Daily Archives

July 20, 2021

ଓଡିଆ ପୁଅ ବିନୟ ଶ୍ରୀକାନ୍ତ ପ୍ରଧାନଙ୍କୁ ବଡ ଦାୟିତ୍ୱ । ତାଞ୍ଜାନିଆର ଭାରତର ଉଚ୍ଚାୟୁକ୍ତ ଭାବେ ନିଯୁକ୍ତ ।

କନକ ବ୍ୟୁରୋ: ଓଡିଆ ପୁଅ ବିନୟ ଶ୍ରୀକାନ୍ତ ପ୍ରଧାନଙ୍କୁ ବଡ ଦାୟିତ୍ୱ । ତାଞ୍ଜାନିଆର ଭାରତର ଉଚ୍ଚାୟୁକ୍ତ ଭାବେ ନିଯୁକ୍ତ । ବିନୟ ଶ୍ରୀକାନ୍ତଙ୍କୁ ନିଯୁକ୍ତ ଦେଲେ ଭାରତ ସରକାର । ଓଡିଶାର ଦେବଗଡ ସହରରେ ବିନୟ ଶ୍ରୀକାନ୍ତଙ୍କ ଘର । ଏନେଇ ବିଦେଶ ମନ୍ତ୍ରାଳୟ ପକ୍ଷରୁ ପ୍ରେସ ବିଜ୍ଞପ୍ତି ଜାରି…

ସିଂହଦ୍ୱାର ସାମ୍ନାରେ ପହଞ୍ଚିଲା ତିନି ଠାକୁରଙ୍କ ରଥ । ଶ୍ରୀଜିଉ ପହଞ୍ଚିବା ପରେ ଗୀତଗୋବିନ୍ଦ ଗାନ କଲେ ସେବାୟତ

କନକ ବ୍ୟୁରୋ: ସିଂହଦ୍ୱାର ସମ୍ମୁଖରେ ପହଞ୍ଚିଲା ତିନି ଠାକୁରଙ୍କ ରଥ । ପ୍ରଥମରେ ତାଳଧ୍ୱଜ, ପରେ ଦର୍ପଦଳନ ଓ ଶେଷରେ ନନ୍ଦିଘୋଷ ରଥ ଶ୍ରୀମନ୍ଦିର ସାମ୍ନାରେ ପହଞ୍ଚିଥିଲା । ସିଂହଦ୍ୱାରରେ ରଥ ପହଞ୍ଚିବା ପରେ ସେବାୟତ ମାନେ ଗୀତଗୋବିନ୍ଦ ଗାନ କରିଥିଲେ । ଏକାସ୍ୱରରେ ସେବାୟତମାନେ ଗୀତଗୋବିନ୍ଦ…

ଭୁବନେଶ୍ୱରରେ ପ୍ରବଳ ବର୍ଷା । ରାସ୍ତା ଉପରେ ଛୁଟୁଛି ପାଣିର ସୁଅ । ବୁଡିଗଲା କାର, ବାଇକ 

କନକ ବ୍ୟୁରୋ: ଭୁବନେଶ୍ୱରରେ ଜାରି ରହିଛି ପ୍ରବଳ ବର୍ଷା । ବର୍ଷା ଯୋଗୁଁ ରାଜଧାନୀର ତଳିଆ ଅଞ୍ଚଳରେ ପାଣିର ସୁଅ ଛୁଟୁଛି । ବର୍ଷା ପାଣି ଜମିବାରୁ ଅନେକ ସ୍ଥାନ ଜଳାର୍ଣ୍ଣବ ମଧ୍ୟ ହୋଇଛି । ପ୍ରାୟ ୧ ଘଣ୍ଟା ହେବ ବର୍ଷା ଲାଗି ରହିଛି । ପ୍ରବଳ ବର୍ଷା ଯୋଗୁଁ ଯାତାୟାତ ପ୍ରଭାବିତ ହୋଇଛି ।…

କଟକ ଏସସିବିରେ କାର୍ଯ୍ୟକ୍ଷମ ହେବ ୯ଟି ଇକମୋ ମେସିନ । ସୂଚନା ଦେଲେ ଡିଏମଇଟି ସିବିକେ ମହାନ୍ତି 

କନକ ବ୍ୟୁରୋ: କଟକ ଏସସିବିରେ କାର୍ଯ୍ୟକ୍ଷମ ହେବ ୯ଟି ଇକମୋ ମେସିନ । ଗତକାଲି ଏସସିବିକୁ ଗୋଟିଏ ଇକମୋ ମେସିନ ଆସି ପହଞ୍ଚିଛି । ବାକି ଇକମୋ ମେସିନ ଜୁଲାଇ ଶେଷ ସୁଦ୍ଧା ଆସିବ । ଅଗଷ୍ଟ ୧୫ରେ ଏଗୁଡିକ ପୂରା କାର୍ଯ୍ୟକ୍ଷମ ହେବ । ଏହି ମେସିନ ପରିଚାଳନା ପାଇଁ ଟ୍ରେନିଂ ଚାଲିଛି, ବିଶେଷଜ୍ଞଙ୍କୁ…

ଏସିଏଫ ସୌମ୍ୟରଞ୍ଜନ ମୃତ୍ୟୁ ମାମଲା । ତଦନ୍ତରେ ସହାୟତା ପାଇଁ କ୍ରାଇମବ୍ରାଞ୍ଚର ଏକ ଟିମ ସାମିଲ ।

କନକ ବ୍ୟୁରୋ: ପାରଳାଖେମୁଣ୍ଡି ଏସିଏଫ ସୌମ୍ୟରଞ୍ଜନ ମହାପାତ୍ରଙ୍କ ମୃତ୍ୟୁ ମାମଲା । ତଦନ୍ତରେ ସହାୟତା ପାଇଁ କ୍ରାଇମବ୍ରାଞ୍ଚର ଏକ ଟିମ ସାମିଲ । କ୍ରାଇମବ୍ରାଞ୍ଚର ଏକ ଟିମକୁ ସାମିଲ କଲେ ପୋଲିସ ଡିଜି । ଡିଏସପି ବିଜୟ କୁମାର ମଲ୍ଲିକଙ୍କ ନେତୃତ୍ୱରେ ସହଯୋଗ କରିବ ଏହି ଟିମ । କ୍ରାଇମବ୍ରାଞ୍ଚର…

ଶ୍ରୀମନ୍ଦିର ସାମ୍ନାରେ ଲାଗିଲା ବଡଠାକୁରଙ୍କ ରଥ । ପ୍ରଭୁ ବଳଭଦ୍ରଙ୍କ ତାଳଧ୍ୱଜ ରଥକୁ ଟାଣି ଆଣିଲେ ସେବାୟତ

କନକ ବ୍ୟୁରୋ: ଶ୍ରୀମନ୍ଦିର ସାମ୍ନାରେ ଲାଗିଲା ବଡଠାକୁରଙ୍କ ରଥ । ପ୍ରଭୁ ବଳଭଦ୍ରଙ୍କ ତାଳଧ୍ୱଜ ରଥକୁ ଟାଣି ଆଣିଲେ ସେବାୟତ । ଗୁଣ୍ଡିଚା ମନ୍ଦିରରୁ ପ୍ରଥମେ ଗଡିଥିଲା ବଳଭଦ୍ରଙ୍କ ରଥ । ବଳଭଦ୍ରଙ୍କ ରଥ ପଛେ ପଛେ ଶ୍ରୀମନ୍ଦିର ଅଭିମୁଖେ ଗଡୁଛି ଦେବୀ ସୁଭଦ୍ରାଙ୍କ ରଥ । ପଛେ ପଛେ ଆସୁଛି କାଳିଆ…