Daily Archives

June 15, 2021

ବିଶ୍ୱ ଟେଷ୍ଟ ଚାମ୍ପିୟନସିପ ଫାଇନାଲ: ଘୋଷଣା ହେଲା ଭାରତୀୟ ଦଳ । ପଢନ୍ତୁ କିଏ ଦଳରେ ସ୍ଥାନ ପାଇଲେ 

କନକ  ବ୍ୟୁରୋ: ବିଶ୍ୱ ଟେଷ୍ଟ ଚାମ୍ପିୟନସିପ ଫାଇନାଲ ପାଇଁ ଭାରତୀୟ ଦଳ ଘୋଷଣା ହେଲା । ୧୫ ଜଣିଆ ଦଳ ଘୋଷଣା କରିଛି ବିସିସିଆଇ । ଏନେଇ ଟ୍ୱିଟ କରି ସୂଚନା ଦିଆଯାଇଛି । ତେବେ ଦଳର ଅଧିନାୟକ ରହିଛନ୍ତି ବିରାଟ କୋହଲି ଓ ଉପ ଅଧିନାୟକ ରହିଛନ୍ତି ଆଜିଙ୍କ୍ୟ ରାହାଣେ । 🗒️…

ଆହ୍ଲାବାଦ ହାଇକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ । ସାବାଳିକା ପତ୍ନୀଙ୍କ ସହ ରହିପାରିବେନି ନାବାଳକ ସ୍ୱାମୀ

କନକ ବ୍ୟୁରୋ : ଆହ୍ଲାବାଦ ହାଇକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ମାମଲାର ଶୁଣାଣି କରି ଏକ ମହତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି । କୋର୍ଟ କହିଛନ୍ତି କି ଯଦି ସ୍ୱାମୀ ନାବଳକ ତ ସେ ସାବାଳିକା ପତ୍ନୀଙ୍କ ସହ ରହିପାରିବେ ନାହିଁ । କୋର୍ଟ ତାଙ୍କ ରାୟରେ କହିଛନ୍ତି କି ଜଣେ ନାବାଳକକୁ ସ୍ୱାମୀ ହିସାବରେ ଜଣେ…

ଭାଙ୍ଗୁଛି ଲୋକ ଜନଶକ୍ତି ପାର୍ଟି । ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ପଦରୁ ବିଦାହେଲେ ଚିରାଗ । ପାଟନାର ଏଲଜେପି କାର୍ଯ୍ୟାଳୟ…

କନକ ବ୍ୟୁରୋ : ଲୋକ ଜନଶକ୍ତି ପାର୍ଟି (ଏଲଜେପି) ରେ ଲାଗିଥିବା କନ୍ଦଳ ଭିତରେ ଚିରାଗ ପାସୱାନଙ୍କୁ ସଂସଦୀୟ ଦଳର ନେତା ପଦ ଓ ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ପଦରୁ ହଟାଇ ଦିଆଯାଇଛି । ଚିରାଗଙ୍କ କକା ପଶୁପତି କୁମାର ପାରସଙ୍କ ସମର୍ଥିତ ନେତାମାନେ ଏଲଜେପି ସମ୍ବିଧାନର ଦ୍ୱାହୀ ଦେଇ ଚିରାଗଙ୍କୁ ଏସବୁ…

ଦୁନିଆର ସବୁ ଦୁଃଖଠୁ ବଳିଗଲା ରାନୀର ଦୁଃଖ… ୭ ଦିନରେ ଆଖି ବୁଜିଲେ ବାପାମାଆ ଓ ଜେଜେମା । ୧୪ ମାସର କୁନି ଝିଅକୁ…

କନକ ବ୍ୟୁରୋ: ବାପା ଚାଲିଗଲେ, ମାଆ ଚାଲିଗଲା, ଜେଜେମା ବି ଆଖିବୁଜିଲା । ପରିବାରର ତିନି ତିନି ଜଣଙ୍କ ମୃତ୍ୟୁ ପରେ ଏବେ ପୂରା ଏକା ହୋଇଯାଇଛି ଏ କଅଁଳା ଶିଶୁ । ଆଗରେ କେହି ନାହିଁ, ପଛରେ ବି କେହି ନାହିଁ । ଝୁଣ୍ଟି ପଡିଲେ ଆହା ପଦେ କହି ଉଠାଇବାକୁ ନା ମାଆ ଅଛି ନା ପିଠିରେ ବସାଇ ହାତୀଘୋଡା…

କେମିତି ରହିଛି ଅମ୍ରିତ ଓ ଅଭିଷେକଙ୍କ ସ୍ୱାସ୍ଥ୍ୟାବସ୍ଥା ? ଦୁହିଁଙ୍କ ସ୍ଥିତିରେ ସୁଧାର ଆସିଲାଣି ନା ଦୁହେଁ ଅଛନ୍ତି…

କନକ ବ୍ୟୁରୋ: କେମିତି ଅଛନ୍ତି ଅମ୍ରିତ ପ୍ରଧାନ ? କେମିତି ଅଛନ୍ତି ଅଭିଷେକ ମହାପାତ୍ର ? ଉଭୟଙ୍କ ସ୍ୱାସ୍ଥ୍ୟାବସ୍ଥା କେମିତି ଅଛି ? ଇକମୋ ଚିକିତ୍ସା ପାଇଁ ବାହାର ରାଜ୍ୟକୁ ଯାଇଥିବା ଅଭିଷେ, ଓ ଅମ୍ରିତଙ୍କ ଅବସ୍ଥା କେମିତି ଅଛି ? ଦୁହିଁଙ୍କ ସ୍ୱାସ୍ଥ୍ୟାବସ୍ଥାରେ କିଛି ସୁଧାର ଅସିଲାଣି ନା…

ନଷ୍ଟ ହୋଇଯାଇଛି ହୃତପିଣ୍ଡକୁ ସଂଯୋଗ କରୁଥିବା ଶିର । ଜୀବନ ପାଇଁ ଭିକ୍ଷା ମାଗୁଛନ୍ତି ରାକେଶ । ଅଧିକ ଚିକିତ୍ସା ପାଇଁ…

କନକ ବ୍ୟୁରୋ: ବୟସ ମାତ୍ର ୩୨ । ଆହୁରି ଜିଇଁବାର ଅଛି ଅନେକ ଦିନ । ଜୀବନକୁ ଭୋଗି ହୋଇନି କି ବୟସ ଅନୁସାରେ ସ୍ୱପ୍ନ ପୂରା କରି ହୋଇନି । ଅନେକ କିଛି ବାକି ରହିଛି । ଆଶାର ଏଇ କଂକ୍ରିଟ ରାସ୍ତାରେ ଚାଲିବା ବେଳେ ଆୟୁଷକୁ ଆଖିଦେଖାଉଛି ରୋଗ । କଣ କରିହେବ ଅର୍ଥ ଥିଲେ ତ ଅଧିକ ଚିକିତ୍ସା କରି…