Daily Archives

September 7, 2021

‘ଶିକ୍ଷକ ପର୍ବ’ରେ ୫ଟି ନୂଆ କାର୍ଯ୍ୟକ୍ରମର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ । ଭିଡିଓ କନଫରେନ୍ସିଂରେ ଯୋଗ ଦେଲେ…

କନକ ବ୍ୟୁରୋ: କୌଣସି ଦେଶର ବିକାଶ ପାଇଁ ଶିକ୍ଷା ସର୍ବସ୍ପର୍ଶୀ ଏବଂ ସର୍ବବ୍ୟାପୀ ହେବା ଉଚିତ୍ । ତେଣୁ ଆଜି ଦେଶ ଟକିଂ ବୁକ୍ସ ଏବଂ ଅଡ଼ିଓ ବୁକ୍ସ ଭଳି ଟେକ୍ନୋଲୋଜି ଶିକ୍ଷାକୁ ଏକ ଅଙ୍ଗ ଭାବରେ ଗ୍ରହଣ କରୁଅଛି ବୋଲି ମଙ୍ଗଳବାର ଭିଡିଓ କନ୍ଫରେନ୍ସିଂ ଜରିଆରେ ‘ଶିକ୍ଷକ ପର୍ବ’ର ଉଦଘାଟନୀ…

ଶିଆଳି ବେଳାଭୂମିରେ କୂଳ ଲଙ୍ଘୁଛି ସମୁଦ୍ର । ଜୀବନ ଜୀବିକାକୁ ନେଇ ଆଶା ଆଶଙ୍କାରେ ସମୁଦ୍ର କୂଳିଆ ଲୋକ ।

କନକ ବ୍ୟୁରୋ : କୂଳ ଲଙ୍ଘୁଛି ସମୁଦ୍ର । ଧିରେଧିରେ ଗାଁ ଭିତରକୁ ମାଡି ଆସିଲାଣି ସମୁଦ୍ର ପାଣି । ଜଗତସିଂହପୁର ଜିଲ୍ଲା ଶିଆଳି ବେଳାଭୂମିର ଚିନ୍ତାଜନକ ଚିତ୍ର ଏବେ ସ୍ଥାନୀୟ ଅଞ୍ଚଳର ଲୋକଙ୍କ ନିଦ ହଜେଇ ଦେଇଛି । ସାତଭାୟା ଭଳି ଶିଆଳି ବି ସମୁଦ୍ର ଗର୍ଭକୁ ଚାଲିଯିବାର ଭୟ ରହିଛି ।…

ସବୁ କିଛି ଶେଷ ହୋଇଗଲା, କାହା ପାଇଁ ବଂଚିବି : ସିଦ୍ଧାର୍ଥଙ୍କୁ ଝୁରି ଝୁରି ଲୋଟିପଡୁଛନ୍ତି ମା’ରୀତା ଦେବୀ

କନକ ବ୍ୟୁରୋ: ଲୋକେ ନିଜ ଯବାନ୍ ପୁଅକୁ ହରାଇଥିବା ଶୁଣିଥିଲି । ହେଲେ ମୋ ସହ ଏମିତି ଘଟିବ କେବେ ଭାବିନଥିଲି । ମୋତେ ନିଃସ୍ୱ କରିଦେଇ ଚାଲିଗଲା । ସବୁ ଶେଷ ହୋିଗଲା । ଆଉ କାହା ପାଇଁ ବଞ୍ଚିବି । ଏମିତି କହି କାନ୍ଦିକାନ୍ଦି ଗଡିଯାଇଥିଲେ ସ୍ୱର୍ଗ ତ ଦିବଙ୍ଗତ ଅଭିନେତା ସିଦ୍ଧାର୍ଥ ଶୁକ୍ଳାଙ୍କ…

ଜୁଆର ମାଡି ଆସୁଛି, ବିପଦ ବଢୁଛି । ଭୁଶୁଡି ପଡିବ ଶିଆଳି ଭିୟୁ ଟାୱାର । 

କନକ ବ୍ୟୁରୋ :  ଜଗତସିଂହପୁର ଜିଲ୍ଲାର ପର୍ଯ୍ୟଟନସ୍ଥଳୀର ମାନ୍ୟତା ପାଇଥିବା ଏରସମା ବ୍ଲକର ପଦ୍ମପୁର ପଞ୍ଚାୟତରେ ଥିବା ଶିଆଳି ବେଳାଭୂମିର ଭିୟୁ ଟାୱାର ପ୍ରତି ପୁଣିଥରେ ବିପଦ ସୃଷ୍ଟି ହୋଇଛି। ଲଗାଣ ବର୍ଷା ସାଙ୍ଗକୁ ସମୁଦ୍ର ଜୁଆରିଆ ଥିବାରୁ ଭିୟୁ ଟାୱାର ଚାରି ପାଖରୁ ବାଲି ଓ ମାଟି ଅତଡ଼ା…

ଓଡ଼ିଶାର ମନ୍ଦା ମଇଁଷିକୁ ମିଳିଲା ଜାତୀୟ ମାନ୍ୟତା । ୧୯ତମ ପ୍ରଜାତି ଭାବେ ହେଲା ଘୋଷଣା

କନକ ବ୍ୟୁରୋ: ପ୍ରାଣୀ ପ୍ରତିଷ୍ଠାନ ପଂଜୀକରଣ କ୍ଷେତ୍ରରେ ମାଇଲ ଖୁଂଟ ସାଜିଲା କୋରାପୁଟ । ନ୍ୟାସନାଲ ବ୍ୟୁରୋ ଅଫ ଆନିମଲ ଜେନଟିକ ରିସୋର୍ସ ପକ୍ଷରୁ ମନ୍ଦା ମଇଁଷିକୁ ଦେଶର ୧୯ ତମ ସ୍ୱତନ୍ତ୍ର ପ୍ରଜାତି ମାନ୍ୟତା ପ୍ରଦାନ କରାଯାଇଛି । ଯହାକୁ ନେଇ ଜିଲ୍ଳାରେ ପଶୁ ପ୍ରେମିଙ୍କ ମଧ୍ୟରେ ଖୁସିର…

ଚାଷ କରୁଛି ଚାଷୀ, ଲାଭ ଖାଉଛନ୍ତି ବ୍ୟବସାୟୀ: ଅଭାବୀ ବିକ୍ରିର ଶିକାର ହେଉଛନ୍ତି ଚାଷୀ 

କନକ ବ୍ୟୁରୋ: ଜମିରେ ଝାଳ ବୁହାଇ ପନିପରିବା ଉତ୍ପାଦନ କରୁଛି ଚାଷୀ । କିନ୍ତୁ ଲାଭ ପାଉଛନ୍ତି ଦଲାଲ,  ଅଣ ଓଡ଼ିଆ ବ୍ୟବସାୟୀ । ଅଭାବୀ ବିକ୍ରିର ପ୍ରଭାବ ଏବଂ ସଂରକ୍ଷିତ ରଖିବାର ବ୍ୟବସ୍ଥା ନ ଥିବାରୁ ବାଧ୍ୟ ହୋଇ କମ ଦାମରେ ପନିପରିବାର ବିକ୍ରି କରୁଛନ୍ତି ଚାଷୀ । ଦେଖିବା ପରିବା ଚାଷ ଉପରେ…