Daily Archives

November 16, 2021

ଏବେ ଏହି ରାଜ୍ୟରେ ରାସନ କାର୍ଡଧାରୀ ଘରେ ବସି ପାଇବେ ରାସନ, ୧୦ କୋଟି ହିତାଧିକାରୀ ହେବେ ଉପକୃତ

କନକ ବ୍ୟୁରୋ : ପଶ୍ଚିମବଙ୍ଗ ସରକାର ଏବେ ରାସନ କାର୍ଡଧାରୀଙ୍କ ଘର ପାଖରେ ରାସନ ପହଂଚାଇବାକୁ ଯୋଜନା କରିଛି । ଏନେଇ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ମଙ୍ଗଳବାର ଦିନ ‘ଦୁଆରେ ରାସନ’ ଯୋଜନାର ଉଦଘାଟନ କରିଛନ୍ତି । ଏହି ଉଦଘାଟନୀ ସମାରୋହରେ ମମତା କହିଛନ୍ତି କି ଏହାଦ୍ୱାରା ରାଜ୍ୟର ୧୦ କୋଟି…

ଟି-୨୦ ସିରିଜ୍ ପୂର୍ବରୁ ନୂଆ କୋଚ୍ ଓ ଅଧିନାୟକଙ୍କ ସାମ୍ବାଦିକ ସମ୍ମିଳନୀ: ରାହୁଲ ଦ୍ରାବିଡଙ୍କ କହିଲେ, କ୍ରିକେଟର…

କନକ ବ୍ୟୁରୋ: ନ୍ୟୁଜିଲାଣ୍ଡ ବିପକ୍ଷରେ ଟି-ଟ୍ୱେଂଟି ସିରିଜ ପୂର୍ବରୁ ପ୍ରଥମ ଥର ପାଇଁ ଏକାଠି ନଜର ଆସିଲେ ଅଧିନାୟକ ରୋହିତ ଶର୍ମା ଓ କୋଚ୍ ରାହୁଲ ଡ୍ରାଭିଡ । ମଙ୍ଗଲବାର ଦୁହିଁଙ୍କ ପ୍ରଥମ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଛି । ରବି ଶାସ୍ତ୍ରୀ ଓ ବିରାଟ କୋହଲିଙ୍କ କ୍ୟାପଟେନ-କୋଚ ଯୋଡି…

ପଞ୍ଚାୟତ ନିର୍ବାଚନ ପାଇଁ ଆସିଲା ଚୂଡାନ୍ତ ସଂରକ୍ଷଣ ତାଲିକା । ଜାଣନ୍ତୁ କେଉଁ ବର୍ଗକୁ ମିଳିଲା କେତେ ପ୍ରତିଶତ ସଂରକ୍ଷଣ…

କନକ ବ୍ୟୁରୋ : ପଞ୍ଚାୟତ ନିର୍ବାଚନ ପାଇଁ ପ୍ରକାଶ ପାଇଛି ଚୂଡାନ୍ତ ସଂରକ୍ଷଣ ତାଲିକା । ୫୦ ପ୍ରତିଶତ ଆସନ ମହିଳାଙ୍କ ପାଇଁ ସଂରକ୍ଷିତ ରହିଛି । ଜନସଂଖ୍ୟା ଆଧାରରେ ପଛୁଆ ବର୍ଗ, ଅନୂସୁଚିତ ଜାତି ଓ ଜନଜାତିଙ୍କୁ ମିଳିଛି ସଂରକ୍ଷଣ । ଡିସେମ୍ବର ଶେଷ ସପ୍ତାହରେ ଘୋଷଣା ହୋଇପାରେ ପଞ୍ଚାୟତ…

ଗାନ୍ଧୀ ହତ୍ୟାକାରୀଙ୍କ ପ୍ରତିମୂର୍ତ୍ତି ତିଆରି କରିବ ହିନ୍ଦୁ ମହାସଭା, ଫାଶୀ ପାଇଥିବା ଜେଲରୁ ମାଟି ଆଣିବାକୁ…

କନକ ବ୍ୟୁରୋ : ସାବରକରଙ୍କୁ ନେଇ ଲାଗିଥିବା ବିବାଦ ଭିତରେ ହିନ୍ଦୁମହାସଭା ପୁଣି ଏକ ବିବାଦ ଠିଆ କରିଛି । ଗାନ୍ଧୀ ହତ୍ୟାକାରୀ ନାଥରାମ ଗଡସେଙ୍କ ପ୍ରତିମୂର୍ତ୍ତି ନିର୍ମାଣ କରିବାକୁ ଯାଉଛି ହିନ୍ଦୁ ମହାସଭା । ଏହି କ୍ରମରେ କୁହାଯାଇଛି କି ଯେଉଁ ଜେଲରେ ନାଥୁରାମଙ୍କୁ ଫାଶୀ ଦିଆଯାଇଥିଲା…

ନିଦ୍ୱର୍ନ୍ଦରେ ମା ନିର୍ବାଚିତ ହେଲେ ସରପଞ୍ଚ, ଏନଆରଆଇ ପୁଅ କରିଦେଲେ ଏଭଳି କାମ

କନକ ବ୍ୟୁରୋ : ରାଜସ୍ଥାନର ବାଡମେର ଜିଲ୍ଲାର ବୁଢାତାଲା ପଞ୍ଚାୟତରେ ନିବ ନିଯୁକ୍ତ ସରପଂଚଙ୍କ ପରିବାର ଏଭଳି କାମ କଲେ ଯେ ଯାହା ଅନ୍ୟମାନଙ୍କ ପାଇଁ ନିଶ୍ଚିତ ଆଦର୍ଶ ପାଲଟିଯିବ । ପରିବାର ଲୋକ ନିଜ ପକେଟରୁ ୧ କୋଟି ଟଙ୍କା ଖର୍ଚ୍ଚ କରି ପଞ୍ଚାୟତ ଭବନ ନିର୍ମାଣ କରିଛନ୍ତି । ଶୁକ୍ରବାର ଦିନ ଏହି…

ମୋଦିଙ୍କୁ ନେଇ ସଡକପଥରେ ଓହ୍ଲାଇଲା ବାୟୁସେନାର ଲଢୁଆ ବିମାନ । ଉଦଘାଟନ ହେଲା ପୂର୍ବାଞ୍ଚଳ ଏକ୍ସପ୍ରେସ ୱେ ।

କନକ ବ୍ୟୁରୋ : ସଡକ ପଥରେ ଅବତରଣ କଲା ବାୟୁସେନାର ଲଢୁଆ ବିମାନ । ବାୟୁସେନାର ଲଢୁଆ ବିମାନରେ ଆସି ଉତ୍ତରପ୍ରଦେଶ ଏକ୍ସପ୍ରେସ ୱେରେ ଓହ୍ଲାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ପୂର୍ବାଞ୍ଚଳ ଏକ୍ସପ୍ରେସ ୱେର ଲୋକାର୍ପଣ କରି ମୋଦି କହିଛନ୍ତି, ଏହା ଉତ୍ତରପ୍ରଦେଶ ବିକାଶର ପ୍ରତୀକ ।…