Daily Archives

December 13, 2021

ଦେଶରେ ବଢୁଛି ଓମିକ୍ରନ୍ ସଂକ୍ରମଣ : ମୋଟ୍ ଆକ୍ରାନ୍ତ ସଂଖ୍ୟା ୩୮ ପହଞ୍ଚିଲା; ମହାରାଷ୍ଟ୍ରରୁ ସର୍ବାଧିକ ୧୮

କନକ ବ୍ୟୁରୋ : କରୋନର ଘାତକ ପ୍ରଜାତି ଓମିକ୍ରନ ଏବେ ଭାରତରେ ମଧ୍ୟ ଧିରେ ଧିରେ କାୟା ବିସ୍ତାର କରିବାରେ ଲାଗିଛି । ଏପର୍ଯ୍ୟନ୍ତ ଦେଶରେ ସାତୋଟି ରାଜ୍ୟ ଓ ଦୁଇଟି କେନ୍ଦ୍ର ଶାସିତ ଅଂଚଳକୁ ବ୍ୟାପି ସାରିଛି ଓମିକ୍ରନ । ଭାରତରେ ବର୍ତମାନ ପର୍ଯ୍ୟନ୍ତ ମୋଟ୍ ୩୮ ଜଣ ଆକ୍ରାନ୍ତ ଚିହ୍ନଟ ହୋଇ…

ଆନ୍ଧ୍ରରେ ଓମିକ୍ରନ, ସଜାଗ ଓଡ଼ିଶା : ସୀମାବର୍ତ୍ତୀ ଜିଲ୍ଲାଙ୍କୁ କରାଗଲା ସତର୍କ; ସେପଟେ, ରାଜ୍ୟରେ ୪୧ ଲକ୍ଷ ଲୋକ ଏଯାଏଁ…

କନକ ବ୍ୟୁରୋ : ରାଜ୍ୟରେ ଏଯାଏଁ କୌଣସି ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ହୋଇ ନାହାନ୍ତି । ହେଲେ ଦେଶରେ ଓମିକ୍ରନ ବଢ଼ୁଥିବା ବେଳେ ଓ ପଡୋଶୀ ଆନ୍ଧ୍ରରେ ଓମିକ୍ରନ ସଂକ୍ରମିତ ଚିହ୍ନଟ ହେବା ପରେ ସଜାଗ ହେଲା ଓଡିଶା । ରାଜ୍ୟର ସମସ୍ତ ବଡର୍ର ଜିଲ୍ଲା ଗୁଡିକୁ ସତର୍କ କରାଇଛନ୍ତି ରାଜ୍ୟ ସରକାର ।…

ପଂଚାୟତ ନିର୍ବାଚନ ପାଇଁ ପ୍ରସ୍ତୁତ ହେଲେଣି ସମସ୍ତ ରାଜନୈତିକ ଦଳ : ଜାଣନ୍ତୁ ଭୋଟ୍ ପାଇବା ପାଇଁ କିଏ ଆପଣାଇବେ କେଉଁ…

କନକ ବ୍ୟୁରୋ : ତାରିଖ ଘୋଷଣା ପୂର୍ବରୁ ପଂଚାୟତ ନିର୍ବାଚନ ପାଇଁ ପ୍ରସ୍ତୁତ ହେଲେଣି ସମସ୍ତ ରାଜନୈତିକ ଦଳ । ଗାଁ ଗାଁରେ ଜମିଲାଣି ନେତାଙ୍କର ଭିଡ । କେଉଁଠି କର୍ମୀଙ୍କୁ ଧରି ନେତା କରୁଛନ୍ତି ମାରାଥନ ବୈଠକ ତ ଆଉ କେଉଁଠି ଚାଲିଛି ମିଶ୍ରଣ ପର୍ବ । ୨୦୨୪ ସାଧାରଣ ନିର୍ବାଚନକୁ ଫାଇନାଲ…

୨୧ ବର୍ଷ ପ୍ରତୀକ୍ଷାର ଅନ୍ତ ଘଟାଇଲେ ୨୧ ବର୍ଷୀୟା ମଡେଲ : ଲାରା ଦତାଙ୍କ ପରେ ଭାରତ ଆସିଲା ବ୍ରହ୍ମାଣ୍ଡ ସୁନ୍ଦରୀ ତାଜ୍

କନକ ବ୍ୟୁରୋ : ଏବେ ସଭିଙ୍କ ମୁହଁରେ ହରନାଜ ସାନ୍ଧୁଙ୍କ କଥା । ପଞ୍ଜାବର ୨୧ ବର୍ଷର ଏହି ମଡେଲ ଓ ଅଭିନେତ୍ରୀ ଏବେ ବ୍ରହ୍ମାଣ୍ଡ ସୁନ୍ଦରୀ । ପାରାଗୁଏ ଓ ଦକ୍ଷୀଣ ଆପ୍ରିକାର ସୁନ୍ଦରୀଙ୍କୁ ପଛରେ ପକାଇ ବ୍ରହ୍ମାଣ୍ଡ ସୁନ୍ଦରୀର ମୁକୁୁଟ ପିନ୍ଧିଛନ୍ତି ହରନାଜ । ଭାରତକୁ ଏହି ଟାଇଟଲ ଜିଣିବା ପାଇଁ…

ସୁମିତ-ତପସ୍ୱିନୀ ବିବାଦର ଅନ୍ତ ହେଉନି : ଅଧାରେ ଛାଡି ସ୍ୱାମୀ ଚାଲିଯିବା ପରେ ପୁଣି କୋର୍ଟକୁ ଗଲେ ପତ୍ନୀ

କନକ ବ୍ୟୁରୋ : ପୁଣି ବ୍ରହ୍ମପୁର ଏସଡିଜେଏମ କୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି ତପସ୍ୱିନୀ ଦାସ । କାରଣ ୪ ଦିନ ହେଲା ଡାକ୍ତର ସୁମିତଙ୍କ ଦେଖାନାହିଁ । ଭଡାଘର ଖୋଜି ଦେବାଠୁ ଆରମ୍ଭ କରି ଖାଇବା, ପିଇବା ଏବଂ ଔଷଧ ବ୍ୟବସ୍ଥା କରିବାକୁ କୋର୍ଟଙ୍କ ନିର୍ଦ୍ଦେଶ ସତ୍ୱେ ଏହାକୁ ପାଳନ କରୁନାହାନ୍ତି…

ପାଠ ଭୁଲିଗଲେଣି ପ୍ରାଇମେରୀ ଛାତ୍ରଛାତ୍ରୀ : କରୋନା ପାଇଁ ପ୍ରଥମରୁ ପଂଚମ ସ୍କୁଲ ନଖୋଲିବାର ସାଂଘାତିକ ପ୍ରଭାବ

କନକ ବ୍ୟୁରୋ : କରୋନା ପାଇଁ ପ୍ରଥମରୁ ପଂଚମ ସ୍କୁଲ ନ ଖୋଲିବା ପ୍ରସଙ୍ଗ ନେଇ ଚିନ୍ତା ପ୍ରକଟ କରିଛନ୍ତି ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗ । ସେ କହିଛନ୍ତି, ଦୁଇ ବର୍ଷ ହେବ ସ୍କୁଲକୁ ଯାଇନାହାନ୍ତି ଛାତ୍ରଛାତ୍ରୀ । ପଢ଼ିଥିବା ପାଠ ସମ୍ପୂର୍ଣ୍ଣ ଭୁଲି ଗଲେଣି ପିଲା । ସ୍କୁଲ ବନ୍ଦ ପାଇଁ ଶିଶୁ…