ବ୍ୟୁରୋ: ଗଞ୍ଜାମ ରାଜନୀତି ମଇଦାନରେ ରାଜନୈତିକ ସଚିବ । ପ୍ରଦୀପ ପାଣିଗ୍ରାହୀ ବିଜେଡିରୁ ବହିଷ୍କୃତ ହେବା ପରେ ଖାଲି ପଡିଥିବା ଗୋପାଳପୁର ଆସନ ଉପରେ ଏବେ ସମସ୍ତଙ୍କ ଆଖି ରହିଛି । ଦଳର ମଙ୍ଗ ଏଠି କିଏ ଧରିବ ତାକୁ ନେଇ ଅଙ୍କକଷା ଭିତରେ ସାମ୍ନାକୁ ଆସିଛନ୍ତି ଗୋପବନ୍ଧୁ ଦାସ । ମହିଳା…

ଖବର ସଂଗ୍ରହ ପାଇଁ ଯାଇଥିଲେ, ନିଜେ ଖବର ପାଲଟିଗଲେ ଖବରଦାତା । କଳାହାଣ୍ଡିରେ ମାଓବାଦୀଙ୍କ ଲ୍ୟାଣ୍ଡମାଇନ ବିସ୍ଫୋରଣରେ…

କନକ ବ୍ୟୁରୋ: ଜଣେ ସାମ୍ବାଦିକ ହୋଇ ଆଉ ଜଣେ ସାମ୍ବାଦିକଙ୍କ ମୃତ୍ୟୁ ଖବର ଲେଖିବା ବେଳେ ଖୁବ୍ ଅସହଜ ଲାଗିଥାଏ । ହେଲେ ବିପଦ ସଙ୍କୁଳ ଅବସ୍ଥାରେ ଖବର ସଂଗ୍ରହ କଲାବେଳେ ସାମ୍ବାଦିକଙ୍କୁ ଜୀବନ ବାଜିରେ ଲଗାଇବାକୁ ପଡେ । ଜାଣିଲେ ଆଶ୍ଚର୍ଯ୍ୟ ହେବେ, ଖବର ସଂଗ୍ରହ ପାଇଁ ଯାଇଥିବା ଜଣେ ସାମ୍ବାଦିକ…

ମହାରାଷ୍ଟ୍ର ସରକାରଙ୍କ ଏହି ନିଷ୍ପତି ଉପରେ କ୍ଷୋଭ ପ୍ରକାଶ କଲେ ଆନ୍ନା ହଜାରେ , କହିଲେ କାର୍ଯ୍ୟକାରୀ ହେଲେ କରିବେ…

କନକ ବ୍ୟୁରୋ : ଗୋଟିଏ ସମୟରେ ଲୋକପାଳ ବିଲକୁ ନେଇ ଆନ୍ଦୋଳନ କରିଥିବା ଆନ୍ନା ହଜାରେ ପୁଣି ଥରେ ଆନ୍ଦୋଳନର ଧମକ ଦେଇଛନ୍ତି । ମହାରାଷ୍ଟ୍ର ସରକାର ସୁପର ମାର୍କେଟରେ ମଦ ବିକ୍ରି କରିବାକୁ ଅନୁମତି ଦେବା ପ୍ରସଙ୍ଗରେ ଉଦ୍ଧବ ସରକାର ଆଲୋଚନା ଜାରି ରଖିଛନ୍ତି । ଏହି କ୍ରମରେ ସମାଜିକ କର୍ମୀ ଆନ୍ନା…

ମୃତ ସାମ୍ବାଦିକଙ୍କ ପରିବାରକୁ ମିଳିବ ୧୩ ଲକ୍ଷ ଟଙ୍କାର ଅନୁକମ୍ପା ରାଶି । ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ,…

କନକ ବ୍ୟୁରୋ : ମାଓବାଦୀଙ୍କ ଲ୍ୟାଣ୍ଡମାଇନ ବିସ୍ଫୋରଣରେ ମୃତ୍ୟବରଣ କରିଥିବା ସାମ୍ବାଦିକଙ୍କ ପରିବାର ପାଇଁ ଅନୁକମ୍ପା ରାଶି ଘୋଷଣା କଲେ ସରକାର । ମୃତ ସାମ୍ବାଦିକ ରୋହିତ ବିଶ୍ୱାଳଙ୍କ ପରିବାରକୁ ଅନୁକମ୍ପା ରାଶି ପ୍ରଦାନ କରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ମୃତ ସାମ୍ବାଦିକଙ୍କ…

ଗୁଗୁଲ ସର୍ଚ୍ଚ ଇଞ୍ଜିନକୁ ହ୍ୟାକ କରିବା ପରେ ବିହାର ଯୁବକଙ୍କୁ କୋଟିଏ ଟଙ୍କା ଦରମାରେ ଚାକିରି ଦେଲା ଗୁଗୁଲ, ଜାଣନ୍ତୁ…

କନକ ବ୍ୟୁରୋ : ଏବେ ଏବେ ଜାତୀୟ ଗଣମାଧ୍ୟମରେ ଏକ ଖବର ପ୍ରକାଶ ପାଇଥିଲା କି, ବିହାରର ଜଣେ ଯୁବକ ବିଶ୍ୱର ସବୁଟାରୁ ବଡ ସର୍ଚ୍ଚ ଇଞ୍ଜିନ ଗୁଗୁଲକୁ ହ୍ୟାକ କରିଥିବା ବିହାରର ଜଣେ ଯୁବକଙ୍କୁ ଗୁଗୁଲ ତରଫରୁ ମୋଟା ବେତନରେ ଚାକିରି ମିଳିଛି । ଏନେଇ ଗଣମାଧ୍ୟମ ଓ ସୋସିଆଲ ମିଡିଆରେ ଖବରଟି ବେସ୍…

ନିର୍ବାଚନୀ ପୋଷ୍ଟରେ ‘ପୁଷ୍ପା’ ସିନେମାର ସଂଳାପ, ଚନ୍ନିଙ୍କ ପୋଷ୍ଟରେ କଂଗ୍ରେସ ଲେଖିଲା ‘ଚନ୍ନି ଝୁକେଗା…

କନକ ବ୍ୟୁରୋ : ପୁଷ୍ପା ସିନେମା ରିଲିଜ ହେବା ପରେ ଏହାର ଗୋଟିଏ ସଂଳାପ ଏବେ ପ୍ରତି ବର୍ଗର ଲୋକ ବିଭିନ୍ନ ସମୟରେ ବ୍ୟବହାର କରୁଛନ୍ତି । ଖେଳାଳୀ ଠାରୁ ଟିକଟକ୍ ଷ୍ଟାର ତ ପ୍ରଶାସନିକ ଅଧିକାରୀଙ୍କ ଠାରୁ ନେତା ସମସ୍ତେ ଏବେ ସେହି ଗୋଟିଏ ସଂଳାପକୁ ନିଜ ନିଜର ଷ୍ଟାଇଲରେ ଉପସ୍ଥାପନ କରୁଛନ୍ତି ।…