Daily Archives

June 2, 2021

ଦ୍ୱିତୀୟ ଲହର ସରିନି, ଚିନ୍ତା ବଢ଼ାଇଲା ତୃତୀୟ ଲହର । ଏସବିଆଇ ରିପୋର୍ଟ କହିଲା, ଦ୍ୱିତୀୟ ଲହର ଭଳି ମାରାତ୍ମକ ହୋଇପାରେ…

କନକ ବ୍ୟୁରୋ: ଦେଶରେ ଯେତେବେଳେ କରୋନାର ଦ୍ୱିତୀୟ ଲହର ପ୍ରକୋପ ଧିରେ ଧିରେ କମୁଛି, ସେତିକି ବେଳେ ତୃତୀୟ ଲହର ନେଇ ସତର୍କ କରାଇଛି ଏସବିଆଇର ଏକ ରିପୋର୍ଟ । ରିପୋର୍ଟ ଅନୁସାରେ ଦ୍ୱିତୀୟ ଲହର ଭଳି ଘାତକ ହୋଇପାରେ ତୃତୀୟ ଲହର । କରୋନାର ଦ୍ୱିତୀୟ ଲହରରୁ ଦେଶ ମୁକୁଳିନଥିବା ବେଳେ ତୃତୀୟ…

ବାତ୍ୟା କ୍ଷୟକ୍ଷତି ଓ ପୁନରୁଦ୍ଧାର ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ । କ୍ଷୟକ୍ଷତି ପରିମାଣ ୬୧୦ କୋଟି ଟଙ୍କା ବୋଲି…

କନକ ବ୍ୟୁରୋ: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ସଂଧ୍ୟାରେ ଭିଡିଓ କନଫରେନ୍ସି ଜରିଆରେ ବାତ୍ୟା ୟାସର କ୍ଷୟକ୍ଷତି ଓ ପୁନରୁଦ୍ଧାର କାର୍ଯ୍ୟକ୍ରମ ସଂପର୍କରେ ସମୀକ୍ଷା କରିଛନ୍ତି । ଏଥିସହିତ ବାତ୍ୟା ସମୟରେ ସରକାରଙ୍କ ପକ୍ଷରୁ ନିଆଯାଇଥିବା ବିଭିନ୍ନ ପଦକ୍ଷେପ ସଂପର୍କରେ ତଥ୍ୟ ସଂଗ୍ରହ କରି…

ବିଦେଶରୁ ଟିକା କିଣିବା ପ୍ରସଙ୍ଗରେ ସବୁ ରାଜ୍ୟ ସରକାରଙ୍କୁ ଚିଠି ଲେଖି ଏକାଠି ହେବାକୁ ଆହ୍ୱାନ ଦେଲେ ନବୀନ । ମମତା…

କନକ ବ୍ୟୁରୋ: ଦେଶରେ ଟୀକାକରଣ ବାବଦରେ ଏକ ସ୍ପଷ୍ଟ ଆଭିମୁଖ୍ୟ ଆଣିବାକୁ ଯାଇ ସମସ୍ତ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖି ନବୀନ ପଟ୍ଟନାୟକ ଟୀକା ସଂଗ୍ରହ ଓ ଟୀକାକରଣ ବାବଦରେ କେନ୍ଦ୍ର ସରକାରଙ୍କୁ ଏକ ବଡ ବାର୍ତ୍ତା ଦେବାକୁ ଚେଷ୍ଟା କରିଛନ୍ତି । ଚିଠିରେ ମୁଖ୍ୟମନ୍ତ୍ରୀ ଲେଖିଛନ୍ତି -କେନ୍ଦ୍ରୀୟ…

ବିଜୟଶ୍ରୀଙ୍କ ବିୟୋଗରେ ବିଶିଷ୍ଟ ବ୍ୟକ୍ତିଙ୍କ ଶୋକ ପ୍ରକାଶ । ମୁଖ୍ୟମନ୍ତ୍ରୀ କହିଲେ, ଦଳ ପାଇଁ ଏକ ଅପୂରଣୀୟ କ୍ଷତି

କନକ ବ୍ୟୁରୋ: ପୂର୍ବତନ ମନ୍ତ୍ରୀ ବିଜୟଶ୍ରୀ ରାଉତରାୟଙ୍କ ପରଲୋକ ଘଟିଛି । ତାଙ୍କ ବିୟୋଗରେ ଅନେକ ବିଶିଷ୍ଟ ବ୍ୟକ୍ତି ଶୋକପ୍ରକାଶ କରିଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ, ପିସିସି ସଭାପତି ନିରଞ୍ଜନ…

ଟିକା ପ୍ରସଙ୍ଗକୁ ନେଇ ନବୀନଙ୍କ ଚିଠି ପରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ପ୍ରତିକ୍ରିୟା । କହିଲେ,…

କନକ ବ୍ୟୁରୋ: ଟିକା ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦେଶର ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିବା ପରେ ଏନେଇ ଏବେ ପ୍ରତିକ୍ରିୟା ରଖିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଟୁଇଟ୍ କରି ସେ ଲେଖିଛନ୍ତି, ପ୍ରଧାନମନ୍ତ୍ରୀଙ୍କ ଉପରେ ଆସ୍ଥା ଓ ଭରସା ରଖି ନବୀନ…

ସଂକ୍ରମଣ କମିଲା, ସୁସ୍ଥ ସଂଖ୍ୟା ବଢିଲା । ଆଜି ଭୁବନେଶ୍ୱରରୁ ଚିହ୍ନଟ ହେଲେ ୯୧୮ କରୋନା ଆକ୍ରାନ୍ତ । ସେପଟେ ସୁସ୍ଥ…

କନକ ବ୍ୟୁରୋ: ଭୁବନେଶ୍ୱର ପାଇଁ ଆଜି ଭଲ ଖବର । ଆଜି ରାଜଧାନୀରେ ସଂକ୍ରମଣ କମ ରହିଛି ସୁସ୍ଥ ସଂଖ୍ୟା ଅଧିକ ରହିଛି । ଆଜି ଗୋଟିଏ ଦିନରେ ଚିହ୍ନଟ ହୋଇଛନ୍ତି ୯୧୮ କରୋନା ଆକ୍ରାନ୍ତ । କ୍ୱାରାଣ୍ଟାଇନ ସେଣ୍ଟରୁ ୧୬୯ ଜଣ ଚିହ୍ନଟ ହୋଇଥିବା ବେଳେ ୭୪୯ ଲୋକାଲ କେସ ଚିହ୍ନଟ ହୋଇଛନ୍ତି । ସେହିପରି…