Daily Archives

November 4, 2021

ମହାପ୍ରଭୁଙ୍କୁ ଭରସି ଜୀବନ ଜିଉଁଛନ୍ତି ଦୃଷ୍ଟିହୀନ ମିଟୁ । ବଡ଼ଦାଣ୍ଡରେ ବାଦାମ ବିକି କରୁଛନ୍ତି ପରିବାର ପ୍ରତିପୋଷଣ ।

କନକ ବ୍ୟୁରୋ : ଦିବ୍ୟାଙ୍ଗ ମିଟୁ ସ୍ୱାଇଁ । ପିଲାଟିବେଳୁ ବସନ୍ତ ରୋଗରେ ଆକ୍ରାନ୍ତ ହୋଇ ସେ ନିଜର ଦୃଷ୍ଟିଶକ୍ତି ହରାଇଛନ୍ତି । କାଳିଆକୁ ସିନା ସେ ଆଖିରେ ଦେଖିପାରୁନାହାନ୍ତି, କିନ୍ତୁ ମନ ଭିତରେ ମହାପ୍ରଭୁଙ୍କୁ ସେ ସବୁବେଳେ ସ୍ମରଣ କରନ୍ତି । ସେଇଥିପାଇଁ ତ ବଡଠାକୁରଙ୍କୁ ଭରସି, ବଡ଼ଦାଣ୍ଡରେ…

କାଲିର ବିରୋଧ ପରେ ଆଜି ପୁଣି କୁଚିଣ୍ଡାରେ ମନ୍ତ୍ରୀ ଟୁକୁନି ସାହୁ । ତେଲି-ତିଲେଇମାଲ, ଟାଇଁଶର ଓ ସାଲେଭାଡିରେ…

କନକ ବ୍ୟୁରୋ: କାଲିର ବିରୋଧ ପରେ ଆଜି କୁଚିଣ୍ଡାରେ ସ୍ୱାସ୍ଥ୍ୟ କାର୍ଡ ବାଣ୍ଟିଲେ ମନ୍ତ୍ରୀ ଟୁକୁନି ସାହୁ । ଗତକାଲି ବିଜେପି ଓ କଂଗ୍ରେସ ପକ୍ଷରୁ କୁଚିଣ୍ଡା ୧୨ ଘଣ୍ଟିଆ ବନ୍ଦ ବେଳେ ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ଟୁକୁନି ସାହୁଙ୍କୁ ପୁର୍ତ୍ତବିଭାଗ ଡାକବଙ୍ଗଳାରେ ୪ ଘଣ୍ଟା ଧରି ଅଟକ…

ପୁଅ ବୋହୂର କଳିର କରୁଣ ପରିଣତି । ଆତ୍ମହତ୍ୟା କଲେ ବୃଦ୍ଧ ଦମ୍ପତି । 

କନକ ବ୍ୟୁରୋ: ପୁଅ ବୋହୂର କଳି ସହିନପାରି ବୃଦ୍ଧ ଦମ୍ପତି ଆତ୍ମହତ୍ୟା କରିଥିବା ଅଭିଯୋଗ । ବୁର୍ଲା ଥାନା ଗୋଶାଳା ଝାରମୁଣ୍ଡା ଗାଁର ଏକ ପଡିଆରେ ବୃଦ୍ଧ ଦମ୍ପତି ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି । ଦୁଇ ମୃତକ ହେଲେ ଟଙ୍କଧର ମହାକୁଡ ଏବଂ ତାଙ୍କ ପତ୍ନୀ ବୃନ୍ଦାବତୀ ମହାକୁଡ । ଘଟଣାସ୍ଥଳରେ…

ସେଲ୍ଫି ନେବା ବାହାନାରେ ୧୨ ବର୍ଷର ପୁଅକୁ ଏମିତି ହତ୍ୟା କଲା ବାପ, ପୋଲିସକୁ ଶୁଣାଇଲା ଏମିତି କାହାଣୀ

କନକ ବ୍ୟୁରୋ : ଗୁଜୁରାଟର ସୁରଟରୁ ଆସିଛି ଏକ ଛାତିଥରା କାହାଣୀ । ଜଣେ ବାପ ତାର ନାବାଳିକା ପୁଅକୁ ନଦୀକୁ ଠେଲି ଦେଇ ହତ୍ୟା କରିଛି । ସୂଚନା ମୁତାବକ ଗୁଜୁରାଟ ସୁରଟର ଜଣେ ବ୍ୟକ୍ତି ନିଜର ନାବାଳକ ପୁଅକୁ ବାଣ ଦେବା ବାହାନାରେ ଡାକିନେଇ ପୋଲ ଉପରୁ ନଦୀକୁ ଠେଲି ଦେଇଥିଲା । ଏନେଇ ପୋଲିସ…

କେମିତି ସେମିଫାଇନାଲ ଖେଳିବ ଟିମ୍ ଇଣ୍ଡିଆ? କଣ କହୁଛି ସମୀକରଣ, କେଉଁ ଟିମର ବିଜୟ ଉପରେ ନିର୍ଭର କରିବ ଭାରତର ଭାଗ୍ୟ?

କନକ ବ୍ୟୁରୋ : ଦୁଇଟି ପରାଜୟ ଓ ଆଫଗାନିସ୍ତାନ ବିପକ୍ଷରେ ବିଜୟ ପରେ ଟିମ୍ ଇଣ୍ଡିଆର ସେମିଫାଇନାଲ ଖେଳିବା ଆଶା ଉଜ୍ଜିବୀତ ହୋଇଛି । ଦୁଇଟି ପରାଜୟ ପରେ ପୁଣିଥରେ ଟି-୨୦ ବିଶ୍ୱକପରେ କମବ୍ୟାକ୍ କରିଛି ମେନ ଇନ୍ ବ୍ଲୁ । ଆଫଗାନିସ୍ତାନ ବିପକ୍ଷରେ ଦମଦାର ବିଜୟ ଭାରତ ପାଇଁ ପୁଣିଥରେ ସେମିଫାଇନାଲ…

କରୋନା ପରେ ଜିକା ଭୟ ବଢାଉଛି ‘ଜିକା’ ଭୂତାଣୁ,  ୟୁପି କାନପୁରରେ ୩୬ ଚିହ୍ନଟ

କନକ ବ୍ୟୁରୋ : ଦୀପାବଳି ପୂର୍ବରୁ ଜିକା ଭୂତାଣୁ ସଂକ୍ରମଣ ୟୁପି କାନପୁରରେ ବିସ୍ଫୋଟକ ରୂପ ନେଇଛି । ବାୟୁସେନାର କର୍ମଚାରୀଙ୍କ ସହ ୨୫ ଜଣ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏନେଇ କାନପୁର ଜିଲ୍ଲା ପ୍ରଶାସନ ସୂଚନା ଦେଇଛି । କାନପୁର ନିକଟ ଚକେରୀ କେଣ୍ଟର ଆଖ ପାଖ ୩ କିଲୋମିଟର ପରିଧି…