Daily Archives

June 17, 2021

କରୋନା ସହ ଲଢେଇ କରୁଛନ୍ତି କଣ୍ଠଶିଳ୍ପୀ ତପୁ ମିଶ୍ର । ଦୀର୍ଘ ଦିନ ଧରି ଭୁବନେଶ୍ୱରର ଘରୋଇ ଡାକ୍ତରଖାନାରେ ଜୀବନ-ମୃତ୍ୟୁ…

କନକ ବ୍ୟୁରୋ: କଣ୍ଠଶିଳ୍ପୀ ତପୁ ମିଶ୍ର ଗୁରୁତର । କରୋନା ସଂକ୍ରମିତ ହୋଇ ଚିକିତ୍ସୀଧୀନ ଥିବା ଓଲିଉଡ କଣ୍ଠଶୀଳ୍ପି ତପୁ ମିଶ୍ର କରୋନା ସହ ଲଢ଼େଇ କରୁଛନ୍ତି । ସେ କରୋନାରେ ଆକ୍ରାନ୍ତ ହେବା ପରେ ହସିପଟାଲରେ ଭର୍ତ୍ତୀ ହୋଇଥିଲେ । କୋଭିଡି ରିପୋର୍ଟ ନେଗେଟିଭ ରହିଥିବା ସତ୍ତେ୍ୱ ତାଙ୍କର ଫୁସଫୁସ…

ପରୀ ହତ୍ୟାକାଣ୍ଡ ପରେ ନୟାଗଡରେ ପୁଣି ଏକ ଲୋମହର୍ଷଣକାରୀ ଘଟଣା । ୬ ବର୍ଷର ଶିଶୁକନ୍ୟାର ମୁଣ୍ଡକାଟି ଫୋପାଡି ଦେଲା…

କନକ ବ୍ୟୁରୋ: ନୟାଗଡ ‘ପରୀ’ ହତ୍ୟା କାଣ୍ଡ ପରେ ଆଉ ଏକ ଛାତି ଥରା ଘଟଣା ସାମ୍ନାକୁ ଆସିଛି । ଆଉ ଏଥର ପୁଣି ଏକ ନର ରାକ୍ଷାସର ଟାର୍ଗେଟ ବନିଛି ଏହି କୁନି ଝିଅ । ମାତ୍ର୍ ୫ ବର୍ଷ ୮ ମାସ ବୟସର ଏହି କୁନି ଝିଅ ଦୁନିଆଁକୁ ଠିକ୍ ଭାବେ ଦେଖିବା ପୂର୍ବରୁ ତା ସହ ଅତ୍ୟନ୍ତ ଅମାନୁଷିକ ଘଟଣା ଘଟିଛି ।…

ବିନା ପରୀକ୍ଷାରେ ରେଜଲ୍ଟ ବାହାର କରିବା ପାଇଁ ବାହାରିଲା ସୂତ୍ର । ୩୧ ଜୁଲାଇ ସୁଦ୍ଧା ବାହାରିବ ସିବିଏସଇ ଦ୍ୱାଦଶ…

କନକ ବ୍ୟୁରୋ: ସିବିଏସଇ ଦ୍ୱାଦଶ ପରୀକ୍ଷା ଫଳ କିପରି ପ୍ରକାଶ ପାଇବ, ଏ ନେଇ ଯେଉଁ ଦ୍ୱନ୍ଦ୍ୱ ରହିଥିଲ, ତାହା ଦୂର ହୋଇଛି । ମୂଲ୍ୟାୟନ କିପରି କରାଯିବ, କେଉଁ ଆଧାରରେ ଛାତ୍ରଛାତ୍ରୀଙ୍କ ନମ୍ବର ଦିଆଯିବ, ସୁପ୍ରିମକୋର୍ଟଙ୍କୁ ଜଣାଇଛି ସିବିଏସଇ । ଜୁଲାଇ ୩୧ ତାରିଖରେ ପରୀକ୍ଷା ଫଳ ପ୍ରକାଶ ପାଇବ…

ନୟାଗଡ ଶିଶୁକନ୍ୟା ହତ୍ୟା ଘଟଣାରେ ଏସପିଙ୍କ ପ୍ରତିକ୍ରିୟା । କହିଲେ ଦୁଷ୍କର୍ମ ପରେ କରାଯାଇଛି ଶିଶୁ କନ୍ୟାକୁ ହତ୍ୟା ।

କନକ ବ୍ୟୁରାେ: ପରୀ ହତ୍ୟା ଘଟଣା ପରେ ପୁଣି ନୟାଗଡରେ ଶିଶୁକନ୍ୟା ମୃତ୍ୟୁ ଘଟଣା ଏବେ ଚର୍ଚ୍ଚାରେ ରହିଛି । ହେଲେ ଏହାରି ଭିତରେ ନୟାଗଡ ଏସପି ଏହି ଘଟଣାକୁ ନେଇ ନିଜର ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି ଦୁଷ୍କର୍ମ ଉଦ୍ଦେଶ୍ୟରେ ଶିଶୁକନ୍ୟାକୁ ହତ୍ୟା କରାଯାଇଛି । ଶିଶୁକନ୍ୟାକୁ ପ୍ରଥମେ…

ବିଶ୍ୱ ଟେଷ୍ଟ ଚାମ୍ପିୟନସିପ ଫାଇନାଲ: ଭାରତୀୟ ଟିମର ଚୂଡାନ୍ତ ଏକାଦଶ ଘୋଷଣା । ଦେଖନ୍ତୁ କିଏ ସ୍ଥାନ ପାଇଲେ ?

କନକ ବ୍ୟୁରୋ: ବିଶ୍ୱ ଟେଷ୍ଟ ଚାମ୍ପିୟନସିପ ଫାଇନାଲ ପାଇଁ ପ୍ରସ୍ତୁତ ଭାରତୀୟ ଦଳ । ଦଳ ଆଜି ଚୂଡାନ୍ତ ଏକାଦଶ ଘୋଷଣା ହୋଇଛି । ଦଳ କିଛି ଅଭିଜ୍ଞ ଆଉ କିଛି ଯୁବ ଖେଳାଳିଙ୍କୁ ନେଇ ମୈଦାନକୁ ଓହ୍ଲାଇବ ବିରାଟ ବାହିନୀ । ନ୍ୟୁଜିଲାଣ୍ଡ ବିପକ୍ଷରେ ଏହି ଐତିହାସିକ ବିଜୟ ଲକ୍ଷ୍ୟରେ ଆସନ୍ତାକାଲି…

ମୁଖ୍ୟମନ୍ତ୍ରୀଙ୍କ ୧୬୯୦ କୋଟି ୪୬ ଲକ୍ଷ ଟଙ୍କାର କୋଭିଡ ସହାୟତା । ଚାଷୀଠୁ ଛାତ୍ରଛାତ୍ରୀ ସମସ୍ତେ ହେବେ ଉପକୃତ

କନକ ବ୍ୟୁରୋ: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ରାଜ୍ୟର ଆର୍ଥିକ ଓ ସାମାଜିକ ଦୁର୍ବଳ ଶ୍ରେଣୀର ଲୋକମାନଙ୍କ ପାଇଁ ୧୬୯୦ କୋଟି ୪୬ ଲକ୍ଷ ଟଙ୍କାର କୋଭିଡ ସହାୟତା ଘୋଷଣା କରିଛନ୍ତି । ଏହାଦ୍ବାରା ଭୂମିହୀନ ଚାଷୀ, ନିର୍ମାଣ ଶ୍ରମିକ, ସହରାଞ୍ଚଳର ଗରିବ ଲୋକ, ଆଦିମ ଜନଜାତି, ରାଜ୍ୟ ଖାଦ୍ୟ…