Daily Archives

August 11, 2021

ମହାମାରୀ ବେଳେ ଚାଲିଛି ଥଟ୍ଟା ତାମସା । ପ୍ରତିଦିନ କୋଭିଡ୍ ହେଲପ ଲାଇନ ୧୦୪ ନମ୍ବରକୁ ଆସୁଛି ଶହ ଶହ ସଂଖ୍ୟାରେ ଫେକ୍ କଲ…

କନକ ବ୍ୟୁରୋ: ହେଲ୍ପଲାଇନ ନମ୍ବର ୧୦୪ । କରୋନା ମହାମାରୀ ସମୟରେ ଲୋକଙ୍କୁ ଦିନରାତି ଏହି ନମ୍ବରରୁ ସେବା ଯୋଗାଇ ଦିଆଯାଉଛି । ଗୁରୁତର ରୋଗୀଙ୍କୁ କିପରି ହସ୍ପିିଟାଲ ପଠାଯିବ, ଘରୋଇ ସଙ୍ଗରୋଧରେ ଥିବା ଆକ୍ରାନ୍ତଙ୍କୁ ଡାକ୍ତରୀ ପରାମର୍ଶ ମଧ୍ୟ ଏହି ନମ୍ବରରୁ ମିଳିଥାଏ କିନ୍ତୁ ବିଡ଼ମ୍ବନାର ବିଷୟ…

ଓଡ଼ିଆ ହକି ଖେଳାଳି ନିଜ ମାଟିରେ ପାଦ ଦେବା ପରେ ଦେଖିବାକୁ ମିଳିଲା ଭାବପ୍ରବଣତାର ଦୃଶ୍ୟ । ଶିକ୍ଷକଙ୍କୁ ଦେଖି କାନ୍ଦି…

କନକ ବ୍ୟୁରୋ: ଯେତେବେଳେ ଅଲିମ୍ପିକ୍ସରେ ଜବରଦସ୍ତ ପ୍ରଦର୍ଶନ କରି ହକି ଦଳର ଦୁଇ ଓଡିଆ ଖେଳାଳି ଭୁବନେଶ୍ୱରରେ ପହିଁଚିଥିଲେ, ସେତେେବେଳେ ଯେମିତି ଉତ୍ସବର ମାହୋଲ ସୃଷ୍ଟି ହୋଇଥିଲା । ଖେଳାଳିମାନଙ୍କୁ ସ୍ୱାଗତ କରିବା ସହ ବିମାନବନ୍ଦରରୁ ହୋଟେଲ ପର୍ଯ୍ୟନ୍ତ କଡା ସୁରକ୍ଷା ବ୍ୟବସ୍ଥା…

କଳିଙ୍ଗ ଷ୍ଟାଡିୟମରେ ଓଡ଼ିଶା ହକି ତାରକାଙ୍କୁ ଭବ୍ୟ ସମ୍ବର୍ଦ୍ଧନା । ପୁରୁଷ ହକି ଦଳର ୨ ଓଡ଼ିଆ ଖେଳାଳିଙ୍କୁ ଅଢେଇ କୋଟି…

କନକ ବ୍ୟୁରୋ: ଟୋକିଓରେ ଦମଦାର ପ୍ରଦର୍ଶନ କରି ରାଜ୍ୟ ପାଇଁ ଗୌରବ ଆଣିଥିବା ୪ ଓଡ଼ିଆ ହକି ଖେଳାଳିଙ୍କୁ ସମ୍ମାନିତ କରିଛି ଓଡ଼ିଶା । ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ ସେମାନଙ୍କୁ ଭବ୍ୟ ସମ୍ବର୍ଦ୍ଧନା ଦିଆଯିବା ସହ ପୁରସ୍କାର ରାଶି ପ୍ରଦାନ କରାଯାଇଛି । ବ୍ରୋଞ୍ଜ ବିଜେତା ବୀରେନ୍ଦ୍ର ଲାକ୍ରା ଓ…

ସଂସଦରେ ସମ୍ବିଧାନ ସଂଶୋଧନ ବିଲ୍ ପାସ । ଓବିସି ବର୍ଗଙ୍କୁ ସଂରକ୍ଷଣ ପାଇଁ ବଢ଼ିଲା ରାଜନୈତିକ ଦଳର ତତ୍ପରତା ।…

କନକ ବ୍ୟୁରୋ: ଲୋକସଭାରେ ୧୨୭ ତମ ସମ୍ବିଧାନ ସଂଶୋଧନ ବିଲ ପାସ୍ ହେବା ପରେ ଏବେ ରାଜ୍ୟ ପାଇବେ ଓବିସି ତାଲିକା ପ୍ରସ୍ତୁତି କ୍ଷମତା । ଏହାପରେ ସଂରକ୍ଷଣ କୋଟାକୁ ୫୦ ପ୍ରତିଶତରୁ ଅଧିକ କରିବା ଲାଗି ବିଭିନ୍ନ ଦଳ କେନ୍ଦ୍ର ସରକାରଙ୍କ ଉପରେ ଚାପ ପକାଇବା ଆରମ୍ଭ କରିଛନ୍ତି । ଏହି କ୍ରମରେ ଆଜି…

ଲୋକସଭା ପରେ ରାଜ୍ୟସଭାରେ ବି ପାରିତ ହେଲା ପଛୁଆ ବର୍ଗ ସଂରକ୍ଷଣ ସଂଶୋଧନ ବିଧେୟକ, ଏବେ ରାଷ୍ଟ୍ରପତିଙ୍କ ମଞ୍ଜୁରୀକୁ…

କନକ ବ୍ୟୁରୋ : ଲୋକସଭା ପରେ ଆଜି ରାଜ୍ୟ ସଭାରେ ପଛୁଆ ବର୍ଗ ସଂରକ୍ଷଣ ବିଧେୟକ ପାରିତ ହୋଇଛି । ଏନେଇ ଦୀର୍ଘ ସମୟର ତର୍କ ବିତର୍କ ପରେ ଏହି ବିଲ ପାରିତ ହୋଇଛି । ରାଜ୍ୟସଭାରେ ଏହି ବିଲ ସପକ୍ଷରେ ୧୮୭ ଟି ଭୋଟ ପଡିଥିଲା । ଏବେ ଏହି ବିଲ ମଞ୍ଜୁରୀ ପାଇଁ ରାଷ୍ଟ୍ରପତିଙ୍କ ନିକଟକୁ ପଠାଯିବ ।…

ବାବୁ ଭିକ ଦିଅ ବାବୁ… ପୁଅର ଜୀବନ ବଞ୍ଚାଇବାକୁ କାନି ପାତି ଭିକ ମାଗୁଛି ମାଆ । କିଡନୀ ରୋଗ ପରେ ପୁଅର ଅପରେସନ…

କନକ ବ୍ୟୁରୋ: ବାବୁ ଭିକ ଗଣ୍ଡେ ଦିଅ ବାବୁ... ସାହାଯ୍ୟ କର... ମୋ ପୁଅ ପାଇଁ କିଛି ଦାନ କର ବାବୁ... ତମେ ଦାନ କଲେ ମୋ ପୁଅର ଜୀବନ ବଞ୍ଚିବ, ମୋ ଘରେ ଚୁଲି ଜଳିବ । ଖାଇବା ପାଇଁ ଦାନା ନାହିଁ କି ପୁଅକୁ ଭଲ କରିବାକୁ ପାଖରେ ଟଙ୍କା ନାହିଁ... ମୋ ପୁଅର କିଡନୀ ଖରାପ ହୋଇଯାଇଛି ବାବୁ, ଭଲ…