Daily Archives

October 8, 2021

ବାୟୁସେନାର ୮୯ତମ ପ୍ରତିଷ୍ଠା ଦିବସ: ଦମ୍ ଦେଖାଇଲା ବାୟୁସେନାର ଲଢୁଆ ବିମାନ ରାଫେଲ ଓ ସୁଖୋଇ ଏସ୍ୟୁ-୩୦

କନକ ବ୍ୟୁରୋ: ଭାରତୀୟ ବାୟୁସେନାର ୮୯ ତମ ପ୍ରତିଷ୍ଠା ଦିବସ । ପ୍ରତିଷ୍ଠା ଦିବସରେ ଦମ୍ ଦେଖାଇଲା ଭାରତୀୟ ବାୟୁସେନା । କେବଳ ସେତିକି ନୁହେଁ ରାଫେଲ ଓ ସୁଖୋଇ ଏସ୍ୟୁ-୩୦ ଭଳି ଯୁଦ୍ଧ ବିମାନ ଆକାଶରେ ନିଜ ଶକ୍ତି ପ୍ରଦର୍ଶନ କରିଛନ୍ତି । ବାୟୁସେନାର ଏହି ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ସିଡିଏସ୍…

ସୀମାରେ ମୁହାଁମୁହିଁ ଭାରତ ଓ ଚୀନ ସେନା: ଏଲଏସି ଆଡକୁ ମାଡ଼ି ଆସୁଥିବା ୨ଶହ ଚୀନ ସୈନ୍ୟକୁ ଅଟକାଇଥିଲେ ଭାରତୀୟ ଯବାନ 

କନକ ବ୍ୟୁରୋ: ସୀମାରେ ପୁଣି ମୁହାଁମୁହିଁ ପରିସ୍ଥିତିରେ ଭାରତ ଓ ଚୀନ । ଆଉ ଏଥର ଲଦାଖ ନୁହେଁ ଅରୁଣାଚଳ ପ୍ରଦେଶ ସୀମାରେ ଦେଖିବାକୁ ମିଳିଛି ବିବାଦୀୟ ପରିସ୍ଥିତି । ପାଖାପାଖି ୨୦୦ ଡ୍ରାଗନ ସେନା ଏଲ୍ଏସି ଆଡକୁ ମାଡି ଆସିଥିବା ସୂଚନା ମିଳିଛି । ଅରୁଣାଚଳ ପ୍ରଦେଶ, ତୱାଙ୍ଗ ନିକଟରେ ସୀମା ଦେଇ…

୬୮ ବର୍ଷ ପରେ ଏୟାର ଇଣ୍ଡିଆକୁ କିଣିଲା ଟାଟା: ଟ୍ୱିଟ୍ କରି ରତନ ଟାଟା କହିଲେ ୱେଲକମ୍ ବ୍ୟାକ୍ ଏୟାର ଇଣ୍ଡିଆ

କନକ ବ୍ୟୁରୋ: ଆଜି ଟାଟା ହାତକୁ ପୁଣି ଫେରିଛି ଏୟାର ଇଣ୍ଡିଆ, ୬୮ ବର୍ଷ ତଳର ଏହି ଘଟଣା ପୁଣି ତାଜା ହୋଇଯାଇଛି । କାରଣ ଏବେ କ୍ଷତିରେ ଚାଲୁଥିବା ବିମାନ ସେବା ପ୍ରଦାନକାରୀ ସରକାରୀ କମ୍ପାନି ଏୟାର ଇଣ୍ଡିଆକୁ ଅଧିଗ୍ରହଣ କରିନେଇଛି ଟାଟା ସନ୍ସ । ସରକାରଙ୍କ ପୁଞ୍ଜି ପ୍ରତ୍ୟାହାର ମାମଲା…

ବାହୁବଳୀ ବିଧାୟକ ଗଲେ ଜେଲ୍ । ବାଲୁଗାଁରେ ବିଜେପି କର୍ମୀଙ୍କୁ ଆକ୍ରମଣ ନେଇ ବିବାଦରେ ଥିଲେ ପ୍ରଶାନ୍ତ ଜଗଦ୍ଦେବ ।

କନକ ବ୍ୟୁରୋ: ଜେଲ ଗଲେ ପ୍ରଶାନ୍ତ ଜଗଦ୍ଦେବ । ଚିଲିକା ବିଧାୟକଙ୍କ ଜାମିନକୁ ଖାରଜ କରିଦେଇଛନ୍ତି ଖୋର୍ଦ୍ଧା ଏଡିଜେ କୋର୍ଟ । ପୂର୍ବରୁ ହାଇକୋର୍ଟ ମଧ୍ୟ ତାଙ୍କ ଆଗୁଆ ଜାମିନ ଆବେଦନକୁ ଖାରଜ କରି ଦେଇଥିଲେ । ତେବେ ବାଲୁଗାଁ ଏନଏସି କାର୍ଯ୍ୟାଳୟ ପରିସରରେ ବିଜେପି କର୍ମୀଙ୍କ ମାଡ ମାରିବା…

ସୌମ୍ୟରଞ୍ଜନଙ୍କ ମୃତ୍ୟୁ ମାମଲାରେ ସବୁଠୁ ବଡ଼ ଖୁଲାସା । ହତ୍ୟା ନୁହେଁ ଦୁର୍ଘଟଣା କହିଲା କ୍ରାଇମବ୍ରାଞ୍ଚ

କନକ ବ୍ୟୁରୋ: ସ୍ୱାମୀଙ୍କ ଦେହରେ ନିଆଁ ଲାଗିଥିଲା, ହେଲେ ସ୍ୱାମୀଙ୍କୁ ବଞ୍ଚାଇବା ପାଇଁ ଉଦ୍ୟମ କରିନଥିଲେ ବିଦ୍ୟାଭାରତୀ । ନିଆଁ ଲାଗିବା ଦୁର୍ଘଟଣା ଥିଲା, କିନ୍ତୁ ବିଦ୍ୟାଭାରତୀଙ୍କ ଅବହେଳା ଯୋଗୁଁ ସ୍ୱାମୀ ସୌମ୍ୟରଞ୍ଜନଙ୍କ ମୃତ୍ୟୁ ହୋଇଥିଲା । ବହୁଚର୍ଚ୍ଚିତ ଏସିଏଫ୍ ସୌମ୍ୟରଞ୍ଜନ…