Daily Archives

July 14, 2021

ବ୍ରାଉନସୁଗାର ଜାଲରେ ଛନ୍ଦି ହୋଇଗଲାଣି ଭୁବନେଶ୍ୱର । ୩୫ ଲକ୍ଷ ଟଙ୍କା ନଗଦ ଓ ୫୫ ଲକ୍ଷ ଟଙ୍କାର ବ୍ରାଉନସୁଗାର ଜବତ କଲା…

କନକ ବ୍ୟୁରୋ: ଭୁବନେଶ୍ୱର କେଶୁରା ଅଞ୍ଚଳର ଜଣେ ମହିଳାଙ୍କ ଘର ଭିତରୁ ୫୫୦ ଗ୍ରାମର ବ୍ରାଉନସୁଗାର ଓ  ନଗର ୩୪ ଲକ୍ଷ ୮୦ ହଜାର ଟଙ୍କା ଜବତ ଘଟଣା ପୁଣି ପ୍ରମାଣିତ କରିଛି ରାଜଧାନୀରେ ବେଧଡକ ଭାବେ ବଢିଚାଲିଛି ନିଶା କାରବାର ।  କାହାକୁ ଯେମିତି କୌଣସି ସୁରାକ ନ ମିଳେ  ତାକୁ ଆଧାର କରି ଏକ…

ଦେଶର ଇସ୍ପାତ ହବ୍ ହେବ ଓଡିଶା । ମୁଖ୍ୟମନ୍ତ୍ରୀ କହିଲେ, ୨୦୩୦ ସୁଦ୍ଧା ଓଡିଶାକୁ ଦେଶର ଇସ୍ପାତ ହବ୍‌ କରାଯିବ । ସେପଟେ,…

କନକ ବ୍ୟୁରୋ: ୨୦୩୦ ସୁଦ୍ଧା ରାଜ୍ୟରେ ଇସ୍ପାତ ଉତ୍ପାଦନ ୧୦୦ ମିଲିଅନ ଟନ୍‌ରେ ପହଞ୍ଚିବ। ଏଥିପାଇଁ ରାଜ୍ୟ ସରକାର ଆବଶ୍ୟକ ପଦକ୍ଷେପ ନେଇଛନ୍ତି, ଯାହାଦ୍ବାରା କି ରାଜ୍ୟରେ ପୁଞ୍ଜି ବିନିଯୋଗ ବଢିଛି । କୋଭିଡ ସତ୍ତ୍ବେ, ଗତ ଦୁଇ ବର୍ଷ ମଧ୍ୟରେ ରାଜ୍ୟରେ ପୁଞ୍ଜି ବିନିଯୋଗ ୪.୪୧ ଲକ୍ଷକୁ ବୃଦ୍ଧି…

ପଞ୍ଚାୟତ ନିର୍ବାଚନ ପାଇଁ ଭିତିରିଆ ଚାଲିଛି ପ୍ରସ୍ତୁତି । ସୀମା ପୁନଃ ନିର୍ଦ୍ଧାରଣ ଓ ଆସନ ସଂରକ୍ଷଣ ଉପରେ ପଞ୍ଚାୟତିରାଜ…

କନକ ବ୍ୟୁରୋ: ରାଜନୈତିକ ପାଣିପାଗକୁ ଦେଖି ଅନୁମାନ କରାଯାଉଛି ୨୦୨୨ ଆରମ୍ଭରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ହୋଇପାରେ । କାହିଁକି ନା, ୨ ଦିନ ହେଲା ବିଜେଡି ସୁପ୍ରିମୋ ଦଳର ବିଧାୟକ ଓ ବରିଷ୍ଠ ନେତା ଓ ମନ୍ତ୍ରୀଙ୍କୁ ନେଇ ମାରାଥନ ବୈଠକ କରୁଛନ୍ତି । ଆଉ ସୂଚନା ଅନୁସାରେ ନେତାଙ୍କୁ…

ଜୁଲାଇ ୧୬ ପରେ ଆଂଶିକ ନା ସଂପୂର୍ଣ୍ଣ ଅନଲକ୍ । ଆସନ୍ତାକାଲି ଆସିପାରେ ନୂଆ ଗାଇଡଲାଇନ୍ । ଚାରିଆଡୁ ଆସୁଛି ଦୁର୍ଦ୍ଦଶାର…

କନକ ବ୍ୟୁରୋ: କରୋନାର ସଂଘର୍ଷ ଭିତରେ ଅର୍ଥନୀତିର ଅଣ୍ଟା ଦୋହଲି ଯାଇଛି, ଜୀବନକୁ ସୁରକ୍ଷା ଦେବାକୁ ଯାଇ ଜୀବିକା ଉଜୁଡ଼ିବାକୁ ବସିଲାଣି । ଜୀବନ-ଜୀବିକାର ଦୋଛକିରେ ଆଗକୁ କ’ଣ ହେବ ତାକୁ ନେଇ ଏବେ ଚର୍ଚ୍ଚା । ୧୬ ତାରିଖ ସକାଳେ ସରୁଛି ଆଂଶିକ ତାଲାବନ୍ଦର ଅବଧି । ଏହି ଅବଧି ସରିବା ପରେ ଯଦି…

ଭୁବନେଶ୍ୱରରେ ହିରୋ ମୋଟକର୍ପର ନୂତନ ଡିଲରସିପ୍ ‘ଅରୁନ୍ଧତୀ ହିରୋ’ର ଶୁଭାରମ୍ଭ ।

କନକ ବ୍ୟୁରୋ: ପୃଥିବୀର ଏକ ନମ୍ବର ଟୁ-ହ୍ୱିଲର ବ୍ରାଣ୍ଡ ହିରୋ ତରଫରୁ ଭୁବନେଶ୍ୱରଠାରେ ଏକ ନୂତନ ଡିଲରସିପ ‘ଅରୁନ୍ଧତୀ ହିରୋ’ର ଶୁଭାରମ୍ଭ ହୋଇଛି । ବୁଧବାର ରାଜ୍ୟ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା, ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର,  ହିରୋ ମୋଟକର୍ପର ଜାତୀୟ  ସେଲସ ମୁଖ୍ୟ ଆଶୁତୋଷ ବର୍ମା…

ଦ୍ବିତୀୟ ବିଶ୍ବ ଟେଷ୍ଟ ଚାମ୍ପିୟନସିପ୍ ନେଇ ଘୋଷଣା କଲା ଆଇସିସି । ଦେଖନ୍ତୁ, ନୂଆ ଖେଳସୂଚୀ…

କନକ ବ୍ୟୁରୋ : ଅନ୍ତର୍ଜାତୀୟ କ୍ରିକେଟ ପରିଷଦ( ଆଇସିସି )ପକ୍ଷରୁ ୨୦୨୧-୨୩ ପାଇଁ ବିଶ୍ବ ଟେଷ୍ଟ ଚାମ୍ପିଅନସିପର କାର୍ଯ୍ୟସୂଚୀ ଘୋଷଣା କରାଯାଇଛି । ଏହା ସହିତ ନୂଆ ପଏଣ୍ଟ ବ୍ୟବସ୍ଥା ସମ୍ପର୍କରେ ମଧ୍ୟ ଘୋଷଣା କରାଯାଇଛି । ଆସନ୍ତା ଅଗଷ୍ଟ ୪ରୁ ଆରମ୍ଭ ହେଉଥିବା ଭାରତ-ଇଂଲଣ୍ଡ ୫ ଟିକିଆ ଟେଷ୍ଟ…