Daily Archives

December 13, 2021

ମମତା ବାନାର୍ଜୀଙ୍କ ମିଶନ୍ ଗୋଆ : ପଶ୍ଚିମବଙ୍ଗରେ ପରେ ଗୋଆରେ ସରକାର ଗଢିବା ପାଇଁ ଅଂଟା ବିଢିଛନ୍ତି ଦିଦି

କନକ ବ୍ୟୁରୋ : ଗଡ ସଜାଡୁଛି କଂଗ୍ରେସ । ଟାର୍ଗେଟ ୨୦୨୪ ଲୋକସଭା ନିର୍ବାଚନ । ଜୟପୁରରେ ବିଶାଳ ସମାବେଶ ସହିତ ଏହାର ମୂଳଦୁଆ ପକାଇ ଦେଲାଣି କଂଗ୍ରେସ । ଦେଶରେ ୨୦୧୪ରେ ଯେତେବେଳେ କେନ୍ଦ୍ରରେ ଏନଡିଏ ସରକାର ଆସିଲା ତା ପରଠାରୁ କଂଗ୍ରେସର ପତନ ଆରମ୍ଭ ହୋଇଯାଇଛି । ୟୁପିଏ ମେଂଟରେ କେନ୍ଦ୍ରରେ…

ବିଜେପିକୁ ଟାର୍ଗେଟ କଲେ ଅଖିଳେଶ ଯାଦବ : କହିଲେ, ଉତରପ୍ରଦେଶ ପାଇଁ ପ୍ରକଳ୍ପ ଆରମ୍ଭ କରେ ସମାଜବାଦୀ ପାର୍ଟି, ହେଲେ…

କନକ ବ୍ୟୁରୋ : ଗୋଟିଏ ପଟେ ଉତରପ୍ରଦେଶରେ ପ୍ରକଳ୍ପ ଉପରେ ପ୍ରକଳ୍ପ ଉଦଘାଟନ କରୁଛନ୍ତି ପ୍ରଧାନମନ୍ତ୍ରୀ । ଆଉ ସେପଟେ ବିଜେପି ସରକାରଙ୍କ କାର୍ଯ୍ୟଶୈଳୀକୁ ସମାଲୋଚନା କରିଛନ୍ତି ସମାଜବାଦୀ ପାର୍ଟି ନେତା ଅଖିଳେଶ ଯାଦବ । ବାରାଣାସୀରେ ପହଁଚି ସମାଜବାଦୀ ପାର୍ଟି ସରକାରରେ ଥିବାବେଳେ ରାଜ୍ୟ ପାଇଁ…

‘ମଞ୍ଜରୀ’ର ଓଡ଼ିଆ ଗୀତକୁ ନେଇ ରିଆଲିଟି ଶୋ’ ‘ଓଡ଼ିଶା ସୁପର ସିଙ୍ଗର୍’: ୧୪ରେ ରାଉରକେଲା, ୧୫ରେ ସମ୍ବଲପୁରରେ ଅଡିସନ୍

ଆପଣ ଗୀତ ଗାଆନ୍ତି ? ଆଉ ଖାସ୍ କରି ଓଡ଼ିଆ ଗୀତ ଗାଇବାରେ ରୁଚି ରଖନ୍ତି ? ତେବେ ନିଜର ପ୍ରତିଭାକୁ ସମସ୍ତଙ୍କ ସାମ୍ନାକୁ ଆଣିବାର ଏକ ଅପୂର୍ବ ସୁଯୋଗ ଆସିଛି। ଆଉ ଏହି ଅବସର ଆଣିଛି ଓଡ଼ିଆ ମନୋରଞ୍ଜନ ଚ୍ୟାନେଲ ‘ମଞ୍ଜରୀ’। ପ୍ରଥମ ଥର ଲାଗି କେବଳ ଓଡ଼ିଆ ଗୀତକୁ ନେଇ ଏକ ନୂଆ ମ୍ୟୁଜିକ ରିଆଲିଟି ଶୋ…

ଗୁଜୁରାଟରେ ଗୋଟିଏ ଦିନରେ ୧୦ ହଜାର କୋଭିଡ୍ ମୃତ୍ୟୁ ରିପୋର୍ଟ : ପୁରୁଣା ମୃତ୍ୟୁର ପୁନଃ ହିସାବ କରିବା ପରେ ସାମ୍ନାକୁ…

କନକ ବ୍ୟୁରୋ : କରୋନାର ଦ୍ୱିତୀୟ ଲହରରେ ମୃତ୍ୟୁ ହାରକୁ ନେଇ ନୂଆ ତଥ୍ୟ ଦେଇଛି ଗୁଜୁରାଟ । ରାଜ୍ୟରେ ୧୦ହଜାର କରୋନା ମୃତ୍ୟୁ ହୋଇଥିବା ନେଇ ସ୍ୱାସ୍ଥ୍ୟ ବିଭାଗ ସୂଚନା ଦେଇଛି । କରୋନା ମୃତ୍ୟୁର ଟ୍ୟାଲିକୁ ପୁଣିଥରେ ଯାଂଚ କରିବା ପରେ ଏହି ତଥ୍ୟ ସାମ୍ନାକୁ ଆସିଛି । ଫଳରେ ରାଜ୍ୟରେ ମୋଟ୍…

ବାରଣାସୀରେ କାଶୀ ବିଶ୍ୱନାଥ କରିଡରର ଉଦଘାଟନ : ଗଙ୍ଗାରେ ବୁଡ ପକାଇଲେ, ରୁଦ୍ରାଭିଶେକ କଲେ ପ୍ରଧାନମନ୍ତ୍ରୀ

କନକ ବ୍ୟୁରୋ : ନିର୍ବାଚନ ପୂର୍ବରୁ ଉତରପ୍ରଦେଶ ଜନତାଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଉପହାର ବର୍ଷା । ସୋମବାର ବାରାଣାସୀରେ ପହଁଚି କାଶୀ ବିଶ୍ୱନାଥ କରିଡର ଉଦଘାଟନ କରିଛନ୍ତି ମୋଦୀ । ଦେଶ-ବିଦେଶର ପର୍ଯ୍ୟଟକଙ୍କୁ ଆକର୍ଷିତ କରିବା ପାଇଁ ଏହି ପ୍ରକଳ୍ପ ଭେଟି ଦେଇଛନ୍ତି…

ହରନାଜ ପିନ୍ଧିଲେ ୩୮ କୋଟି ମୂଲ୍ୟର ମୁକୁଟ । ଆଉ କେଉଁ କେଉଁ ସୁବିଧା ପାଇବେ ହରନାଜ ?

କନକ ବ୍ୟୁରୋ: ଦୀର୍ଘ ୨୧ ବର୍ଷ ପରେ ବିଶ୍ୱକୁ ଭାରତ ଭେଟି ଦେଇଛି ବ୍ରହ୍ମାଣ୍ଡ ସୁନ୍ଦରୀ । ସମସ୍ତଙ୍କୁ ପଛରେ ପକାଇ ବ୍ରହ୍ମାଣ୍ଡ ସୁନ୍ଦରୀ ମୁକୁଟ ପିନ୍ଧିଛନ୍ତି ଭାରତର ୨୧ ବର୍ଷିୟା ହରନାଜ ସନ୍ଧୁ । ମୁଣ୍ଡରେ ତାଙ୍କର ଶୋଭା ପାଉଛି ୩୮ କୋଟି ମୂଲ୍ୟର ହିରା ମୁକୁଟ । ଏହି ମୁକୁଟ ପ୍ରକୃତି,…