Daily Archives

October 23, 2021

ଅଶାନ୍ତ ଘାଟିରେ ଅମିତ ଶାହା । ଶ୍ରୀନଗରରେ ପହଞ୍ଚି ସହିଦ ପରିବାରକୁ ଭେଟିଲେ ଗୃହମନ୍ତ୍ରୀ ।

କନକ ବ୍ୟୁରୋ : ୩ ଦିନିଆ ଜାମ୍ମୁକାଶ୍ମୀର ଗସ୍ତରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା । ଘାଟିରୁ ଧାରା ୩୭୦ ଉଚ୍ଛେଦ ହେବା ପରେ ଅମିତ ଶାହାଙ୍କ ଏହା ପ୍ରଥମ ଗସ୍ତ । ଶ୍ରୀନଗରରେ ପହଞ୍ଚି ପ୍ରଥମେ ଆତଙ୍କୀ ଆକ୍ରମଣରେ ସହିଦ ହୋଇଥିବା ଇନ୍ସପେକ୍ଟର ପରିବାରକୁ ଭେଟିଛନ୍ତି ଗୃହମନ୍ତ୍ରୀ ଏବଂ ପରିବାରର…

କାହା ବଳରେ ବଳିୟାନ କନେଷ୍ଟବଳ ପ୍ରସନ୍ନ ବେହେରା? ସାଉଥ ସିଟି ବାରକୁ ବେଆଇନ ଭାବେ ଚଳାଇବା ଅଭିଯୋଗରେ ହେଲେ ଗିରଫ

କନକ ବ୍ୟୁରୋ: ଗିରଫ ହେଲା କରିତକର୍ମା କନେଷ୍ଟବଳ ପ୍ରସନ୍ନ ବେହେରା । ଯିଏ ଥିଲା ପୁଲିସ କନେଷ୍ଟବଳ ସଂଘର ସଂପାଦକ । ଖାକି ନାଁରେ କଳଙ୍କ । ଏହି କରିତକର୍ମା କନେଷ୍ଟବଳଙ୍କ କାରନାମା କୌଣସି ପାୱାରଫୁଲ ନେତା ମନ୍ତ୍ରୀଙ୍କଠାରୁ କିଛି କମ୍ ନଥିଲା । କୋଭିଡ ନିୟମ ଅନୁସାରେ ଯେତେବେଳେ ସମସ୍ତ ମଦ…

ବଲିଉଡ୍ ଷ୍ଟାଇଲରେ ପୁରୀରେ ଚାଲିଥିଲା ହୋଟେଲ ବିକ୍ରି ପାଇଁ ଉଦ୍ୟମ: ଆଇଟିଡିସି ନାଁରେ ହୋଟେଲ ବିକ୍ରି ପାଇଁ ଡିଲ୍

କନକ ବ୍ୟୁରୋ: ପୁରୀ ନୀଳାଚଳ ହୋଟେଲକୁ ବିକ୍ରି କରିବା ପାଇଁ ଠିକାମୀର ସବୁ ସୀମା ଟପିଯାଇଛି ୪ଶହ ବିଶ୍ । ନିଜକୁ ଆଇଟିଡିସିର ଅଧିକାରୀ କହି ପୁରୀର ତପନ ମହାନ୍ତିଙ୍କ ସହ ହୋଟେଲ ବିକିବା ପାଇଁ ୧୫ କୋଟିର ଡିଲ କରିଥିଲା । ୩ କୋଟି ଟଙ୍କା ଲାଂଚ ନେବ ବୋଲି ମୂଲଚାଲ କରିବା ପରେ ତପନ ମହାନ୍ତିଙ୍କ…

କାଲି ସୁପର ସନଡେରେ ସୁପର ମୁକାବିଲା: ଦୁବାଇରେ ମୁହାଁମୁହିଁ ହେବେ ଭାରତ ଓ ପାକିସ୍ତାନ 

କନକ ବ୍ୟୁରୋ: ଦୁବାଇ ଅନ୍ତରାଷ୍ଟ୍ରୀୟ ଷ୍ଟାଡିୟମରେ ମୁହାଁମୁହିଁ ହେବେ ଦୁଇ ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀ ଭାରତ ଓ ପାକିସ୍ତାନ । ଟି-୨୦ ୱାର୍ଲଡ କପର ଗ୍ରୁପ ପର୍ଯ୍ୟାୟ ମ୍ୟାଚରେ ଆସନ୍ତାକାଲି ସନ୍ଧ୍ୟା ୭ଟା ୩୦ମିନିଟରେ ପାକିସ୍ତାନକୁ ଭେଟିବ ଟିମ ଇଣ୍ଡିଆ । ଦୀର୍ଘ ଦିନ ପରେ ବିରାଟ କୋହଲିଙ୍କ…

ଗୋବିନ୍ଦର ସହଯୋଗୀ ରାଧେ ଘରୁ ମିଳିଥିବା ବ୍ୟାଗ କାହାର? ପରିବାର ସଦସ୍ୟ କହିଲେ, ବ୍ୟାଗ ନୁହେଁ ମମିତାଙ୍କର 

କନକ ବ୍ୟୁରୋ: ମମିତା ମୃତ୍ୟୁ ମାମଲାର ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁଙ୍କ ଡ୍ରାଇଭର ରାଧେଶ୍ୟାମଙ୍କ ଘରୁ ମିଳିଥିବା ବ୍ୟାଗରେ ଥିଲା ସ୍ମାର୍ଟ ଫୋନ୍, ଚାର୍ଜର, ଜିନ୍ସ ପ୍ୟାଂଟ, ଟିସର୍ଟ । ରାଧେଙ୍କ ପତ୍ନୀଙ୍କ ଠାରୁ ବ୍ୟାଗ ପାଇବା ପରେ ପୁଲିସ ପରିବାର ଲୋକଙ୍କୁ ଚିହ୍ନଟ ପାଇଁ ବଲାଙ୍ଗିର ଏସପି…

ଦିନ ବିତୁଛି, ମନ୍ତ୍ରୀଙ୍କ ପ୍ରତି ବିପଦ ବଢ଼ୁଛି: ଦିବ୍ୟଶଙ୍କର ମିଶ୍ରଙ୍କ ଇସ୍ତଫା ଦାବିରେ ରାଜଧାନୀ ଅଚଳ କରିଦେଲା…

କନକ ବ୍ୟୁରୋ: ରାଜଧାନୀ ରାଜରାସ୍ତାରେ ପୋଲିସ ଓ ବିଜେପି ମହିଳା ମୋର୍ଚ୍ଚା କର୍ମୀ ମୁହାଁମୁହିଁ । ଶିଶୁ ଭବନ ଛକରେ ବ୍ୟାରିକେଡ ଭାଙ୍ଗି ନବୀନ ନିବାସକୁ ଯିବା ପାଇଁ ଉଦ୍ୟମ ବେଳେ ଧସ୍ତାଧସ୍ତି । ମମିତା ହତ୍ୟାକାଣ୍ଡ ପ୍ରସଙ୍ଗରେ ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କୁ ବହିଷ୍କାର…