Daily Archives

November 22, 2021

ଅରବିନ୍ଦ କେଜ୍ରିୱାଲଙ୍କ ନିର୍ବାଚନୀ ପ୍ରତିଶ୍ରୁତି: ପଞ୍ଜାବରେ ଆପ ଜିତିଲେ ମହିଳାଙ୍କୁ ମିଳିବ ମାସିକ ୧ ହଜାର ଟଙ୍କା

କନକ ବ୍ୟୁରୋ: ଆମ୍‌ ଆଦମୀ ପାର୍ଟି (ଆପ୍‌) ସୁପ୍ରିମୋ ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ସୋମବାର କହିଛନ୍ତି ଯେ ଯଦି ପଞ୍ଜାବରେ ତାଙ୍କ ଦଳ ଆପ୍‌ ୨୦୨୨ ବିଧାନସଭା ନିର୍ବାଚନରେ କ୍ଷମତାକୁ ଆସେ ତେବେ ପଞ୍ଜାବର ସମସ୍ତ ମହିଳାଙ୍କ ଆକାଉଣ୍ଟକୁ ମାସିକ ୧ହଜାର ଟଙ୍କା ସ୍ଥାନାନ୍ତର…

ବସ୍ତିରେ ବଢୁଛନ୍ତି ଫୁଟବଲର ଭବିଷ୍ୟତ । ବିଦେଶ ଯିବେ, ବଡ ଖେଳାଳୀ ବନିବେ ।

କନକ ବ୍ୟୁରୋ: ସତ ହେବ ଫୁଟବଲ ସ୍ୱପ୍ନ । ବିଦେଶରେ ଖେଳିବେ ବସ୍ତି ପିଲା । ବସ୍ତିରେ ବଢୁଛି ଫୁଟବଲ ଖେଳାଳୀ ହେବାର ଇଚ୍ଛା । ରାତିରେ ଶୁଆଇ ଦେଉନି ସ୍ୱପ୍ନ । ସକାଳ ହେବା କ୍ଷଣି ପଡିଆକୁ ଧାଇଁ ଯାଉଛି ପାଦ । ଆରମ୍ଭ ହେଉଛି ପ୍ରସ୍ତୁତି, ଜୋରଦାର ହେଉଛି କସରତ । ଘାସ ଗାଲିଚାରେ ଫୁଟବଲ ଗଡିଯିବା…

ସାହାରା କମ୍ପାନୀରେ ଟଙ୍କା ଲଗାଇ ହନ୍ତସନ୍ତ ହେଉଛନ୍ତି ଜମାକାରୀ । କୋର୍ଟଙ୍କ ନିର୍ଦ୍ଦେଶ ପରେ ବି ଟଙ୍କା ଫେରାଉନାହିଁ…

କନକ ବ୍ୟୁରୋ : କୋର୍ଟଙ୍କ ନିର୍ଦ୍ଦେଶ ପରେ ବି ଜମାକାରୀଙ୍କୁ ଟଙ୍କା ଫେରାଉ ନାହିିଁ ସାହାରା କମ୍ପାନୀ । ଜମା ଟଙ୍କାର ମାଚ୍ୟୁରିଟି ହୋଇଯାଇଥିଲେ ବି ଟଙ୍କା ମିଳୁନାହିଁ । ଭୁବନେଶ୍ୱରରେ ଏନେଇ କମ୍ପାନୀ ବିରୋଧ ଆରମ୍ଭ ହୋଇଛି ବିକ୍ଷୋଭ । କ୍ରାଇମବ୍ରାଞ୍ଚର ଅର୍ଥନୈତିକ ଅପରାଧ ଶାଖାରେ କମ୍ପାନୀ…

ଲକ୍ଷ୍ନୌରେ ଗର୍ଜିଲେ ରାକେଶ ଟିକାୟତ: କହିଲେ, ହତ୍ୟାକାରୀକୁ ହିରୋ କଲେ ଜାରି ରହିବ ଆନ୍ଦୋଳନ

କନକ ବ୍ୟୁରୋ: ଚାଷୀ ନେତା ରାକେଶ ଟିକାୟତ ସୋମବାର ଲକ୍ଷ୍ନୌର ବଙ୍ଗଲା ବଜାର ସ୍ଥିତ ଇକୋ ଗାର୍ଡେନରେ କିସାନ ମହାପଞ୍ଚାୟତକୁ ସମ୍ବୋଧନ କରିଥିଲେ । ଏହି ଅବସରରେ ସେ କହିଥିଲେ କି, ଚାଷୀମାନେ ଏବେ ଆନ୍ଦୋଳନ ସ୍ଥଗିତ କରିବା ମୁଡରେ ନାହାନ୍ତି । ତାଙ୍କ କହିବାଅନୁସାରେ ଗୃହରାଷ୍ଟ୍ରମନ୍ତ୍ରୀ ଅଜୟ…