Daily Archives

December 8, 2021

ଆଜି ବି ମମିତା ପ୍ରସଙ୍ଗରେ ଅଚଳ ହେଲା ବିଧାନସଭା । ଉଭୟ ବିରୋଧୀ ଓ ଶାସକ ସଦସ୍ୟଙ୍କ ହଟ୍ଟଗୋଳ ।

କନକ ବ୍ୟୁରୋ : ସାତ ଦିନ ହେଲା ବିଧାନସଭା ଶୀତ ଅଧିବେଶନ ଆରମ୍ଭ ହୋଇଥିଲେ ବି ଗୋଟିଏ ଦିନ ସ୍ୱାଭାବିକ ଭାବେ ଚାଲିପାରିନି ଗୃହ । ସପ୍ତମ ଦିନରେ ଆଜି ବି ଉଭୟ ବିରୋଧୀ ଓ ଶାସକ ଦଳ ସଦସ୍ୟଙ୍କ ହଙ୍ଗାମା ଯୋଗୁଁ ଗୃହ ଭିତରେ ଓ ବାହାରେ ଦେଖିବାକୁ ମିଳିଥିଲା ହାଇଡ୍ରାମା । ଅନ୍ୟପଟେ ଗୃହ ସ୍ୱାଭାବିକ…

ଆତଙ୍କବାଦ ଦମନ ପାଇଁ ବିପିନ ଦେଉଥିଲେ ଅଭୟବାଣୀ: ସେନାରେ ଯୋଗ ଦେବାକୁ ଯୁବ ପୀଢିଙ୍କୁ କରୁଥିଲେ ଆକୃଷ୍ଟ

କନକ ବ୍ୟୁରୋ: ଡିସେମ୍ୱର ୮ ତାରିଖ ମଧ୍ୟାହ୍ନରେ ତାମିଲନାଡୁ କୁନ୍ନରରେ ଘଟିଥିଲା ଏହି ବିମାନ ଦୁର୍ଘଟଣା । ଏହା ପରେ ପରେ ସମସ୍ତଙ୍କ ନଜର ରହିଥିବା ଦୁର୍ଘଟଣା ଉପରେ, କାରଣ ଚପରରେ ଥିଲେ ସିଡିଏସ ବିପିନ ରାୱତ । ସଂଖ୍ୟା ୬ଟା ୩ ମିନିଟରେ ଆସିଥିଲା ବାୟୁସେନାର ଏହି ଟୁଇଟ । ଯାହା ପରେ ପରେ…

ଆକାଶ ମଝିରୁ ଆଉ ଫେରିଲେନି ବାୟୁବୀର ବିପିନ ରାୱତ । ଆକାଶରେ ଅଘଟଣ, ଉଡିଗଲା ପ୍ରାଣ… ସ୍ତବ୍ଧ ସାରା ଦେଶ

କନକ ବ୍ୟୁରୋ: ଆଉ ନାହାନ୍ତି ସିଡିଏସ ବିପିନ ରାୱତ... ଏ ଖବର ଯେତେବେଳେ ସାରା ଦେଶରେ ଖେଳିଗଲା ସେତେବେଳେ ସ୍ତବ୍ଧ ହୋଇଗଲା ସାରା ଦେଶ । ଶୋକରେ ବୁଡିଲା ପୂରା ଭାରତ । ଆକାଶରେ ଏ ଆକସ୍ମିକ ମୃତ୍ୟୁକୁ ନା ଗ୍ରହଣ କରିପାରିଥିଲେ ଦେଶବାସୀ ନା ବିଶ୍ୱାସ କରିପାରୁଥିଲେ କେହି । ସମସ୍ତେ କହୁଥିଲେ ହେ…

ବିପିନ ରାୱତଙ୍କ ରକ୍ତରେ ଥିଲା ଦେଶ ସେବା: ବାପା ବି ଥିଲେ ଲେଫ୍ଟନାଂଟ୍ ଜେନେରାଲ

କନକ ବ୍ୟୁରୋ: ଭାରତୀୟ ପ୍ରତିରକ୍ଷା ବିଭାଗର ମୁଖ୍ୟ ଜେନେରାଲ ବିପିନ ରାୱତଙ୍କ ହେଲିକପ୍ଟର କ୍ରାଶରେ ମୃତ୍ୟୁ ହୋଇଥିବା ଖବର ବାୟୁସେନା ପକ୍ଷରୁ ପକ୍ଷରୁ ଦିଆଯାଇଛି । ଖରାପ ପାଣିପାଗ କାରଣରୁ ବିପିନ ରାୱତ ଯାତ୍ରା କରୁଥିବା ବାୟୁସେନାର ଅତ୍ୟାଧୁନିକ ହେଲିକପ୍ଟର ଦୁର୍ଘଟଣା ଗସ୍ତ ହୋଇଥିବା ସୂଚନା…

ସର୍ଜିକାଲ ଷ୍ଟ୍ରାଇକର ସିଂହ ଥିଲେ ବିପିନ ରାୱତ: ନାଁ ଶୁଣି ଥରୁଥିଲେ ଶତ୍ରୁ ଦେଶ

କନକ ବ୍ୟୁରୋ: ବିପିନ ରାୱତ । ଭାରତର ସେ ଥିଲେ ବୀର ପୁଅ । ଆଉ କଥାରେ ଅଛି ବୀରଙ୍କ କେବେ ମୃତ୍ୟୁ ହୁଏନି, ସେମାନେ ସବୁବେଳେ ଅମର ହୋଇ ରହିଥାନ୍ତି । ହେଲିକପ୍ଟର ଦୁର୍ଘଟଣାରେ ବୀର ପୁଅ ବିପିନ ସିନା ଚାଲିଗଲେ ହେଲେ ପ୍ରତିଟି ଭାରତୀୟଙ୍କ ମନରେ ସେ ସବୁଦିନ ଅମର ହୋଇ ରହିବେ । ବିପିନ ରାୱତ…

୧୯୭୮ରୁ ୨୦୨୧…ଭାରତୀୟ ସେନାର ସିଂହ ସାଜିଥିଲେ ବିପିନ୍ ରାୱତ । ଦେଶର ପ୍ରଥମ ସିଡିଏସଙ୍କୁ ଝୁରୁଛି ଭାରତ ।

କନକ ବ୍ୟୁରୋ : ଭାରତୀୟ ସେନାର ସିଂହ ଥିଲେ ସିଡିଏସ୍ ଜେନେରାଲ୍ ବିପିନ୍ ରାୱତ । ବିପିନ ରାୱତଙ୍କ ଦେହାନ୍ତରେ ଭାରତର ଏହି ବୀର ପୁଅଙ୍କୁ ଝୁରୁଛି ସାରା ଦେଶ । ନଜର ପକାନ୍ତୁ ବିପିନ ରାୱତଙ୍କ କ୍ୟାରିୟର ଉପରେ । *ଦେଶର ପ୍ରଥମ ଚିଫ୍ ଅଫ୍ ଡିଫେନ୍ସ ଷ୍ଟାଫ୍ *୧୯୭୮ରେ ସେନାରେ ଯୋଗଦେଇଥିଲେ…