Daily Archives

December 2, 2021

ଅବପାତର ରୂପ ନେଲା ଲଘୁଚାପ । ଅଧିକ ଘନୀଭୂତ ହୋଇ ୨୪ ଘଣ୍ଟାରେ ସାମୁଦ୍ରିକ ଝଡରେ ପରିଣତ ହେବ ।

କନକ ବ୍ୟୁରୋ : ଅବପାତର ରୂପ ନେଲା ଲଘୁଚାପ । ଦକ୍ଷିଣପୂର୍ବ ବଙ୍ଗୋପସାଗରରେ ଅବପାତର ରୂପ ନେଲା ଲଘୁଚାପ । ଅଧିକ ଘନୀଭୂତ ହୋଇ ୨୪ ଘଣ୍ଟାରେ ସାମୁଦ୍ରିକ ଝଡରେ ପରିଣତ ହେବ । ଏବେ ଗୋପାଳପୁର ଠାରୁ ୧୦୨୦ କିମି ଓ ପାରାଦ୍ୱୀପ ଠାରୁ ୧୦୬୦କିମି ଦୂରରେ ରହିଛି । ଏନେଇ ଭାରତୀୟ ପାଣିପାଗ ବିଭାଗ…

କଂଗ୍ରେସକୁ ପ୍ରଶାନ୍ତ କିଶୋରଙ୍କ ଟାର୍ଗେଟ: କହିଲେ, କଂଗ୍ରେସରେ ନେତୃତ୍ୱ ନୁହଁ କାହାର ଦୈବୀ ଅଧିକାର

କନକ ବ୍ୟୁରୋ: ଶରଦ ପାୱାର-ମମତା ବାନାର୍ଜୀଙ୍କ ଭେଟଘାଟକୁ ନେଇ ଗୋଟିଏ ଚିତ୍ର ସାମ୍ନାକୁ ଆସିଥିଲା । ମମତା ୨୦୨୪ରେ ମୋଦୀଙ୍କୁ ଘେରିବାକୁ ତିଆରି କରୁଛନ୍ତି ବ୍ଲୁ ପ୍ରିଂଟ । ବିନା କଂଗ୍ରେସରେ ମମତା ଏପରି ଏକ ବିରୋଧୀ ମେଂଟ ଗଢିବାକୁ ଚାହୁଁଛନ୍ତି , ଯାହା ୨୦୨୪ରେ ମୋଦୀଙ୍କ ନେତୃତ୍ୱରେ ଭୋଟ୍…

ନିଲମ୍ବିତ ହେଲେ ପରମବୀର ସିଂହ: ଡିଜିପି ଅଫିସରେ ରିପୋର୍ଟ କରିବାକୁ ନିର୍ଦ୍ଦେଶ

କନକ ବ୍ୟୁରୋ: ନିଲମ୍ବିତ ହେଲେ ମୁମ୍ବାଇର ପୁର୍ବତନ ପୋଲିସ କମିସମନର । ମୁ୍ମ୍ବ୍ଧାଇର ପୁର୍ବତନ ପୋଲିସ କମିସନର ପରମବୀର ସିଂ ଆଜି ଚାକିରୀରୁ ନିଳମ୍ବିତ ହୋଇଛନ୍ତି । ନିଳମ୍ବନ ନେଇ ମହାରାଷ୍ଟ୍ର ସରକାର ମୁମ୍ବାଇ ପୋଲିସ ଡିଜିପି କୁ ଚିଠି ଲେଖିଥିବା ଜଣାପଡିଛି  । ମହାରାଷ୍ଟ୍ର ପୁର୍ବତନ…

ପୁଣି ବିଧାନସଭାରେ ମମିତା ହତ୍ୟା ତାତି । ସ୍ୱାଭାବିକ ହୋଇପାରୁନି ଗୃହକାର୍ଯ୍ୟ, ଦ୍ୱିତୀୟ ଦିନରେ ଗୃହ ଚାଲିଲା ମାତ୍ର ୨…

କନକ ବ୍ୟୁରୋ : ଦ୍ୱିତୀୟ ଦିନରେ ଦୁଇ ମିନିଟ ବି ଚାଲି ପାରିଲା ନାହିଁ ବିଧାନସଭା । ବାଚସ୍ପତି ଆସିଲେ ଏବଂ ଗୃହ ମୁଲତବି ନେଇ ଘୋଷଣା କଲେ । ବିରୋଧୀ ବିଧାୟକ ଗୃହ ଭିତରେ ଯେଉଁ ପ୍ରତିବାଦ କରିବା ପାଇଁ ପ୍ରସ୍ତୁତ ହୋଇଥିଲେ, ତା’ର ବି ସୁଯୋଗ ମିଳିଲା ନାହିଁ । ପୁଣି ବିଧାନସଭାରେ ମମିତା…

କର୍ଣ୍ଣାଟକ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ବଡ ବୟାନ । ଦୁଇ ଓମିକ୍ରନ୍ ଆକ୍ରାନ୍ତଙ୍କ ଭିତରୁ ଜଣେ ଦକ୍ଷିଣ ଆଫ୍ରିକାର ନାଗରିକ,…

କନକ ବ୍ୟୁରୋ: କରୋନା ଭୂତାଣୁର ନୂଆ ପ୍ରଜାତି ଓମିକ୍ରନକୁ ନେଇ କର୍ଣ୍ଣାଟକ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ବଡ ବୟାନ । ଓମିକ୍ରନ୍ ଦ୍ୱାରା ଆକ୍ରାନ୍ତ ୨ ଜଣ ସଂକ୍ରମିତଙ୍କ ମଧ୍ୟରୁ ଜଣେ ଦକ୍ଷିଣ ଆଫ୍ରିକାର ନାଗରିକ ବୋଲି କର୍ଣ୍ଣାଟକ ସ୍ୱାସ୍ଥ୍ୟମନ୍ତ୍ରୀ ସୂଚନା ଦେଇଛନ୍ତି । ତେବେ ସେହି ବ୍ୟକ୍ତିଜଣକ…