Daily Archives

January 12, 2022

କୁକୁରଙ୍କୁ ଘାରିଛି ଭୂତାଣୁ ଭୟ । ମାରାତ୍ମକ ପାର୍ଭୋ ସଂକ୍ରମଣ ନେଇଯାଉଛି କୁକୁରଙ୍କ ଜୀବନ ।

କନକ ବ୍ୟୁରୋ : କୁକୁରଙ୍କୁ ଘାରିଛି ଭୂତାଣୁ ଭୟ । ରାଜ୍ୟରେ ବ୍ୟାପିବାରେ ଲାଗିଛି ମାରାତ୍ମକ ‘ପାର୍ଭୋ’ ଭୂତାଣୁ । ପାର୍ଭୋ ସଂକ୍ରମଣରେ ପଡୁଛନ୍ତି ଉଭୟ ବୁଲା ଓ ପୋଷା କୁକୁର । ଭାଇରାସ ଆକ୍ରାନ୍ତ ହେବାର କେଇ ଦିନ ଭିତରେ ଆଖି ବୁଜିଦେଉଛନ୍ତି କୁକୁର । ପଶୁ ଡାକ୍ତରଖାନାରେ ବଢିବାରେ ଲାଗିଛି…

କାଲିଠୁ ୫ଦିନ ବନ୍ଦ ରହିବ ହାଇକୋର୍ଟ । ବଢ଼ୁଥିବା ସଂକ୍ରମଣକୁ ଦୃଷ୍ଟିରେ ରଖି ନିଆଗଲା ନିଷ୍ପତ୍ତି ।

କନକ ବ୍ୟୁରୋ : କାଲିଠୁ ୫ଦିନ ହାଇକୋର୍ଟ ବନ୍ଦ । ଆସନ୍ତାକାଲିଠାରୁ ୧୭ ତାରିଖ ଯାଏଁ ବନ୍ଦ ରହିବ ଓଡ଼ିଶା ହାଇକୋର୍ଟ । ବଢ଼ୁଥିବା ସଂକ୍ରମଣକୁ ଦୃଷ୍ଟିରେ ରଖି ଏହି ନିଷ୍ପତ୍ତି ନିଆଯାଇଛି । ହାଇକୋର୍ଟ ରେଜିଷ୍ଟ୍ରାରଙ୍କ ପକ୍ଷରୁ ଏନେଇ ସୂଚନା ଦିଆଯାଇଛି । ହାଇକୋର୍ଟ ଏବଂ ଏହାର ସମସ୍ତ କାର୍ଯ୍ୟାଳୟ…

ଲଢେଇ ଚାଲିବ ଫେସବୁକରେ…ଭିଡିଓ ଘୂରି ବୁଲିବ ହ୍ୱାଟସଆପରେ । ପଞ୍ଚାୟତ ପ୍ରଚାର ପାଇଁ ଡିଜିଟାଲ ଭରସା ।

କନକ ବ୍ୟୁରୋ : ପଞ୍ଚାୟତ ପାଇଁ ଯେତେବେଳେ ରାଲି, ସମାବେଶ ଓ ସମାଗମ ଉପରେ ରୋକ ଲାଗୁଛି ଠିକ୍ ସେତିକି ବେଳେ ନେତାଙ୍କ ଭରସା ସାଜିଛି ସୋସିଆଲ ମିଡିଆ । ଫେସବୁକ, ଟ୍ୱିଟର ଓ ହ୍ୱାଟ୍ସଆପ ଜରିଆରେ ଭୋଟରଙ୍କୁ ଆକୃଷ୍ଟ କରିବା ପାଇଁ ରଣନୀତି ପ୍ରସ୍ତୁତି ଚାଲିଛି ଡିଜିଟାଲ ୱାର ରୁମରେ । କିଭଳି ତିଆରି…

ଇସ୍ରୋର ମୁଖ୍ୟ ହେଲେ ଏସ୍ ସୋମନାଥ, ଜାଣନ୍ତୁ ରକେଟ ଇଂଜିନିୟରିଂରୁ ଇସ୍ରୋ ମୁଖ୍ୟ ପର୍ଯ୍ୟନ୍ତ କେମିତି ଥିଲା ଜୀବନ…

କନକ ବ୍ୟୁରୋ : ଦୃଢ ଇଚ୍ଛା ଶକ୍ତି ଯେ ଅସାଧ୍ୟକୁ ସାଧ୍ୟ କରିପାରେ ତାହା ଦେଖିବାକୁ ମିଳିଛି ଇସ୍ରୋ ମୁଖ୍ୟ ହୋଇଥିବା ଏସ୍ ସୋମନାଥଙ୍କ ଠାରେ । ବିକ୍ରମ ସାରାଭାଇ ସ୍ପେସ ସେଣ୍ଟର ନିର୍ଦ୍ଦେଶକ ତଥା ଇସ୍ରୋର ପ୍ରମୁଖ ବୈଜ୍ଞାନିକ ଏସ୍ ସୋମନାଥ ଭାରତୀୟ ଅନ୍ତରୀକ୍ଷ ଅନୁସନ୍ଧାନ ସଂଗଠନ ଇସ୍ରୋର ମୁଖ୍ୟ…

ଉଠାଦୋକାନୀଙ୍କ ଉପରେ ଦାଉ ସାଧୁଛି ବିଏମସି । ଅର୍ଥନୈତିକ ଚାପ ଭିତରେ ଦୋକାନ ବନ୍ଦ ହୋଇଯିବା ଭୟରେ ଆତ୍ମହତ୍ୟା କଲେ ୨…

କନକ ବ୍ୟୁରୋ : ବନ୍ଦ ହୋଇଗଲା ଉଠା ଦୋକାନ, କୌଣସି ଉପାୟ ନପାଇ ଆତ୍ମହତ୍ୟା କରିଦେଲେ ରାଜଧାନୀର ଦୁଇ ଉଠାଦୋକାନୀ । ପ୍ରଦର୍ଶନୀ ପଡିଆ ଓ ମାର୍କେଟ ବିଲ୍ଡିଂର ଦୁଇ ଉଠା ଦୋକାନୀଙ୍କ ମୃତ୍ୟୁ ପରେ ସେମାନଙ୍କ ପରିବାର ଯେଉଁ ଅଭିଯୋଗ ଆଣିଛନ୍ତି ତାହା ସାଂଘାତିକ । ପରିବାର ସଦସ୍ୟ କହିଛନ୍ତି,…