Daily Archives

November 4, 2021

ପେଟ୍ରୋଲ ଓ ଡିଜେଲର ଦର ୫୦ ଟଙ୍କାରୁ କମ ଚାହୁଁଥିଲେ, ବିଜେପିକୁ ନିଶ୍ଚିତ ହରାଇବା ଆବଶ୍ୟକ । କେନ୍ଦ୍ରକୁ କଟାକ୍ଷ କଲେ…

କନକ ବ୍ୟୁରୋ : ପେଟ୍ରୋଲ ଓ ଡିଜେଲ ଉପରୁ କେନ୍ଦ୍ର ସରକାର ଉତ୍ପାଦ ଶୁଳ୍କ କମାଇବା ପରେ ଶିବସେନାର ବରିଷ୍ଠ ନେତା ସଞ୍ଜୟ ରାୱତ ମୋଦୀ ସରକାରଙ୍କୁ କଟାକ୍ଷ କରିଛନ୍ତି । ସଞ୍ଜୟ କହିଛନ୍ତି, ଯଦି ପେଟ୍ରୋଲ ଓ ଡିଜେଲ ଦର ୫୦ ଟଙ୍କାରୁ କମ ଚାହୁଁଥାନ୍ତି ତେବେ ବିଜେପିକୁ ହରାଇବା ନିହାତି ଆବଶ୍ୟକ ।…

କରୋନା ଭଲ କରିବ ବଟିକା ! ମର୍କ କମ୍ପାନୀର ‘ମଲନୁପିରାଭିର’ ବଟିକାକୁ ମଞ୍ଜୁରୀ ଦେଲା ବ୍ରିଟେନ୍ ।

କନକ ବ୍ୟୁରୋ : କରୋନା ଚିକିତ୍ସା ପାଇଁ ଆସୁଛି ବଟିକା । ମର୍କ କମ୍ପାନୀର ବଟିକାକୁ ଅନୁମତି ଦେଇଛନ୍ତି ବ୍ରିଟେନ ସରକାର । ଅବଶ୍ୟ ଏଥିପାଇଁ କେତେକ ସର୍ତ ରଖିଛନ୍ତି । ଏହି ବଟିକାର ନାଁ ହେଉଛି ମଲନୁପିରାଭିର । କୋଭିଡ ସଂକ୍ରମିତଙ୍କୁ ଦିନକୁ ଦୁଇଟି ଲେଖାଏଁ ବଟିକା ଖାଇବାକୁ ପଡ଼ିବ । ସ୍ୱଳ୍ପ…

ଅଧିନାୟକ ଭାବେ ଦ୍ରାବିଡଙ୍କ ପ୍ରଥମ ପସନ୍ଦ ରୋହିତ ଶର୍ମା । ମୁଖ୍ୟ କୋଚ୍ ନିଯୁକ୍ତ ହେବା ପରେ ଚର୍ଚ୍ଚାରେ ପୁରୁଣା…

କନକ ବ୍ୟୁରୋ: ଆଇସିସି ଟି-୨୦ ବିଶ୍ୱକପ୍ ପରେ ଟିମ୍ ଇଣ୍ଡିଆରେ ହେବାକୁ ଯାଇଛି ଏକାଧିକ ପରିବର୍ତ୍ତନ । ଦଳର ନୂଆ ଗୁରୁ ଭାବେ ଦାୟିତ୍ୱ ନେବାକୁ ଯାଉଛନ୍ତି ଦି ୱାଲ୍ ରାହୁଲ ଦ୍ରାବିଡ୍ । ସେହିପରି ସର୍ଟ ଫର୍ମାଟ୍ କ୍ରିକେଟରେ ଟିମ ଇଣ୍ଡିଆର ନେତୃତ୍ୱ ନେବେ ରୋହିତ ଶର୍ମା । ଆଉ ଏହାରି ଭିତରେ…

ପାକିସ୍ତାନର ବିଜୟରେ ଖୁସି ମନାଇଥିବା କାଶ୍ମୀର ଯୁବକଙ୍କୁ ସାହାଯ୍ୟ କରିବ ପିଡିପି । ଆଇନଗତ ସହାୟତା ଦେବାକୁ କଲା ଘୋଷଣା…

କନକ ବ୍ୟୁରୋ: ଚଳିତ ବିଶ୍ୱକପରେ ପାକିସ୍ତାନଠାରୁ ପ୍ରଥମ ମ୍ୟାଚରେ ପରାଜୟ ଭୋଗିଥିଲା ଟିମ୍ ଇଣ୍ଡିଆ । ବିରାଟ ବାହିନୀକୁ ୧୦ ୱିକେଟରେ ମାତ୍ ଦେଇଥିଲା ବାବର୍ ବାହିନୀ । ତେବେ ବିଶ୍ୱକପରେ ପାକିସ୍ତାନଠାରୁ ଭାରତର ଏହାଥିଲା ପ୍ରଥମ ପରାଜୟ , ଆଉ ଏହାକୁ ନେଇ ଅନେକ ବିବାଦ ମଧ୍ୟ ଛିଡା ହୋଇଥିଲା ।…

ଆଇଏସଆଇଏସ-କେ ଆତଙ୍କବାଦୀଙ୍କ ଚେତାବନୀ । ପାକିସ୍ତାନକୁ ଧ୍ୱଂସ କରିବା ଆମର ପ୍ରଥମ ଟାର୍ଗେଟ ।

କନକ ବ୍ୟୁରୋ : ଆଫଗାନିସ୍ତାନରେ ଏବେ ଯେଉଁ ସ୍ଥିତି ଦେଖାଦେଇଛି ସେଥିପାଇଁ ପାକିସ୍ତାନକୁ ଅଧିକାଂଶ ଦେଶ ଦାୟୀ କରୁଛନ୍ତି । ବିଶ୍ୱର ଅଧିକାଂଶ ଦେଶ ପରେ ଏବେ ଏକ ଆତଙ୍କୀ ସଙ୍ଗଠନ ମଧ୍ୟ ସମାନ କଥା ଦୋହରାଇଛି । ଆଫଗାନିସ୍ତାନରେ ବମ ବିସ୍ଫୋରଣ ପରେ ଆତଙ୍କବାଦୀ ସଙ୍ଗଠନ ଇସଲାମିକ ଷ୍ଟେଟ…

ଅଟୋ-ଟ୍ରକ ମୁହାଁମୁହିଁ ଧକ୍କା । ଜଣେ ମୃତ, ଅନ୍ୟ ଜଣେ ଗୁରୁତର ।

କନକ ବ୍ୟୁରୋ : ସୁନ୍ଦରଗଡ଼ ଜିଲ୍ଲା ବଣାଇଁ ଉପଖଣ୍ଡର ମହୁଲପଦା ଥାନା ଅନ୍ତର୍ଗତ ସିହିଡିଆ ଛକ ନିକଟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ଅଟୋ ଚାଳକର ମୃତ୍ୟୁ ଘଟିଛି । ୧୦ ନମ୍ବର (କ ) ରାଜ୍ୟ ରାଜପଥର ସିହିଡିଆ ନିକଟରେ ଏକ ଟ୍ରକ ମୁହାଁମୁହିଁ ଅଟୋକୁ ଧକ୍କା ଦେଇଥିଲା । ଫଳରେ ଘଟଣାସ୍ଥଳରେ ଅଟୋ…