Daily Archives

October 16, 2021

ବହୁଚର୍ଚ୍ଚିତ ମନୀଷ ହତ୍ୟାକାଣ୍ଡର ଖୋଲିଲା ଗୁମର । ସାଙ୍ଗମାନେ ହିଁ କରିଥିଲେ ହତ୍ୟା ।

କନକ ବ୍ୟୁରୋ : ସାମ୍ବାଦିକ ନବୀନ ଦାସଙ୍କ ପୁଅ ମନୀଷ ଅନୁରାଗଙ୍କର, କେମିତି ହେଲା ମୃତ୍ୟୁ । ହତ୍ୟା ନା ଆତ୍ମହତ୍ୟା । ଏହି ରହସ୍ୟ ଉପରୁ ପରଦା ଉଠାଇଛି କମିଶନରେଟ୍ ପୋଲିସ୍ । ମନୀଷଙ୍କୁ ହତ୍ୟା କରାଯାଇଛି ଓ ତାଙ୍କ ସହ ଶେଷ ରାତିରେ ଥିବା ତିନି ସାଙ୍ଗ ହିଁ ତାଙ୍କୁ ହତ୍ୟା କରିଥିବା ସ୍ପଷ୍ଟ…

ସାଧାରଣ ଜୀବନ, ନିରାଡମ୍ବର ଜୀବନଶୈଳୀ । ଦେଶର ରାଜନୀତିରେ ନବୀନ ଏକ ବ୍ରାଣ୍ଡ

କନକ ବ୍ୟୁରୋ: ଦାମୀ ପୋଷାକ ପତ୍ର, ଚଳଣିରେ ଆଭିଜାତ୍ୟ, ସୌଖୀନ ଜୀବନଯାପନ ଶୈଳୀ କ’ଣ ଜଣଙ୍କର ବ୍ୟକ୍ତିତ୍ୱର ମାପକାଠି ହୋଇପାରେ? ଏହି ସବୁ ପ୍ରଶ୍ନ ମନକୁ ଆସିବା ବେଳେ ସାମନାକୁ ଆସିଥାନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସରଳ ଓ ନିରାଡମ୍ବର ଜୀବନ ଶୈଳୀ ତାଙ୍କ ବ୍ୟକ୍ତିତ୍ୱକୁ ଚର୍ଚ୍ଚିତ ଓ…

୮ଦିନ ଭିତରେ ଅଟକିଗଲା ନନ୍ଦନକାନନର ଟୟ ଟ୍ରେନ୍ । ଚାଲୁଥିବା ସମୟରେ ଲାଗିଯାଇଥିଲା ନିଆଁ, ଅଳ୍ପକେ ବର୍ତ୍ତିଗଲେ…

କନକ ବ୍ୟୁରୋ : ନନ୍ଦନକାନନରେ ନୂଆରେ ଆରମ୍ଭ ହୋଇଥିବା ଟୟ ଟ୍ରେନ୍ ପୁଣି ଅଚଳ ହୋଇଯାଇଛି । ଗତକାଲି ଟ୍ରେନର ଇଂଜିନରେ ଅଗ୍ନିକାଣ୍ଡ ଘଟିବାରୁ ଟୟ ଟ୍ରେନକୁ ବନ୍ଦ କରିଦିଆଯାଇଛି । ତେବେ ଅକ୍ଟୋବର ୮ ତାରିଖରେ ଲୋକାର୍ପିତ ହୋଇଥିବା ଟୟ ଟ୍ରେନ ୮ ଦିନ ଠିକରେ ଚାଲିନପାରିବା, ଅନେକ ସନ୍ଦେହ ସୃଷ୍ଟି…

ଡେଙ୍ଗୁରେ ଆକ୍ରାନ୍ତ ହୋଇଛନ୍ତି ମନମୋହନ ସିଂହ । ସ୍ୱାସ୍ଥ୍ୟାବସ୍ଥାରେ ହେଉଛି ଉନ୍ନତି – ଏମ୍ସ ଅଧିକାରୀ

କନକ ବ୍ୟୁରୋ: ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ ଏବେ ଡେଙ୍ଗୁରେ ଆକ୍ରାନ୍ତ ହୋଇଛନ୍ତି । ତାଜା ସୂଚନା ମୁତାବକ ହସ୍ପିଟାଲରେ ଏବେ ତାଙ୍କର ସ୍ୱାସ୍ଥ୍ୟାବସ୍ଥାରେ ଉନ୍ନତି ଆସୁଛି ବୋଲି ସୂଚନା ଦେଇଛନ୍ତି ଅଖିଳ ଭାରତୀୟ ଆୟୁବିଜ୍ଞାନ ସଂସ୍ଥାନର ଅଧିକାରୀ । ତେବେ ସ୍ୱାସ୍ଥ୍ୟବସ୍ଥା…

ପୁଣି କଂଗ୍ରେସର ମଙ୍ଗୁଆଳ ହୋଇପାରନ୍ତି ରାହୁଲ ଗାନ୍ଧୀ । ୱାର୍କିଂ କମିଟି ବୈଠକ ପରେ କହିଲେ ସଭାପତି ପଦ ପାଇଁ…

କନକ ବ୍ୟୁରୋ : ଦୀର୍ଘ ଦିନ ପରେ କଂଗ୍ରେସର କାର୍ଯ୍ୟକାରିଣୀ ବୈଠକ ହୋଇଛି । ବୈଠକ ପରେ ପୁଣି ରାହୁଲ ଦଳର ଅଧ୍ୟକ୍ଷ ହୋଇପାରନ୍ତି ବୋଲି ଚର୍ଚ୍ଚା ଆରମ୍ଭ ହୋଇଯାଇଛି । ଅନ୍ୟପଟେ କାର୍ଯ୍ୟକାରିଣୀ ବୈଠକରେ ଅସନ୍ତୁଷ୍ଟ ଜି-୨୩ ନେତାଙ୍କୁ ସୋନିଆ ନାଲି ଆଖି ଦେଖାଇଥିବା ଚର୍ଚ୍ଚା ଚାଲିଛି ।…

ସମୁଦ୍ରରୁ ଉଦ୍ଧାର ହେଲା ୨ ଶହ କିଲୋଗ୍ରାମ ମାଛ, ଦେଖିବା ପରେ ଆଶ୍ଚର୍ଯ୍ୟ ହେଲେ ବୈଜ୍ଞାନିକ…

କନକ ବ୍ୟୁରୋ: ଆପଣ କେବେ ୨ ଶହ କିଲୋଗ୍ରାମର ମାଛ ଦେଖିଛନ୍ତି କି? କଥାଟି ଆପଣଙ୍କୁ ଟିକେ ଆଶ୍ଚର୍ଯ୍ୟ କରିପାରେ, କାହିଁକି ନା ସାଧାରଣତଃ ଏତେ ବିଶାଳକାୟ ମାଛ ବଜାରରେ ଦେଖିବାକୁ ମିଳେ ନାହିଁ । ହେଲେ ଜୀବ ବିଜ୍ଞାନୀ ଏନରିକ୍ ଅର୍ଷ୍ଟେଲ, ସମୁଦ୍ର ଭିତରୁ ୨୨୦୦ କିଲୋଗ୍ରାମର ଏକ ମାଛକୁ…