Daily Archives

December 9, 2021

ପାଲମ ବିମାନ ବନ୍ଦରରେ ପହଞ୍ଚିବ ରାୱତଙ୍କ ମର ଶରୀର, ରାତି ୯ ଟାରେ ଶ୍ରଦ୍ଧାଞ୍ଜଳୀ ଦେବାକୁ ପହଞ୍ଚିବେ ପ୍ରଧାନମନ୍ତ୍ରୀ

କନକ ବ୍ୟୁରୋ : ସିଡିଏସ ବିପିନ ରାୱତଙ୍କୁ ଶ୍ରଦ୍ଧାଞ୍ଜଳୀ ଦେବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦିଲ୍ଲୀରୁ ପାଲମ ବିମାନ ବନ୍ଦର ଯିବେ । କୁହାଯାଉଛି କି ପ୍ରଧାନମନ୍ତ୍ରୀ ରାତି ୯ ଟାରେ ସେଠାରେ ପହଞ୍ଚିବେ ଓ ରାୱତଙ୍କ ପାର୍ଥିବ ଶରୀରରେ ପୁଷ୍ପମାଲ୍ୟ ଅର୍ପଣ କରି ଶ୍ରଦ୍ଧାଞ୍ଜଳୀ ଜଣାଇବେ ।…

ବିପିନ ରାୱତଙ୍କୁ ମନେ ପକାଇଲା ପାକିସ୍ତାନ, ଶୋକ ବ୍ୟକ୍ତକରି ପାକ୍ ସେନା ମୁଖ୍ୟ କହିଲେ ଏଭଳି କଥା

କନକ ବ୍ୟୁରୋ :  ତାମିଲନାଡୁରେ ହୋଇଥିବା ହେଲିକପ୍ଟର ଦୁର୍ଘଟଣାରେ ଭାରତର ଚିଫ୍ ଅଫ୍ ଡିଫେନ୍ସ ଷ୍ଟାଫ୍ ବିପିନ ରାୱତଙ୍କ ମୃତ୍ୟୁ ହୋଇଛି । ତାଙ୍କ ମୃତ୍ୟୁରେ ସାରାଦେଶ ଶୋକ ପାଳନ କରୁଥିବା ବେଳେ ଆମେରିକା ଋଷ ସମେତ ଅନେକ ଦେଶ ଶୋକ ବ୍ୟକ୍ତ କରିଛନ୍ତି । ଏହି କ୍ରମରେ ପାକିସ୍ତାନ ସଂଯୁକ୍ତ…

ବାରିକ ସମାଜର ସେବା ମନବୃତି: ପ୍ରତିମାସରେ ମାଗଣାରେ ଜରାଶ୍ରମରେ ଅନ୍ତେବାସୀଙ୍କୁ ଯୋଗାଉଛନ୍ତି ସେବା

କନକ ବ୍ୟୁରୋ: ଜରାଶ୍ରମ ଯାଇ ମାଗଣାରେ ଅନ୍ତେବାସୀଙ୍କ ଚୁଟି, ଦାଢି କାଟି ମାନବିକତାର ପରିଚୟ ଦେଇଛନ୍ତି ବାରିକ ସମାଜ । କୌଳିକ ବୃତ୍ଥିରୁ ସମୟ ବାହାର କରି ଜରାଶ୍ରମରେ ଅନ୍ତେବାସୀଙ୍କ ସେବା କରିଛନ୍ତି ସମ୍ବଲପୁର ଜିଲ୍ଲା ମାନେଶ୍ୱର ବ୍ଲକ ଜୋନ-୨ର ବାରିକ ସମାଜ । ଅନ୍ୟର ଚୁଟି, ଦାଢି କାଟିଲେ…

ପାଣିର ଗାର ପାଲଟିଛି ପ୍ରଶାସନର ପ୍ରତିଶ୍ରୁତି: ମହିଳାଙ୍କୁ ମିଳୁ ନାହିଁ ‘ମୋ ବଗିଚା’ ସହାୟତା 

କନକ ବ୍ୟୁରୋ: ଲୋକଙ୍କୁ ସେବା ଯୋଗାଇବା ପାଇଁ ସରକାରଙ୍କର ଭିନ୍ନ ଭିନ୍ନ ଯୋଜନା ରହିଛି । ଯୋଜନା ବିଷୟରେ ଲୋକମାନେ ଜାଣିଲେ ମଧ୍ୟ ତାର ଉପକାର ପାଇପାରୁନାହାନ୍ତି । ଲୋକଙ୍କ ନିକଟରେ ପହଁଚିବା ପୂର୍ବରୁ  ବାଟମାରଣର ହୋଇ ଯାଉଛି ଯୋଜନାର ଅର୍ଥ । ସେମିତି ଏକ ଯୋଜନା ‘ମୋ ବଗିଚା ଯୋଜନା’ ।…

ମୃତ୍ୟୁ ପୂର୍ବରୁ କ’ଣ କହିଥିଲେ ସିଡିଏସ୍ ବିପିନ୍ ରାଓ୍ୱତ? ପଢନ୍ତୁ, କ’ଣ କହିଲେ ଉଦ୍ଧାର କାର୍ଯ୍ୟରେ…

କନକ ବ୍ୟୁରୋ: ଗତ ବୁଧବାର ହେଲିକପ୍ଟର୍‌ ଦୁର୍ଘଟଣାରେ ‘ଚିଫ୍‌ ଅଫ୍‌ ଡିଫେନ୍‌ସ୍‌ ଷ୍ଟାଫ୍‌’ ବିପିନ ରାୱତ୍‌ ଏବଂ ଅନ୍ୟ ୧୨ଜଣଙ୍କର ତାମିଲନାଡୁର କୁନ୍ନୁର ଠାରେ ମୃତ୍ୟୁ ହୋଇଛି । ଏହି ଦୁର୍ଘଟଣା ଖବର ପାଇବା ପ‌‌ରେ ଦେଶ ସ୍ତବ୍ଧ ହୋଇଯାଇଥିଲା। ଗୁରୁବାର ଏହି ଘଟଣାକୁ ନେଇ ସଂସଦରେ…

ଆଦିବାସୀ ଗାଁକୁ ଘାରିଛି କିଡନୀ ରୋଗ ଆତଙ୍କ: କଟକ ନରସିଂହପୁର ମଲକା ଗାଁରେ ଘରେ ଘରେ କିଡନୀ ରୋଗରେ ପୀଡିତ ଲୋକେ

କନକ ବ୍ୟୁରୋ: ଏବେ କିଡନୀ ରୋଗ ଏକ ବଡ଼ ସମସ୍ୟା ଭାବେ ଦେଖାଦେଇଛି । ନରସିଂହପୁରର ମଲକା ଗାଁରୁ ପିଛା ଛାଡୁନି କିଡନୀ ରୋଗ । ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ କଟକ ନରସିଂହପୁରରେ ଏମିତି ଏକ ଗାଁ ରହିଛି ଯେଉଁଠି ଗାଁର ଜଣେ କି ଦୁଇ ଜଣ ନୁହେଁ ପ୍ରତି ପରିବାରରୁ ଜଣେ ଲେଖାଏଁ କିଡନୀ ରୋଗରେ…