Daily Archives

December 8, 2021

ଦକ୍ଷିଣ ଆଫ୍ରିକା ଟେଷ୍ଟ ସିରିଜ ପାଇଁ ଘୋଷଣା ହେଲା ଭାରତୀୟ ଦଳ: ଦିନିକିଆରେ ରୋହିତଙ୍କୁ ଅଧିନାୟକ ଦାୟିତ୍ୱ 

କନକ ବ୍ୟୁରୋ: ଆଗାମୀ ଦକ୍ଷିଣ ଆଫ୍ରିକା ଗସ୍ତ ପାଇଁ ଘୋଷଣା ହୋଇଛି ଭାରତୀୟ ଦଳ । ଟିମ ଇଣ୍ଡିଆ ଟେଷ୍ଟ ଦଳ ଘୋଷଣା ହୋଇଥିଲା ବେଳେ ଏଥିରେ ଅଧିନାୟକ ରହିଛନ୍ତି ବିରାଟ କୋହଲି । ହେଲେ ଟି-୨୦ ଓ ଦିନିକିଆ ଟିମ ପାଇଁ ରୋହିତ ଶର୍ମାଙ୍କୁ ଅଧିନାୟକ ଦାୟିତ୍ୱ ଦିଆଯାଇଛି । ସେହିପରି ଖରାପ ପ୍ରଦର୍ଶନ…

ବିଦାୟ ବିପିନ ବିଦାୟ… ଆଉ ନାହାନ୍ତି ସିଡିଏସ ବିପିନ ରାୱତ । ହେଲିକପ୍ଟର ଦୁର୍ଘଟଣାରେ ଦେହାନ୍ତ ପରେ ବୀରପୁଅକୁ…

କନକ ବ୍ୟୁରୋ: ଆଉ ନାହାନ୍ତି ଭାରତର ବୀର ପୁଅ ସିଡିଏସ ବିପିନ ରାୱତ । ହେଲିକପ୍ଟର ଦୁର୍ଘଟଣାରେ ସିଡିଏସ ବିପିନ ରାୱତଙ୍କ ମୃତ୍ୟୁ ହୋଇଥିବା ନେଇ ଟ୍ୱିଟ୍ କରି ସୂଚନା ଦେଇଛି ବାୟୁସେନା । ତେବେ ଚପର ଦୁର୍ଘଟଣା ବିପିନ ରାୱତଙ୍କ ସହ ତାଙ୍କ ପତ୍ନୀ ମଧୁଲିକାଙ୍କ ମଧ୍ୟ ମୃତ୍ୟୁ ହୋଇଛି । I am…

ମଝି ଆକାଶରେ ଜଳିଗଲା ବାୟୁସେନାର ଅତ୍ୟାଧୁନିକ ହେଲିକପ୍ଟର । ସିଡିଏସ ବିପିନ ରାୱତଙ୍କ ସମେତ ୧୩ ଜଣଙ୍କ ମୃତ୍ୟୁ ।

କନକ ବ୍ୟୁରୋ : ଭାରତୀୟ ବାୟୁସେନାର ଏକ ହେଲିକପ୍ଟର ଦୁର୍ଘଟଣା ଆଜି ସାରା ଦେଶକୁ ସ୍ତବ୍ଧ କରିଦେଇଛି । ତାମିଲନାଡୁର କନ୍ନୁର ଅଞ୍ଚଳରେ ବାୟୁସେନାର ଏମଆଇ-ସେଭେନଟିନ୍-ଭି-ଫାଇବ୍ ହେଲିକପ୍ଟର ହଠାତ୍ ଆକାଶରୁ ଖସିପଡିଲା । ଏକ ଗଛରେ ପିଟି ହୋଇ ନିଆଁ ପିଣ୍ଡୁଳାରେ ବିସ୍ଫୋରଣ ହୋଇଗଲା ଏହି…

ସିଡିଏସ ବିପିନ ରାୱତଙ୍କ ଦେହାନ୍ତରେ ଶୋକ ପ୍ରକାଶ କଲେ ପ୍ରଧାନମନ୍ତ୍ରୀ: କହିଲେ, ଜଣେ ଅଦ୍ୱିତୀୟ ଯୋଦ୍ଧାଙ୍କୁ ହରାଇଲୁ

କନକ ବ୍ୟୁରୋ: ହେଲିକପ୍ଟର ଦୁର୍ଘଟଣାରେ ସିଡିଏସ ବିପିନ ରାୱତଙ୍କ ମୃତ୍ୟୁ । ବିପିନ ରାୱତଙ୍କ ବିୟୋଗରେ ଶୋକ ପ୍ରକାଶ କଲେ ପ୍ରଧାନମନ୍ତ୍ରୀ । ମୋଦୀ କହିଲେ, ଜେନେରାଲ ରାୱତ ଥିଲେ ଅଦ୍ୱିତୀୟ ଯୋଦ୍ଧା । ଆମେ ଜଣେ ସଚ୍ଚା ଦେଶ ଭକ୍ତଙ୍କୁ ହରାଇଲୁ । ଦେଶ ବିପିନଙ୍କ ଯୋଗଦାନକୁ କେବେ ଭୁଲିବ ନାହିଁ ।…

ସିଡିଏସ ବିପିନ ରାୱତଙ୍କ ମୃତ୍ୟୁରେ ଶୋକ ପ୍ରକାଶ କଲେ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ , ଏମିତି ବକ୍ତବ୍ୟ ରଖି ଜଣାଇଲେ…

କନକ ବ୍ୟୁରୋ : ବାୟୁସେନାର ଏକ ହେଲିକପ୍ଟର ଦୁର୍ଘଟଣାରେ ସିଡିଏସ ବିପିନ ରାୱତଙ୍କ ସମେତ ୧୩ ଜଣଙ୍କର ମୃତ୍ୟୁ ହୋଇଛି । ଏହି ଖବର ପ୍ରସାରିତ ହେବା ପରେ ସାରା ଦେଶରେ ଶୋକର ଛାୟା ଖେଳିଯାଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଗୃହମନ୍ତ୍ରୀ ଅମିତ ଶାହା ଓ ରାଷ୍ଟ୍ରପତି ରାମନାଥ କୋବିନ୍ଦ…

ବାୟୁସେନାର ‘ସବୁଠାରୁ ସୁରକ୍ଷିତ’ ଏବଂ ‘ଅତ୍ୟନ୍ତ ନିର୍ଭରଯୋଗ୍ୟ’ ହେଲିକପ୍ଟରରେ ଯାଉଥିଲେ ସିଡିଏସ୍ ବିପିନ୍ ରାୱତ ।…

କନକ ବ୍ୟୁରୋ : ସିଡିଏସ୍‌ ଜେନେରାଲ ବିପିନ ରାଓ୍ଵତଙ୍କ ସମେତ ତାଙ୍କର ପରିବାର ବର୍ଗ ଓ କର୍ମଚାରୀଙ୍କୁ ଧରି ଯାତ୍ରା କରୁଥିବା ହେଲିକପ୍ଟରଟି ଆଜି ତାମିଲନାଡ଼ୁରେ ଦୁର୍ଘଟଣା ଗ୍ରସ୍ତ ହେବାପରେ ସ୍ତବ୍ଧ ହୋଇପଡ଼ିଛି ଭାରତୀୟ ବାୟୁସେନା । ହେବା ପାଇଁ ମଧ୍ୟ ଯଥେଷ୍ଟ କାରଣ ରହିଛି । କାରଣ, ବାୟୁସେନାର…