Daily Archives

September 16, 2021

ପିପିଲି ଉପନିର୍ବାଚନ: ଷ୍ଟାର ପ୍ରଚାରକ ତାଲିକାରେ ନାହାନ୍ତି ସିନେମା ଷ୍ଟାର…

କନକ ବ୍ୟୁରୋ: ପିପିଲି ଉପନିର୍ବାଚନ, ଷ୍ଟାର ତାଲିକାରେ ନାହାନ୍ତି ଫିଲ୍ମ ଷ୍ଟାର । ପିପିଲି ଉପନିର୍ବାଚନ ପାଇଁ ଗତକାଲି ତିନି ପ୍ରମୁଖ ଦଳର ଷ୍ଟାର ପ୍ରଚାରକ ତାଲିକା ପକାଶ ପାଇଛି । ବିଜେପୁର, ବାଲେଶ୍ୱର, ତିର୍ତୋଲ ଆଦି ସବୁ ଉପ ନିର୍ବାଚନରେ ବିଜେଡି, ବିଜେପି ସିନେ ତାରକାଙ୍କୁ ମଇଦାନକୁ…

କିଡନାପ କାହାଣୀର କ୍ଲାଇମାସ୍କ କଣ ? କାହାର ହେବେ ସ୍ୱିଗି ବୟ ?

କନକ ବ୍ୟୁରୋ: ପ୍ରେମିକା ସହ ନୂଆ ସଂସାର ଗଢିବାକୁ ଅପହରଣ ନାଟକ ରଚିଥିବା ଡେଲିଭରି ବୟକୁ ଗିରଫ କରି କୋର୍ଟ ଚାଲାଣ କରିଛି ପୁଲିସ । ଅପହରଣ ମିଛ ଥିଲା, ସ୍ୱିଗି ଡେଲିଭରି ଭାବେ କାମ କରିବା ମଧ୍ୟ ମିଛ ଥିଲା । କେବଳ ପ୍ରେମ ପାଇଁ ନିଜେ ହିଁ ନିଜକୁ ଅପହରଣର ନାଟକ ରଚିଥିଲା ଡେଲିଭରି ବୟ…

ପାକିସ୍ତାନୀ ମାୟାବିନୀର ମାୟାଜାଲ: ସୁନ୍ଦରୀ ପାଇଁ ଶତ୍ରୁ ହାତକୁ ଟେକିଦେଲେ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ।

କନକ ବ୍ୟୁରୋ: ଚାନ୍ଦିପୁର ଘାଟି ତଥ୍ୟ ଚୋରି ମାମଲାର ମାଷ୍ଟରମାଇଣ୍ଡ କିଏ? ତଦନ୍ତ ପାଇଁ ବାଲେଶ୍ୱରରେ ପହଁଚିଲା ଏନଆଇଏ । ପ୍ରତିରକ୍ଷା ସଂକ୍ରାନ୍ତ ତଥ୍ୟ ଚୋରିର ମୂଳ କେଉଁଯାଏଁ ବ୍ୟାପିଛି ? କେଉଁ କେଉଁ ତଥ୍ୟ ଶତ୍ରୁ ପାଖରେ ପହଁଚିଛି? ପୂରା ଯୋଜନା କ’ଣ ଥିଲା ? ଆଉ କିଏ କିଏ ମାମଲା ସହ ଜଡ଼ିତ…

ଛତିଶଗଡ଼: ମରୁଡି ଆଣୁଛି, ବନ୍ୟା ବି ଆଣୁଛି… ପଡୋଶୀର ମର୍ଜି ଉପରେ ଓଡିଶାର ଭାଗ୍ୟ ।

କନକ ବ୍ୟୁରୋ: ଯାହା ଆଶଙ୍କା ଥିଲା, ଠିକ ସେଭଳି ହିଁ ଘଟୁଛି । ମନମୁଖୀ କାର୍ଯ୍ୟ କରି ମହାନଦୀରେ ବନ୍ଧ ବାନ୍ଧିଥିବା ଛତିଶଗଡର ମର୍ଜି ଉପରେ ନିର୍ଭର କରୁଛି ଓଡିଶାର ଭାଗ୍ୟ । ଖରାଦିନେ ଡ୍ୟାମର ସବୁ ଗେଟ୍ ପଡିଯାଉଛି, ଆଉ ବର୍ଷାଦିନେ ଗେଟ୍ ଖୋଲିଦିଆଯାଉଛି । ଛତିଶଗଡ! ମରୁଡି କରାଉଛି, ବନ୍ୟା…

ଅର୍ଥ ହେରଫେର ମାମଲାରେ ଜ୍ୟାକଲିନଙ୍କୁ ଇଡିର ନୋଟିସ, ୨୫ ତାରିଖରେ ହାଜର ହେବାକୁ ନିର୍ଦ୍ଦେଶ

କନକ ବ୍ୟୁରୋ : ଡ୍ରଗ୍ସ ମାମଲା, ଅଶ୍ଳୀଳ ଭିଡଓ ମାମଲା ପରେ ପୁଣି ବଲିଉଡକୁ ଘାରିଛି ଅର୍ଥ ହେରଫେର ମାମଲା । ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ପରେ ବଲିଉଡର କିଛି ମହାନ ବ୍ୟକ୍ତିମାନଙ୍କ ବ୍ୟକ୍ତିଗତ ଜୀବନ ଶୈଳୀ ଓ ପରଦା ପଛର କାରନାମା ପଦାରେ ପଡିଥିଲା । ଏହାପରେ ବଲିଉଡରୁ ଆସିଲା ଅଶ୍ଳୀଳ…