Daily Archives

July 29, 2021

ପାଠ ପାଇଁ ନୂଆ ନୀତି । ପ୍ରଧାନମନ୍ତ୍ରୀ କହିଲେ, ଗାଁ ଗାଁରେ ପହଂଚିବ ପ୍ଲେ ସ୍କୁଲ, ଖେଳରେ ଖେଳରେ ପିଲା ପଢ଼ିବେ ପାଠ ।

କନକ ବ୍ୟୁରୋ : ନୂଆ ଶିକ୍ଷାନୀତିକୁ ପୂରିଲା ବର୍ଷେ । ଆଉ ଏହି ବର୍ଷ ପୂର୍ତ୍ତି ଅବସରରେ ଜାତୀୟ ଶିକ୍ଷା ନୀତିରେ ନୂଆ ନୂଆ ବ୍ୟବସ୍ଥା ଲାଗୁ କରାଯାଇଛି । ଏହି ଅବସରରେ ଏକାଡେମିକ ବ୍ୟାଙ୍କ ଅଫ କ୍ରେଡିଟର ଶୁଭାରମ୍ଭ କରାଯାଇଛି । ଏହା ଫଳରେ ଉଚ୍ଚ ଶିକ୍ଷାନୁଷ୍ଠାନରେ ନାମଲେଖା ଓ ବିଷୟ ପରିବର୍ତନ…

ଆଇପିଏସ ସତ୍ୟ ନାରାୟଣ ପ୍ରଧାନଙ୍କୁ ମିଳିଲା ଆଉ ଏକ ବଡ ଦାୟିତ୍ୱ । ଅତିରିକ୍ତ ଦାୟିତ୍ବ ଭାବେ ମିଳିଲା ଏନସିବି ଡିଜି ପଦ।

କନକ ନ୍ୟୁଜ : ଆଇପିଏସ ସତ୍ୟ ନାରାୟଣ ପ୍ରଧାନଙ୍କୁ ଅତିରିକ୍ତ ଦାୟିତ୍ୱ ପ୍ରଦାନ କରିଛନ୍ତି କେନ୍ଦ୍ର ସରକାର । ଏନଡିଆରଏଫ ଡିଜି ଭାବେ କାର୍ଯ୍ୟ ତୁଲାଉଥିବା ସତ୍ୟ ନାରାୟଣ ପ୍ରଧାନ ଏବେ ଏନଡିଆରଏଫ୍ ସହିତ ଏନସିବିର ଡିଜି ଭାବେ କାର୍ଯ୍ୟ କରିବେ । ସେ ଏନସିବିର ପୂର୍ବତନ ଡିଜି ରାକେଶ ଆସ୍ଥାନାଙ୍କ…

ବିରୋଧୀ-ଶାସକଙ୍କ ହଟ୍ଟଗୋଳ ଭିତରେ ଚାଲିପାରୁନି ସଂସଦ । ଗତ ୭ ଦିନ ଭିତରେ ମାତ୍ର ୧୨ ଘଣ୍ଟା ଚାଲିପାରିଛି ସଂସଦର ଉଭୟ…

କନକ ବ୍ୟୁରୋ: ସଂସଦର ମୌସୁମୀ ଅଧିବେଶନର ଦ୍ୱିତୀୟ ସପ୍ତାହ ଶେଷ ହେବାକୁ ଆଉ ମାତ୍ର କିଛି ଦିନ ବାକି । ହେଲେ ଏବେ ବି ସଂସଦରେ ଶାସକ-ବିରୋଧୀ ତାତି ଥମିବାର ନା ନେଉନି । ପେଗାସସ୍ ଜାସୁସୀ କାଣ୍ଡକୁ ନେଇ ବିରୋଧୀ ଦଳ ଶାସକ ଦଳ ଉପରେ ଟାର୍ଗେଟ କରୁଥିବାବେଳେ ଶାସକ ଦଳ ମଧ୍ୟ ବିରୋଧୀ ଦଳ ଉପରେ…

ମାତୃଭାଷାରେ ଛାତ୍ରଛାତ୍ରୀ ପଢିବେ ଇଞ୍ଜିନିୟରିଂ ପାଠ । କେନ୍ଦ୍ର ସରକାରଙ୍କ ବଡ଼ ଘୋଷଣା,…

କନକ ବ୍ୟୁରୋ : ଜାତୀୟ ଶିକ୍ଷା ନୀତିକୁ ପୂରିଲା ବର୍ଷେ । ନୂଆ ଶିକ୍ଷା ନୀତିର ବର୍ଷେ ପୂର୍ତ୍ତି ଉପଲକ୍ଷେ  ବିଭିନ୍ନ ଯୋଜନାର ଶୁଭାରମ୍ଭ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ । ଗାଁ ଗାଁରେ ପ୍ଲେ ସ୍କୁଲ ଠାରୁ ଆରମ୍ଭ କରି ବିଭିନ୍ନ ଭାଷାରେ ଇଞ୍ଜିନିୟରିଂ ଶିକ୍ଷାକୁ ସବୁଜ ସଂକେତ ଦେଇଛନ୍ତି ମୋଦୀ…

ପଶ୍ଚିମବଙ୍ଗରେ ଅଗଷ୍ଟ ୧୫ ପର୍ଯ୍ୟନ୍ତ ବଢ଼ିଲା ଲକଡାଉନ ଅବଧି । ପୂର୍ବଭଳି ବଳବତ୍ତର ରହିବ ନାଇଟ କର୍ଫ୍ୟୁ ।

କନକ ବ୍ୟୁରୋ : ସଂକ୍ରମଣକୁ ନିୟନ୍ତ୍ରଣ କରିବା ପାଇଁ ବଡ଼ ନିଷ୍ପତ୍ତି ନେଇଛନ୍ତି ପଶ୍ଚିମବଙ୍ଗର ମମତା ବାନାର୍ଜୀଙ୍କ ନେତୃତ୍ୱାଧୀନ ତୃଣମୂଳ କଂଗ୍ରେସ ସରକାର | ଆଜି ତୃତୀୟ ଲହରକୁ ଆଖି ଆଗରେ ରଖି ସଂକ୍ରମଣକୁ ରୋକିବା ପାଇଁ ରାଜ୍ୟରେ ଲକଡାଉନ ଅବଧିକୁ ଅଗଷ୍ଟ ୧୫ ପର୍ଯ୍ୟନ୍ତ ବଢ଼ାଇ ଦିଆଯାଇଛି |…

ହାର୍ଦ୍ଦିକଙ୍କ ବ୍ୟାଟରେ ଶ୍ରୀଲଙ୍କାର କରୁଣାରତ୍ନେ ମାରିଲେ ଲମ୍ବା ଛକା । ଭାରତ ହାତରୁ ବିଜୟ ଛଡାଇ ନେଲା ଶ୍ରୀଲଙ୍କା ।

କନକ ବ୍ୟୁରୋ : ଭାରତ-ଶ୍ରୀଲଙ୍କା ଟି-୨୦ ସିରିଜ ଏବେ ରୋମାଞ୍ଚକର ସ୍ଥିତିରେ ପହଞ୍ଚିଛି । ଉଭୟ ଭାରତ ଓ ଶ୍ରୀଲଙ୍କା ଗୋଟିଏ ଲେଖାଏଁ ମ୍ୟାଚ୍ ଜିତିଥିବା ବେଳେ ଆଜି ଖେଳାଯିବାକୁ ଥିବା ତୃତୀୟ ମ୍ୟାଚ୍ ଉପରେ ସମସ୍ତଙ୍କର ନଜର ରହିଛି । ଭାରତ ପ୍ରଥମ ମ୍ୟାଚରେ ବିଜୟୀ ହୋଇ ସିରିଜରେ ଆଗୁଆ ଥିଲେ ମଧ୍ୟ…