Daily Archives

October 17, 2021

ନୂଆ ଘର ନିର୍ମାଣ ପାଇଁ ଦୁଇ ବର୍ଷ ହେଲା ଭଙ୍ଗା ଚାଲିଛି ବିଧାୟକ କଲୋନୀ । ହେଲେ ଅନୁମୋଦନ ହେଉନି ଖର୍ଚ୍ଚଦାବି ।

କନକ ବ୍ୟୁରୋ : ବିଧାୟକଙ୍କ ପାଇଁ ଏମଏଲଏ କଲୋନୀରେ ବହୁତଳ ବିଶିଷ୍ଟ ପ୍ରାସାଦ ନିର୍ମାଣ ହେବ, ଯେଉଁଥିରେ ରହିବ ସମସ୍ତ ପ୍ରକାର ଅତ୍ୟାଧୁନିକ ବ୍ୟବସ୍ଥା । ଏମିତି ନକ୍ସା ଆଙ୍କିଥିଲେ ରାଜ୍ୟ ସରକାର । ଏଥିପାଇଁ ପୂର୍ବରୁ ଥିବା ପ୍ରାୟ ଅଧା ଏମଏଲଏ କ୍ୱାର୍ଟରକୁ ଭାଙ୍ଗି ଦିଆଯାଇଥିଲା । କିନ୍ତୁ…

ଭାରତ-ପାକିସ୍ତାନ ମ୍ୟାଚ ରଦ୍ଦ ପାଇଁ ଦାବି: ଏମିତି କହିଲେ କେନ୍ଦ୍ରମନ୍ତ୍ରୀ ଗିରିରାଜ ସିଂ

କନକ ବ୍ୟୁରୋ: ଜାମ୍ମୁ କାଶ୍ମୀରରେ ଆତଙ୍କୀ କାର୍ଯ୍ୟକଳାପ ଯୋଗୁଁ ଗତ ସପ୍ତାହରେ ୯ ଜଣ ସେନା ସହିଦ ହୋଇଥିଲେ । ଏଭଳି କରି ଭାରତରେ ଅବୈଧ ପ୍ରବେଶ କରିବା ପାଇଁ ଚେଷ୍ଟା କରୁଛି ପାକିସ୍ତାନ । କେବଳ ସେନା ନୁହେଁ ସାଧାରଣ ଲୋକଙ୍କୁ ମଧ୍ୟ ଟାର୍ଗେଟ କରୁଛନ୍ତି ଆତଙ୍କୀ । ତେବେ ଏହି ଘଟଣାକୁ ନେଇ ଏବେ…

ଗାନ୍ଧୀ ପରିବାର ହାତରେ ରହିବ କଂଗ୍ରେସ କମାଣ । ଏବେ ସୋନିଆ ଓ ପରେ ରାହୁଲଙ୍କ ନେତୃତ୍ୱରେ ପରିଚାଳିତ ହେବ ଦଳ ।

କନକ ବ୍ୟୁରୋ : ଗାନ୍ଧୀ ପରିବାର ବିନା ଯେମିତି କଂଗ୍ରେସର କୌଣସି ସ୍ଥିତି ନାହିଁ । ଗାନ୍ଧୀ ପରିବାରକୁ ଛାଡି କଂଗ୍ରେସର ଚିନ୍ତା କରାଯାଇପାରିବନି । ଗତକାଲିର ବୈଠକରୁ ଏଭଳି ଏକ ସଂକେତ ମିଳିବା ସହ ପୁଣି ଥରେ ସେହି ଗାନ୍ଧୀ ପରିବାର ହିଁ କଂଗ୍ରେସର କମାଣ ସମ୍ଭାଳିବେ ବୋଲି ସ୍ପଷ୍ଟ ହୋଇଯାଇଛି ।…

ମନୀଷ ମୃତ୍ୟୁ ମାମଲାରେ ୩ ସାଙ୍ଗଙ୍କୁ ରିମାଣ୍ଡରେ ନେବାକୁ କୋର୍ଟ ଦେଲେ ଅନୁମତି । କେମିତି ହେଲା ହତ୍ୟାକାଣ୍ଡ, ଏବେବି…

କନକ ବ୍ୟୁରୋ : ବହୁଚର୍ଚ୍ଚିତ ମନୀଷ ମୃତ୍ୟୁ ମାମଲାରେ ସୋମବାରଠାରୁ ପୁଲିସ ୩ ଅଭିଯୁକ୍ତଙ୍କୁ ୪ ଦିନିଆ ରିମାଣ୍ଡରେ ନେବ । ଅମ୍ରିତ ବିଶ୍ୱାଳ, ମୃତ୍ୟୁଞ୍ଜୟ ମିଶ୍ର ଓ ଦୀନେଶ ମହାପାତ୍ରଙ୍କୁ ରିମାଣ୍ଡରେ ନେଇ ପଚରାଉଚରା କରିବା ପାଇଁ ଅନୁମତି ଦେଇଛନ୍ତି କୋର୍ଟ । ଆଉ ଏହି ସମୟରେ ଅଭିଯୁକ୍ତମାନେ…

ପକେଟ୍ ଉପରେ ପେଟ୍ରୋଲର ମହଙ୍ଗା ମାଡ । ଓଡ଼ିଶାର କାଲିମେଳାରେ ୧୧୩ ଟପିଲା ଦର, ଆହୁରି ବଢିବା ନେଇ ଆଶଙ୍କା ।

କନକ ବ୍ୟୁରୋ : ପେଟ୍ରୋଲରେ ଦରରେ ଯେଉଁ ନିଆଁ ଲାଗିଛି ତା କମିବାର ନାଁ ନେଉନି । ପ୍ରତିଦିନ ବଢ଼ି ବଢ଼ି ଚାଲିଛି ତେଲ ଦର । ସର୍ବକାଳୀନ ରେକର୍ଡ ଭାଙ୍ଗି ଭୁବନେଶ୍ୱରରେ ପେଟ୍ରୋଲ ଲିଟର ପିଛା ଦର ୧୦୬ ଟଙ୍କା ଟପି ଯାଇଛି । ମାଲକାନଗିରିରେ ପେଟ୍ରୋଲ ଲିଟର ପିଛା ଦର ୧୧୩ ଟଙ୍କାରୁ ଅଧିକ ରହିଛି ।…

ଜଗତପୁରର ଏକ କାରଖାନାରେ ଅଗ୍ନିକାଣ୍ଡ । ଅଗରବତୀ କାରଖାନାରେ ଲାଗିଗଲା ନିଆଁ

କନକ ବ୍ୟୁରୋ: କଟକ ଜଗତପୁରର ଏକ ଧୂପକାଠି କାରଖାନାରେ ନିଆଁ ଲାଗିଯାଇଛି । ପ୍ରାଥମିକ ସୂଚନା ଅନୁସାରେ, ସଟ ସର୍କିଟ ଯୋଗୁଁ ନିଆଁ ଲାଗିଥିବା କୁହାଯାଇଛି । ଅଗ୍ନିକାଣ୍ଡ ଯୋଗୁଁ ବ୍ୟାପକ ପରିମାଣର ଧୂପକାଠି ଓ କଂଚାମାଲ ନଷ୍ଟ ହୋଇଇଛି । ଅନ୍ୟ ଅଂଚଳକୁ ନିଆଁ ବ୍ୟାପିନାହିଁ । କମ୍ପାନୀ ଭିତରେ…