Daily Archives

September 16, 2021

ଶନିବାର ସନ୍ଧ୍ୟାରେ ମହାନଦୀରେ ଆସିପାରେ ମଧ୍ୟମ ଧରଣର ବନ୍ୟା । ୪ ଜିଲ୍ଲା ପ୍ରଶାସନକୁ ସତର୍କ କଲେ ସରକାର ।

କନକ ବ୍ୟୁରୋ: ଫୁଲୁଛି ମହାନଦୀ । ଶନିବାର ସନ୍ଧ୍ୟାରେ ବନ୍ୟା । ହୀରାକୁଦରେ ଅଧିକ ଗେଟ୍ ଖାଲାଯିବା ପରେ ଉଛୁଳୁଛି ମହାନଦୀ । ହୀରାକୁଦରୁ ଛଡାଯାଇଥିବା ପାଣି ପହଁଚିବା ପରେ ଜଳସ୍ତର ଆହୁରି ବଢ଼ିବ । ଶନିବାର ସକାଳ ସୁଦ୍ଧା ମୁଣ୍ଡୁଳି ନିକଟରେ ୮ଲକ୍ଷ କ୍ୟୁସେକ୍ ଜଳ ପ୍ରବାହିତ ହେବାର ସମ୍ଭାବନା…

ଓଡିଶାରେ ଆରମ୍ଭ ଭାରତର ପ୍ରଥମ ଅନଲାଇନ ଚିତ୍ରକଳା ପ୍ରଦର୍ଶନୀ । ସ୍ଥାନ ପାଇଲା ଓଡିଆ ଚିତ୍ରଶିଳ୍ପୀଙ୍କ…

କନକ ବ୍ୟୁରୋ: କଳା ଓ ସଂସ୍କୃତି ପାଇଁ ଓଡିଶା ସାରା ବିଶ୍ୱରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛି ଆଉ ଓଡିଶାର ଚିତ୍ରଶିଳ୍ପୀ ବି ନିଜ ଚମତ୍କାର ସୃଜନଶୀଳତା ପାଇଁ ସବୁଠି ଶ୍ରେଷ୍ଠତ୍ୱ ହାସଲ କରିଛନ୍ତି । ଏହି ଚିତ୍ରକଳା ଓ ସଂସ୍କୃତିକୁ ଏକ ସୁଉଚ୍ଚ ସ୍ଥାନରେ ପହଞ୍ଚାଇବାକୁ କଳାର କଳ୍ପନା…

ବୀରେନ୍ଦ୍ରଙ୍କଠାରୁ ବିରାଟ : ଟି-୨୦ରେ କିଏ କିଏ ଧରିଥିଲେ ଟିମ୍ ଇଣ୍ଡିଆର ମଙ୍ଗ?

କନକ ବ୍ୟୁରୋ: ବୀରେନ୍ଦ୍ର ସେହ୍ୱାଗଠାରୁ ବିରାଟ କୋହଲି । ଟି-୨୦ରେ ଏଯାବତ ଟିମ୍ ଇଣ୍ଡିଆ ମୋଟ ୭ ଜଣ ଅଧିନାୟକଙ୍କୁ ଦେଖିସାରିଛି । ଯାହା ମଧ୍ୟରୁ ବିରାଟ କୋହଲି ମଧ୍ୟ ଜଣେ । ଏହି ୭ ଜଣ ଅଧିନାୟକ ହିଁ ଟି-୨୦ରେ ଟିମ୍ ଇଣ୍ଡିଆର ମଙ୍ଗ ଧରିଥିଲେ । ୨୦୦୭ ଟି-୨୦ ବିଶ୍ୱକପ୍ ପୂର୍ବରୁ କ୍ରିକେଟ୍…

ଟି-୨୦ ବିଶ୍ୱକପ୍ ପୂର୍ବରୁ ବିରାଟଙ୍କ ବଡ ଘୋଷଣା ।  ଟି-୨୦ ଅଧିନାୟକ ପଦ ଛାଡିବେ, ଟ୍ୱିଟରରେ କହିଲେ ଏମିତି କଥା ।

କନକ ବ୍ୟୁରୋ : ଟି-୨୦ ଅଧିନାୟକ ପଦ ଛାଡିବେ କ୍ୟାପଟେନ କୋହଲି । ଟି-୨୦ ବିଶ୍ୱକପ ପରେ ଏହି ଫର୍ମାଟର ଅଧିନାୟକ ପଦ ଛାଡିବା ନେଇ ଟ୍ୱିଟ୍ କରି ସୂଚନା ଦେଇଛନ୍ତି ବିରାଟ । ତେବେ ପୂର୍ବଭଳି ଦିନିକିଆ ଓ ଟେଷ୍ଟ ମ୍ୟାଚର ଅଧିନାୟକ ରହିବେ ବିରାଟ । ପୂର୍ବରୁ ଏନେଇ ଚର୍ଚ୍ଚା ହେଉଥିବା ବେଳେ ଆଜି…

ପୁଣି ଏକ ନୂଆ ଭୂମିକାରେ ଦେଖାଦେବେ ମହେନ୍ଦ୍ର ସିଂ ଧୋନୀ, ରକ୍ଷା ମନ୍ତ୍ରଣାଳୟ ଦେଲା ଏହି ଦାୟିତ୍ୱ

କନକ ବ୍ୟୁରୋ : ଭାରତୀୟ କ୍ରିକେଟ ଟିମର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀଙ୍କ ପାଇଁ ଚଳିତ ମାସଟି ବେସ୍ ଶୁଭଙ୍କର ରହିଛି । ଚଳିତମାସ ପ୍ରଥମରୁ ଟି-୨୦ ବିଶ୍ୱକପ ପାଇଁ ତାଙ୍କୁ ଭାରତୀୟ କ୍ରିକେଟ ଟିମର ମାର୍ଗଦର୍ଶକ ପଦରେ ନିଯୁକ୍ତି ମିଳିଥିବା ବେଳେ ଏବେ ତାଙ୍କୁ ନ୍ୟାସନାଲ କ୍ୟାଡେଟ୍ କୋର…

୫ଟା ୫୩ ମିନିଟ୍, କ୍ୟାପଟେନ କୋହଲିଙ୍କ ଆକାଉଣ୍ଟରୁ  ଟ୍ୱିଟ୍ ଆସିଲା । ଜାଣନ୍ତୁ କଣ ଲେଖିଥିଲେ ବିରାଟ? 

କନକ ବ୍ୟୁରୋ : ଗୁରୁବାର ସନ୍ଧ୍ୟା ୫ଟା ୫୩ ମିନିଟ୍  । କ୍ୟାପଟେନ କୋହଲିଙ୍କ ଟ୍ୱିଟର ଆକାଉଣ୍ଟରୁ ଆସିଲା ଟ୍ୱିଟ୍ । ଯାହା ପୂରା ଭାରତୀୟ କ୍ରିକେଟପ୍ରେମୀଙ୍କୁ କିଛି ସମୟ ପାଇଁ ସ୍ତବ୍ଧ କରି ଦେଲା । ଭାରତର ପତାକା ଓ ହାର୍ଟ ଚିହ୍ନର କ୍ୟାପସନ ରଖି ବିରାଟ ଏକ ଚିଠି ସେୟାର କରିଥିଲେ । ୩ ପାରାର…