Daily Archives

October 7, 2021

ରାଜ୍ୟରେ ଅନଲାଇନ ଶିକ୍ଷାର ବାସ୍ତବ ଚିତ୍ର । ୨୦ ପ୍ରତିଶତ ଛାତ୍ରଛାତ୍ରୀଙ୍କ ପାଖରେ ନାହିଁ ସ୍ମାର୍ଟ ଫୋନ୍, ବିନା…

କନକ ବ୍ୟୁରୋ : ଗତ ଦେଢ ବର୍ଷରୁ ଅଧିକ ସମୟ ଧରି କୋଭିଡ ମହାମାରୀ ଯୋଗୁଁ ବନ୍ଦ ରହିଛି ସ୍କୁଲ । ଫଳରେ ବିକଳ୍ପ ବ୍ୟବସ୍ଥା ଭାବେ ଅନଲାଇନରେ ଚାଲିଛି ପାଠପଢା । ଅନଲାଇନ ପାଠପଢାକୁ ନେଇ ସମସ୍ତ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳକୁ ରିପୋର୍ଟ ମାଗିଥିଲେ କେନ୍ଦ୍ର ଶିକ୍ଷା ମନ୍ତ୍ରାଳୟ । ଏନେଇ ରାଜ୍ୟ…

ଶ୍ରୀନଗରରେ ଆତଙ୍କୀ ହମଲା: ସ୍କୁଲରେ ପଶି ପ୍ରିନ୍ସପାଲ ଓ ଶିକ୍ଷକଙ୍କୁ ଗୁଳି କରି ହତ୍ୟା ପରେ ଆତଙ୍କବାଦୀ ଫେରାର

କନକ ବ୍ୟୁରୋ: ପୁଣି ଶ୍ରୀନଗରରେ ଆତଙ୍କବାଦୀ ଆକ୍ରମଣ । ଆଉ ଏଥର ଏକ ସ୍କୁଲ ଉପରେ ଆକ୍ରମଣ କରିଛନ୍ତି ଆତଙ୍କୀ । ଯେଉଁଥିରେ ୨ ଜଣ ସ୍କୁଲ ଶୀକ୍ଷକ ପ୍ରାଣ ହରାଇଛନ୍ତି । ୪୮ ଘଂଟା ମଧ୍ୟରେ ଆତଙ୍କବାଦୀଙ୍କ ଦ୍ୱାରା ଦୁଇ ଦୁଇ ଥର ଆକ୍ରମଣ ହେଲାଣି । ଆଉ ଏଥର ସାଧାରଣ ଜନତାଙ୍କୁ ଟାର୍ଗେଟ କରିଛନ୍ତି…

ହାତୀ ମୃତ୍ୟୁର ପୋଷ୍ଟମର୍ଟମ ରିପୋର୍ଟକୁ ନେଇ ବଢିଲା ବିବାଦ । ଚାପରେ ଆସି ମୃତ୍ୟୁ ନା ପାଣିରେ ବୁଡିବା ଯୋଗୁଁ ଯାଇଛି…

କନକ ବ୍ୟୁରୋ : ମୁଣ୍ଡଳୀ ବ୍ୟାରେଜରେ ଦୀର୍ଘ ଦୁଇଦିନ ଧରି ସଂଘର୍ଷ ଘରି ଆଖିବୁଜି ଦେଇଥିବା ଦନ୍ତା ହାତୀର ପୋଷ୍ଟମର୍ଟମ ରିପୋର୍ଟ ଆସିଛି । ତେବେ ଏଥିରେ ଯାହା କୁହାଯାଇଛି, ତାକୁ ନେଇ ଉଠିଛି ପ୍ରଶ୍ନବାଚୀ । ପୋଷ୍ଟମର୍ଟମ କରିଥିବା ଡାକ୍ତରଙ୍କ ରିପୋର୍ଟ ଅନୁସାରେ ସକ୍ ବା ମାନସିକ ଆଘାତ ଯୋଗୁଁ…

ଲଖିମପୁର ହିଂସାକୁ ନେଇ ଜାରି ରହିଛି ରାଜନୀତି: ରାହୁଲ, ପ୍ରିୟଙ୍କାଙ୍କ ପରେ ଲଖିମପୁର ଅଭିମୁଖେ ନବଜୋତ ସିଂହ ସିଦ୍ଧୁ 

କନକ ବ୍ୟୁରୋ: ଶେଷରେ ଲଖିମପୁର ଖେରିରେ ପହଁଚିଛନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧୀ ଓ ପ୍ରିୟଙ୍କା ଗାନ୍ଧୀ ଭଦ୍ରା । ଲଖିମପୁରରେ ପହଁଚି ହିସାଂକାଣ୍ଡରେ ମୃତକଙ୍କ ପରିବାରକୁ ଭେଟିଛନ୍ତି କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଓ ଭଉଣୀ ପ୍ରିୟଙ୍କା ଗାନ୍ଧୀଙ୍କ ସମେତ କଂଗ୍ରେସର ୫ ଜଣିଆ…

ବଳ ଗୋଟାଇ ଆସିବ ବାତ୍ୟା । ଦୁଇଟି ଲଘୁଚାପ ମିଶି ବଢାଇବେ ଶକ୍ତି, ଦଶହରା ପରେ ପରେ ଉପକୂଳରେ ହୋଇପାରେ ମାଡ ।

କନକ ବ୍ୟୁରୋ : ଦଶହରାର ଠିକ୍ ପରେ ପରେ ମାଡ ହୋଇପାରେ ବାତ୍ୟା । ୧୦ ତାରିଖରେ ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହେଉଛି । ଏହା ଅଧିକ ଘନିଭୂତ ହୋଇ ବାତ୍ୟାର ରୂପ ନେବା ଆଶଙ୍କା କରାଯାଉଛି । ସେପଟେ ଦକ୍ଷିଣ ଚୀନ ସାଗରରେ ମଧ୍ୟ ଏକ ଲଘୁଚାପ ଦାନା ବାନ୍ଧୁଛି । ଏହା ମଧ୍ୟ ବଙ୍ଗୋପସାଗରରେ ସୃଷ୍ଟି…