କୋର୍ଟରେ ହାଜର ହେଲେ ଏମ.ଭି. ପ୍ରସାଦ । ଓଡିଶାର ବିଭିନ୍ନ ଜିଲ୍ଲାରୁ ଠକିଥିଲେ କୋଟି କୋଟି ଟଙ୍କା

84

କନକ ବ୍ୟୁରୋ: କଟକ ସ୍ୱତନ୍ତ୍ର ଚିଟଫଣ୍ଡ କୋର୍ଟରେ ଏମ.ଭି. ପ୍ରସାଦ ହାଜର । ପୂର୍ବତନ ବିଧାୟକ ଏମ.ଭି. ପ୍ରସାଦଙ୍କୁ ହାଜର କଲା ଇଓଡବ୍ଲୁ । ଆନ୍ଧ୍ରପ୍ରଦେଶର ପୂର୍ବତନ ବିଧାୟକ ଏମ.ଭି. ପ୍ରସାଦ । ୨୦୧୧ରେ ତାଙ୍କ କମ୍ପାନୀ ନାଁରେ ଠକେଇ ଅଭିଯୋଗ ହୋଇଥିଲା । ଓଡିଶାର ବିଭିନ୍ନ ଜିଲ୍ଲାରୁ ତାଙ୍କ କମ୍ପାନୀ ଠକିଥିଲା କୋଟି କୋଟି ଟଙ୍କା । ଏହି ଚିଟଫଣ୍ଡ ଠକେଇ କେସ ଉପରେ ତଦନ୍ତ କରୁଛି ଇଓଡବ୍ଲୁ । ପ୍ରାୟ ୧୨୫୦ କୋଟି ଟଙ୍କା ଠକେଇ ଅଭିଯୋଗ ରହିଛି ।