Daily Archives

August 22, 2021

ମଧୁର ମାଛ ଚାଷୀ ରମେଶ । ଅବସର ପରେ କରୁଛନ୍ତି ମାଛ ଯାଆଁଳ ଉତ୍ପାଦନ, ଲୋକଙ୍କୁ ମାଗଣାରେ ଦେଉଛନ୍ତି ପ୍ରଶିକ୍ଷଣ ।

କନକ ବ୍ୟୁରୋ : ଅସ୍ତରଙ୍ଗ ପ୍ରଧାନ ଫାର୍ମ ହାଉସ୍ । ଅସ୍ତରଙ୍ଗ, କାକଟପୁର, ଗୋପ, କୋଣାର୍କ ଆଉ ନିମାପଡାରେ ମଧୁର ଜଳ ମାଛ ଚାଷୀଙ୍କ ପାଇଁ ପରିଚିତ ନାମଟିଏ । ଚାକିରିରୁ ଅବସର ପରେ ମଧୁର ଜଳ ଯାଆଁଳ ଉତ୍ପାଦନ ଓ ମାଗଣା ପ୍ରଶିକ୍ଷଣ କେନ୍ଦ୍ର ଆରମ୍ଭ କରିଛନ୍ତି ଅସ୍ତରଙ୍ଗର ରମେଶ ଚନ୍ଦ୍ର ପ୍ରଧାନ ।…

ପରିଚୟ ସହ ରୋଜଗାର ଦେଇଛି ମୂର୍ତ୍ତି ନିର୍ମାଣ । ୫ରୁ ୫୦ ହଜାର ପର୍ଯ୍ୟନ୍ତ ଟଙ୍କାରେ ବିକ୍ରି ହେଉଛି ମୂର୍ତ୍ତି,…

କନକ ବ୍ୟୁରୋ : ପିଲାଦିନୁ ମୂର୍ତ୍ତି ଗଢିବାର ନିଶା ତାଙ୍କୁ ସଜାଇ ଦେଲା କାରିଗର । ଏବେ ସେ ଜଣେ ସଫଳ ପଥର ମୂର୍ତ୍ତି କାରିଗର । ଏହା ତାଙ୍କୁ ସ୍ୱାବଲମ୍ବୀ କରାଇଛି  । ନିଜେ ରୋଜଗାର କରିବା ସହ ୭ରୁ ୮ଜଣଙ୍କୁ ସେ ନିଯୁକ୍ତିର ସୁଯୋଗ ମଧ୍ୟ ଦେଇଛନ୍ତି  । ଏହେଉଛି ଯାଜପୁର ଜିଲ୍ଳା ଛତିଆର ପଥର…

ଆକ୍ସନ ମୋଡରେ ଦୁଇ କେନ୍ଦ୍ରମନ୍ତ୍ରୀ  । ସମୀକ୍ଷା ବୈଠକ ସହ ବରିଷ୍ଠ ନେତା, ସାହିତ୍ୟିକ ଓ ଶିକ୍ଷାବିତଙ୍କୁ ଭେଟିଲେ…

କନକ ବ୍ୟୁରୋ : ଜନ ଆଶୀର୍ବାଦ ଯାତ୍ରାରେ ଆକ୍ସନ ମୋଡରେ ଦୁଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ଅଶ୍ୱିନୀ ବୈଷ୍ଣବ । ଏପଟେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଭୁବନେଶ୍ୱରରେ ଜାତୀୟ ରାଜପଥ ପ୍ରକଳ୍ପ ଉପରେ ସମୀକ୍ଷା କରିଛନ୍ତି । ଦଳର ବରିଷ୍ଠ ନେତା, ଶିକ୍ଷାବିତ ଓ ସାହିତ୍ୟକଙ୍କୁ…

ଅଲିମ୍ପିକ୍ସରେ ପଦକ ଜିତିବା ପରେ ଜନ୍ମମାଟିରେ ଓଡ଼ିଆ ହକି ଖେଳାଳି । ଅମିତ ରୋହିଦାସ ଓ ବୀରେନ୍ଦ୍ର ଲାକ୍ରାଙ୍କୁ ଭବ୍ୟ…

କନକ ବ୍ୟୁରୋ : ଦେଶ ପାଇଁ ପଦକ ଜିତି ଜନ୍ମମାଟିକୁ ଫେରିବାର ମୂହୂର୍ତ । ସୁନା ପୁଅକୁ ଚାହିଁ ରହିଥିଲେ ମା, ପରିବାର ଓ ସାହି ପଡିଶାଙ୍କ ସମେତ ଶହ ଶହ ଗାଁ ଲୋକ । ଜନ୍ମମାଟିରେ ପହଁଚିବା ପରେ, ବାଜା, ବାଣ ଏବଂ ରୋଷଣିରେ ସ୍ୱାଗତ କରିଥିଲେ ସ୍ଥାନୀୟ ବାସିନ୍ଦା । ଆଦିବାସୀ ପରମ୍ପରାରେ ହକି…

ଆଫଗାନିସ୍ତାନର ପଞ୍ଚଶୀରରେ ପଶିଲା ତାଲିବାନ, ଅହମ୍ମଦ ଶାହା ମସୁଦଙ୍କ ଯୋଦ୍ଧାମାନେ ଦେଉଛନ୍ତି ଟକ୍କର

କନକ ବ୍ୟୁରୋ : ଏବେ ତାଲିବାନ ଆଫଗାନିସ୍ତାନର ପାଖା ପାଖି ସମସ୍ତ ଅଞ୍ଚଳ ଦଖଲ କରିସାରିଛି । ମାତ୍ର ପଞ୍ଚଶୀର ଘାଟିକୁ ଏପର୍ଯ୍ୟନ୍ତ ଦଖଲ କରିପାରି ନାହିଁ ତାଲିବାନ । ସ୍ଥାନୀୟ ଗଣମାଧ୍ୟମର ସୂଚନା ମୁତାବକ ପଞ୍ଚଶୀର ଘାଟି ଦଖଲ କରିବାକୁ ଏବେ ତାଲିବାନୀମାନେ ସେଠାରେ ପହଂଚିଛନ୍ତି । ହେଲେ ସେଠାରେ…

ରାଜ୍ୟର ୨୭ ଜିଲ୍ଲାରେ କମ୍ ବୃଷ୍ଟିପାତ । ଜୁନରୁ ଅଗଷ୍ଟ ମାସରେ ୩୦ ପ୍ରତିଶତ କମ୍ ବର୍ଷା, ପାଣି ଅଭାବରୁ ଉଜୁଡିଲାଣି ଚାଷ…

କନକ ବ୍ୟୁରୋ : ଶ୍ରାବଣ ମାସରେ ବର୍ଷା ଉଭାନ । ୩ ମାସରେ ୩୦ ପ୍ରତିଶତ କମ୍ ବର୍ଷା, ରାଜ୍ୟର ୨୭ ଜିଲ୍ଲାରେ ନିଅଣ୍ଟିଆ ବର୍ଷା । ଶ୍ରାବଣ ମାସରେ ମୂଷଳ ଧାରାରେ ବର୍ଷା ହୁଏ, କିନ୍ତୁ ଏଥର କାଁ ଭାଁ ବର୍ଷା ହେଉଛି । ଲଗାଣ ବର୍ଷା ଦେଖିବାକୁ ମିଳୁନି । ନଈ, ନାଳରେ ବି ପାଣି ନାହିଁ । ଉପର ମୁଣ୍ଡରୁ…