Daily Archives

November 24, 2021

ଆଇସିସି ଟି-୨୦ ରାଙ୍କିଙ୍ଗ: ଦୁଇଟି ସ୍ଥାନ ଉପରକୁ ଉଠିଲେ ରୋହିତ, ଟପ୍ ଟେନରୁ ବାହାରିଲେ ବିରାଟ

କନକ ବ୍ୟୁରୋ: ନ୍ୟୁଜିଲାଣ୍ଡ ବିପକ୍ଷରେ ଟିମ୍ ଇଣ୍ଡିଆ ନିଜର ଟି-୨୦ ସିରିଜ ଶେଷ କରିଛି, ଯେଉଁଥିରେ ଦଳ କ୍ଲିନ୍ ସୁଇପ୍ କରିଛି । ତେବେ ଏହାପରେ ଏବେ ସଦ୍ୟ ପ୍ରକାଶିତ ଟି-୨୦ ରାକିଙ୍ଗରେ ଦଳର ଅଧିନାୟକଙ୍କୁ ମିଳିଛି ବଡ ଫାଇଦା । ଆଇସିସି ଟି-୨୦ ରାକିଙ୍ଗରେ ଦୁଇଟି ସ୍ଥାନ ଉପରକୁ ଉଠିଛନ୍ତି…

ସ୍ୱାମୀ ଜଣେ ହେଲେ ସ୍ତ୍ରୀ ସଂଖ୍ୟା ୩ରୁ ଅଧିକ । ରସିକିଆ ଡ୍ରାଇଭର ସ୍ୱାମୀଙ୍କୁ ସାଥିରେ ଧରି ଥାନାରେ ପହଞ୍ଚିଲେ ୨…

କନକ ବ୍ୟୁରୋ : ସ୍ୱାମୀ ଜଣେ ହେଲେ ସ୍ତ୍ରୀ ସଂଖ୍ୟା ୩ରୁ ଅଧିକ । ଏକାଧିକ ଯୁବତୀଙ୍କୁ ବିବାହ କରିଥିବା ରସିକିଆ ଡ୍ରାଇଭର ସ୍ୱାମୀଙ୍କୁ ସାଥିରେ ଧରି ଥାନାରେ ପହଞ୍ଚିଲେ ୨ ପତ୍ନୀ । ଅନେକ ଝିଅଙ୍କ ସହ ସମ୍ପର୍କ ଥିବା ଅଭିଯୋଗ ଆଣି ଅଭିଯୁକ୍ତ ଆଲୋକ ଜେନାଙ୍କୁ ଦେଲେ ପୋଲିସର ଜିମା । ଭୁବନେଶ୍ୱର…

କଳିଙ୍ଗ ଷ୍ଟାଡିୟମରେ ଜୁନିଅର ପୁରୁଷ ହକି ବିଶ୍ୱକପ ଉଦଘାଟିତ: ଉଦଘାଟନ କଲେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍

କନକ ବ୍ୟୁରୋ: ଉଦଘାଟିତ ହୋଇଛି ଜୁନିଅର ହକି ବିଶ୍ବକପ । କଳିଙ୍ଗ ଷ୍ଟାଡିୟମଠାରେ ଅନୁଷ୍ଠିତ ଏକ ରଙ୍ଗାରଙ୍ଗ ସମାରୋହରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଏହାକୁ ଉଦଘାଟନ କରିଛନ୍ତି । ଉଦଘାଟନୀ ଉତ୍ସବରେ ରାଜ୍ୟପାଳଙ୍କ ସହ ଭାରତୀୟ ହକି ଫେଡେରେସନ ସଭାପତି ନରିନ୍ଦର ବାତ୍ରା, ରାଜ୍ୟ…

ଦେଶରେ ବ୍ୟାନ୍ ହେଲା ବିଟକଏନ ସମେତ ଅନ୍ୟ ଘରୋଇ କ୍ରିପ୍ଟୋକରେନ୍ସି । ନିଜସ୍ୱ ଡିଜିଟାଲ କରେନ୍ସି ଆଣିବ ଭାରତ ।

କନକ ବ୍ୟୁରୋ : ଭାରତ ଆଣିବ ନୂଆ ଡିଜିଟାଲ କରେନ୍ସି । ଆଜି କେନ୍ଦ୍ର କ୍ୟାବିନେଟ ବୈଠକରେ କେନ୍ଦ୍ର ସରକାର ଏହି ନିଷ୍ପତ୍ତି ନେଇଛନ୍ତି । ଏବେ କିନ୍ତୁ ଯେଉଁ କ୍ରିପ୍ଟୋକରେନ୍ସି ଚାଲିଛି ତାକୁ ଦେଶରେ ବ୍ୟାନ କରାଯିବ । ଏଥିପାଇଁ ଶୀତକାଳୀନ ଅଧିବେଶନରେ ଏ ନେଇ ସରକାର ବିଲ୍ ଆଣିବେ । ବ୍ୟାନ ହେବ…

କରୋନା ସମ୍ପର୍କରେ ଆସିଲା ଭଲ ଖବର । ରାଜ୍ୟରେ ଚିହ୍ନଟ ହୋଇନାହିଁ କୌଣସି ନୂଆ ଭାରିଆଣ୍ଟ ।

କନକ ବ୍ୟୁରୋ : ରାଜ୍ୟରେ କରୋନା ସଂକ୍ରମଣ କମୁଥିବା ବେଳେ ଆଉ ଏକ ଆଶ୍ୱସ୍ତିକର ତଥ୍ୟ ସାମ୍ନାକୁ ଆସିଛି । ଓଡ଼ିଶାରେ କୌଣସି ନୂଆ ଭାରିଏଂଟ ଚିହ୍ନଟ ହୋଇନାହିଁ । ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର କହିଛନ୍ତି ଯେ, ଯଦି କୋଭିଡ ଭାରିଏଂଟ ପରିବର୍ତନ କରେ ତାହେଲେ ବିପଦ ଆସିବ, ହେଲେ ରାଜ୍ୟରେ…