Daily Archives

November 4, 2021

ଦୀପାବଳିରେ ଅଘଟଣ । ବାଣ ଫୁଟି ଚାଲିଗଲା ୨ଜଣଙ୍କ ଜୀବନ ।

କନକ ବ୍ୟୁରୋ : ଦୀପାବଳିରେ ଅଘଟଣ । ଢେଙ୍କାନାଳ ବାରଦା ଗାଁରେ ବାଣଫୁଟି ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ, ୨ ଜଣ ଗୁରୁତର ଆହତ ହୋଇଛନ୍ତି । ୨ ଗୁରୁତରଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ସେପଟେ କେନ୍ଦ୍ରାପଡାରେ ମଧ୍ୟ ବାଣ ଫୁଟି ଆଉ ଜଣଙ୍କର ଜୀବନ ଯାଇଛି ।…

ସରକାରଙ୍କ ଉପରେ ପଡିଲା ପେଟ୍ରୋଲ କି ପ୍ରେସର? ନିର୍ବାଚନରେ ହାରିଲେ, ପେଟ୍ରୋଲ ଦର କମାଇଲେ?

କନକ ବ୍ୟୁରୋ: କୁହାଯାଉଛି, ଉପନିର୍ବାଚନରେ ବିଜେପିର ବଡ ବିପର୍ଯ୍ୟୟ ପରେ ତେଲରୁ ଦର କମାଇଛନ୍ତି କେନ୍ଦ୍ର ସରକାର । ପ୍ରାୟ ପ୍ରତ୍ୟେକ ଦିନ ଦର ବଢି ଚାଲିଥିଲା ଆଉ ତା ଭିତରେ ଆସିଥିଲା ହିମାଚଳ ପ୍ରଦେଶରେ ୪ଟି ବିଧାନସଭା ଉପନିର୍ବାଚନ, ପଶ୍ଚିମବଙ୍ଗ ଓ ମଧ୍ୟପ୍ରଦେଶରେ ବି ବିଜେପିକୁ ବିଫଳତାର…

ଭୁବନେଶ୍ୱରରେ ମାଆ, ଝିଅଙ୍କୁ ଛୁରାମାଡ ଘଟଣା ଉପରୁ ଉଠିଲା ପରଦା । ଋଣ ଶୁଝିବା ପାଇଁ ଲୁଟ୍ ଉଦ୍ଦେଶ୍ୟରେ ଯୁବତୀ ବେଶ…

କନକ ବ୍ୟୁରୋ : ଯୁବତୀ ବେଶରେ ଯାଇ ପଡିଶା ଘରେ ଛୁରାମାଡ କରିବା ଘଟଣାର ପର୍ଦ୍ଦାଫାଶ ହୋଇଛି । ଆଜି କମିଶନରେଟ ପୁଲିସ ପ୍ରେସମିଟ୍ କରି ପୁରା ଘଟଣା ବୟାନ କରିଛି । ରୁପେଶ ପଣ୍ଡା ଓ ତାର ବନ୍ଧୁ ସଂଜୟ ପଣ୍ଡା ମିଶି ଏଭଳି ଏକ ଯୋଜନା କରିଥିଲେ । ଘର ତିଆରି ପାଇଁ ନିଆଯାଇଥିବା ଲୋନ୍ ଏହି ଲୁଟର…

କେଦାରନାଥ ଯିବେ ପ୍ରଧାନମନ୍ତ୍ରୀ ମୋଦୀ, ୮ କ୍ୱିଣ୍ଟାଲ ଫୁଲରେ ସଜାଗଲା ପୂରା ମନ୍ଦିର । ଦେଖନ୍ତୁ କେମିତି ଦିଶୁଛି…

କନକ ବ୍ୟୁରୋ :  ଆଜି ଜମ୍ମୁ ଓ କଶ୍ମୀରର ନୌସେରାରେ ସୈନିକମାନଙ୍କୁ ଭେଟିବା ପରେ ଆସନ୍ତାକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କେଦାରନାଥ ଗସ୍ତ କରିବେ। ପ୍ରଧାନମନ୍ତ୍ରୀଙ୍କ ଗସ୍ତ ପୂର୍ବରୁ କେଦାରନାଥରେ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। ମୋଦୀଙ୍କ ଗସ୍ତ ସହ ଦୀପାବଳି ଥିବାରୁ କେଦାରନାଥ…

ସୀମାରେ ଦୀପାବଳି ପାଳନ । ଭାରତ-ପାକ୍ ଯବାନଙ୍କ ମଧ୍ୟରେ ହେଲା ମିଠା ଦିଆନିଆ ।

କନକ ବ୍ୟୁରୋ :  ଦୀପାବଳି ଅବସରରେ ଭାରତ ଏବଂ ପାକିସ୍ତାନର ସେନା ମଧ୍ୟରେ ଆଜି ନିୟନ୍ତ୍ରଣ ରେଖା ଉପରେ ଥିବା ତିଥୱାଲ କ୍ରସିଂ ବ୍ରିଜରେ ମିଠା ବିନିମୟ ହୋଇଛି। ଭାରତୀୟ ସୀମା ସୁରକ୍ଷା ବଳ ଏବଂ ପାକିସ୍ତାନ ରେଞ୍ଜର୍ସ ମଧ୍ୟ ଗୁଜୁରାଟର ଅଟାରୀ-ୱାଘା ଏବଂ ଭାରତ- ପାକିସ୍ତାନ ଆନ୍ତର୍ଜାତୀୟ ସୀମା…

ଉପନିର୍ବାଚନରେ ପରାଜୟ ପରେ ତେଲ ଦର କମାଇବାକୁ ବାଧ୍ୟ ହେଲେ କି ମୋଦୀ ସରକାର । ରାଜ୍ୟ ଭାଟ୍ କମାଇବା ପରେ ଗ୍ରାହକଙ୍କୁ…

କନକ ବ୍ୟୁରୋ : ସାଧାରଣ ଲୋକଙ୍କ ପାଇଁ ମୁଣ୍ଡ ବିନ୍ଧା ପାଲଟିଥିବା ପେଟ୍ରୋଲ ଓ ଡିଜେଲ ଦରରୁ ଆଜି ଆଶ୍ୱସ୍ତି ମିଳିଛି । ପେଟ୍ରୋଲ ଲିଟର ପିଛା ପ୍ରାୟ ୬ ଟଙ୍କା ୧୫ ପଇସା ଓ ଡିଜେଲ ଲିଟର ପିଛା ୧୨ ଟଙ୍କା ୮୭ ପଇସା କମିଛି । ସେପଟେ ଓଡିଶା ସରକାର ଆଉ ୩ ଟଙ୍କା ଭାଟ୍ କମାଇବେ ବୋଲି କହିଛନ୍ତି ।…