Daily Archives

June 25, 2021

କରୋନା ବେଳେ କ୍ୱାରେଣ୍ଟିନ୍ ଭଳି ଅଣସରକୁ ଗଲେ ଜଗନ୍ନାଥ । ୧୪ ଦିନିଆ ସଙ୍ଗରୋଧ ଭଳି ଅଣସର ପିଣ୍ଡିରେ ରହିବେ ଠାକୁର ।…

କନକ ବ୍ୟୁରୋ: ଶ୍ରୀଜିଉଙ୍କ ମାନବୀୟ ଲୀଳା, ଜଗନ୍ନାଥ ସଂସ୍କୃତିର ଆଉ ଏକ ଅନନ୍ୟ ପରମ୍ପରା । ଏଠି ଭଗବାନ ମଣିଷ ଭଳି ସ୍ନାନ କରନ୍ତି, ମଣିଷ ଭଳି ଜ୍ୱର ହୁଏ ଏବଂ ଉପଚାର ମଧ୍ୟ କରାଯାଏ । ୧୦୮ ଗରା ସୁବାଷିତ ଜଳରେ ସ୍ନାନ କରିବା ପରେ ଶ୍ରୀଜିଉଙ୍କୁ ଏବେ ଜର । ଆଉ ପରମ୍ପରା ଅନୁସାରେ ମହାପ୍ରଭୁ…

କରୋନା କାଳରେ ପ୍ରକାଶ ପାଇଲା ମାଟ୍ରିକ୍ ରେଜଲ୍ଟ । ବିନା ପରୀକ୍ଷାରେ ପାସ କଲେ ରେକର୍ଡ ସଂଖ୍ୟକ ଛାତ୍ରଛାତ୍ରୀ । ପାସ୍…

କନକ ବ୍ୟୁରୋ: କରୋନା କାଳର ମାଟ୍ରିକ୍ ପାସ୍ ହାର ଓଡ଼ିଶା ମାଧ୍ୟମିକ ଶିକ୍ଷା ବୋର୍ଡର ସବୁ ରେକର୍ଡକୁ ଭାଙ୍ଗି ଦେଇଛି । ରାଜ୍ୟର ୮,୯୩୪ ସ୍କୁଲରେ ୫,୭୪,୧୨୫ ଜଣ ରେଗୁଲାର ଛାତ୍ରଛାତ୍ରୀ ଫର୍ମ ଫିଲପ୍ କରିଥିବା ବେଳେ ସେଥିରୁ ୫,୬୨,୦୧୦ ଜଣ ପାସ୍ କରିଛନ୍ତି । ମାତ୍ର ୭,୭୦୩ ଛାତ୍ରଛାତ୍ରୀ ଫେଲ…

୭ଟି ଜିଲ୍ଲାରେ ମେଡିକାଲ ଅକ୍ସିଜେନ ସଂରକ୍ଷଣ, ବଣ୍ଟନ ବ୍ୟବସ୍ଥା ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ ।…

କନକ ବ୍ୟୁରୋ: ମୁଖ୍ୟମନ୍ତ୍ରୀ ନବୀନ  ପଟ୍ଟନାୟକ ଆଜି ଭିଡିଓ କନଫରେନ୍ସିଂ ଜରିଆରେ ରାଜ୍ୟର ଆଉ ୭ଟି ଜିଲ୍ଲାରେ ତରଳ ମେଡିକାଲ ଅକ୍ସିଜେନ୍ ସଂରକ୍ଷଣ ଓ ବଣ୍ଟନ ବ୍ୟବସ୍ଥା ପାଇଁ ଭିତ୍ତିପ୍ରସ୍ତର ରଖିଛନ୍ତି।  ଏହାସହିତ ରାଜ୍ୟର ସମସ୍ତ ୩୦ଟି ଜିଲ୍ଲାରେ ଅକ୍ସିଜେନ ପ୍ଲାଣ୍ଟ ପାଇଁ କାମ ଆରମ୍ଭ…

ଓଡ଼ିଶାର ଦେବଗଡ଼ ଜିଲ୍ଲାରେ ଚିହ୍ନଟ ହେଲା ଡେଲଟା ପ୍ଲସ୍ ଭାରିଆଣ୍ଟ । ନ୍ୟାସନାଲ ସେଣ୍ଟର ଫର ଡିଜିଜ୍ କଣ୍ଟ୍ରୋଲ…

କନକ ବ୍ୟୁରୋ: ଦ୍ୱିତୀୟ ଲହରରେ ଆତଙ୍କ ଖେଳାଇଥିବା କରୋନା ଭୂତାଣୁର ଡେଲଟା ଭାରିଆଣ୍ଟ ରୂପ ବଦଳାଇ ଡେଲଟା ପ୍ଲସ ଭାରିଆଣ୍ଟ ହୋଇ ନୂଆ ରୂପରେ ଆସିଛି । ଓଡିଶାର ଦେବଗଡରେ ଜଣେ ବ୍ୟକ୍ତିଙ୍କ ଠାରେ ଏହି ଭୂତାଣୁ ଚିହ୍ନଟ ହୋଇଛି । ତେବେ ସେ କେଉଁଠୁ ଆସିଥିଲେ ଏବଂ ସେ ଭାଇରସ ଓଡିଶା କେମିତି…

କିସରୁ ମାଟ୍ରିକ୍‍ ପାସ୍ କଲେ ଦାନ ମାଝୀଙ୍କ ଝିଅ ଚାନ୍ଦିନୀ ମାଝୀ ।  କଳାହାଣ୍ଡି ଜିଲ୍ଲା ଜନଜାତି ଲୋକଙ୍କ…

କନକ ବ୍ୟୁରୋ: ଶୁକ୍ରବାର ପ୍ରକାଶ ପାଇଛି ମାଟ୍ରିକ ପରୀକ୍ଷା ରେଜଲ୍ଟ । ଆଉ ଏହି ପରୀକ୍ଷାରେ  କଳିଙ୍ଗ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ସୋସିଆଲ୍ ସାଇନ୍ସେସ୍ (କିସ୍)ର ଫଳାଫଳ ଶତ ପ୍ରତିଶତ ହୋଇଛି। ସ୍କୁଲର ୬୨୯ ଛାତ୍ରଛାତ୍ରୀ ୭୦ ପ୍ରତିଶତରୁ ଅଧିକ ନମ୍ବର ରଖି ଉତ୍ତୀର୍ଣ୍ଣ ହୋଇଛନ୍ତି ।  ଚଳିତବର୍ଷ…

କରୋନାର ଡେଲଟା ପ୍ଲସ ଭାରିଆଣ୍ଟ ସଂକ୍ରମଣରେ ଜଣଙ୍କର ମୃତ୍ୟୁ ପରେ ଲକଡାଉନ କଟକଣା କୋହଳ ଉପରେ ମହାରାଷ୍ଟ୍ର ସରକାରଙ୍କ…

କନକ ବ୍ୟୁରୋ : କରୋନାର ନୂଆ ଭାରିଆଣ୍ଟ ଡେଲଟା ପ୍ଲସ ସଂକ୍ରମଣରେ ଜଣଙ୍କର ମୃତ୍ୟୁ ପରେ ଲକଡାଉନ କଟକଣା ଉପରେ ପୁଣିଥରେ ବିଚାର କରୁଛନ୍ତି ମହାରାଷ୍ଟ୍ର ସରକାର । ଶୁକ୍ରବାର ଦିନ ମହାରାଷ୍ଟ୍ରର ରତ୍ନଗିରୀ ଅଞ୍ଚଳରେ ଜଣେ ବୟସ୍କ ମହିଳାଙ୍କର ଡେଲଟା ପ୍ଲସ ଭାରିଆଣ୍ଟ ସଂକ୍ରମଣରେ ମୃତ୍ୟୁ ହୋଇଛି ।…