Daily Archives

April 20, 2021

ଶେଷ ହୋଇପାରିଲାନି ଲିଙ୍ଗରାଜଙ୍କ ରୁକୁଣା ରଥ ଟଣା । ଗୋସାଗରେଶ୍ୱର ଛକରେ ଅଟକିଲା ରୁକୁଣା ରଥ ।

କନକ ବ୍ୟୁରୋ: ଗୋସାଗରେଶ୍ୱର ଛକରେ ଅଟକିଲା ରୁକୁଣା ରଥ । ଶେଷ ହୋଇପାରିଲାନି ଲିଙ୍ଗରାଜଙ୍କ ରୁକୁଣା ରଥ ଟଣା । ଅନ୍ଧାର ହେଲା ବୋଲି ରଥ ଟଣା ବନ୍ଦ କରିଦେଲେ ଭୋଇ ସେବାୟତ । ରଥ ରୋକିବା ଅନୁମତିକୁ ନେଇ ବିବାଦ । ଆଜି କୋଭିଡ କଟକଣା ଭିତରେ ପାଳନ ହୋଇଛି ଲିଙ୍ଗରାଜଙ୍କ ରୁକୁଣା ରଥ ଯାତ୍ରା ।…

୧୦ ଜିଲ୍ଲାକୁ କାଳବୈଶାଖୀ ସମ୍ଭାବନା, ୟେଲୋ ୱାର୍ଣ୍ଣିଂ ଜାରି କଲା ପାଣିପାଗ ବିଭାଗ ।

କନକ ବ୍ୟୁରୋ : ରାଜ୍ୟର ଦକ୍ଷିଣ, ପଶ୍ଚିମ ଓ ଉତ୍ତର ଆଭ୍ୟନ୍ତରୀଣର ପ୍ରାୟ ୧୦ଟି ଜିଲ୍ଲାରେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ କାଳବୈଶାଖୀ ଜନିତ ବର୍ଷା ଓ ଘୂର୍ଣ୍ଣିଝଡ଼ର ସମ୍ଭବାନା ରହିଛି ବୋଲି ଆଜି ଅପରାହ୍ନରେ ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଜାରି ଏକ ସତର୍କ…

ଭୁବନେଶ୍ୱର ପରେ କଟକରେ ବନ୍ଦ ହେଲା ସମସ୍ତ ଧର୍ମାନୁଷ୍ଠାନ । ଆସନ୍ତାକାଲି ଠାରୁ କଟକରେ ସମସ୍ତ ଧର୍ମାନୁଷ୍ଠାନ ବନ୍ଦ ନେଇ…

କନକ ବ୍ୟୁରୋ : କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ପ୍ରଥମେ ଭୁବନେଶ୍ୱର ଓ ଏବେ କଟକର ସମସ୍ତ ଧର୍ମାନୁଷ୍ଠାନ ବନ୍ଦ ନେଇ ନିଷ୍ପତ୍ତି ହୋଇଛି । ଧର୍ମାନୁଷ୍ଠାନ ବନ୍ଦ ରଖିବାକୁ ନିଷ୍ପତ୍ତି ନେଇଛି କଟକ ମହାନଗର ନିଗମ । ଅନ୍ୟପଟେ ଅଳ୍ପ ସଂଖ୍ୟାକୁ ସେବାୟତଙ୍କୁ ନେଇ ଠାକୁରଙ୍କ ନୀତିକାନ୍ତି କରାଯିବ…

ହାଇଦର ଫେରାର ମାମଲାରେ କଟକ ଡିସିପିଙ୍କ ସୂଚନା । କହିଲେ, ଜେଲୱାର୍ଡରଙ୍କ ଫୋନ ବ୍ୟବହାର କରୁଥିଲା ହାଇଦର

କନକ ବ୍ୟୁରୋ: ହାଇଦର ଫେରାର ମାମଲାରେ କଟକ ଡିସିପିଙ୍କ ସୂଚନା । କହିଲେ, ଏହି ମାମଲାରେ ଏଯାଏଁ ୬ ଜଣଙ୍କୁ ଗିରଫ କରାଯାଇଛି । ଆଜି ଗିରଫ ୨ଜଣଙ୍କ ବିରୋଧରେ କାର୍ଯ୍ୟରେ ଅବହେଳା ଅଭିଯୋଗ । କନଷ୍ଟେବଳ ମୌସିମ ଓ ୱାର୍ଡର ଶିବ ନାରାୟଣ ଆଜି ଗିରଫ ହୋଇଛନ୍ତି । ଶିବ ନାରାୟଣ ମୋବାଇଲକୁ ବାରମ୍ବାର…

ଗ୍ୟାଙ୍ଗଷ୍ଟର ହାଇଦର ଫେରାର ମାମଲା । କନଷ୍ଟେବଳ ଓ ଜେଲୱାର୍ଡର ଗିରଫ

କନକ ବ୍ୟୁରୋ : ଗ୍ୟାଙ୍ଗଷ୍ଟର ହାଇଦର ଫେରାର ମାମଲା । କନଷ୍ଟେବଳ ମହମ୍ମଦ ମୌସିମ ଗିରଫ । ଏହାସହ ସମ୍ବଲପୁର ଜେଲୱାର୍ଡର ଶିବନାରାୟଣ ନନ୍ଦଙ୍କୁ ମଧ୍ୟ ଗିରଫ କରାଯାଇଛି । ଉଭୟଙ୍କୁ ଗିରଫ କଲା ମଙ୍ଗଳାବାଗ ଥାନା ପୋଲିସ । ହାଇଦର ଫେରାର ଦିନ ସୁରକ୍ଷା ଦାୟିତ୍ୱରେ ଥିଲେ କନଷ୍ଟେବଳ ମୌସିମ ।…

କୋଭିଡ କଟକଣା ଭିତରେ ଗଡିଲା ମହାପ୍ରଭୁ ଲିଙ୍ଗରାଜଙ୍କ ରୁକୁଣା ରଥ । ରଥଦାଣ୍ଡରୁ ମାଉସୀ ମା’ ମନ୍ଦିର ଯାଏ ୧୪୪ ଧାରା…

କନକ ବ୍ୟୁରୋ : ମହାପ୍ରଭୁ ଲିଙ୍ଗରାଜଙ୍କ ପ୍ରସିଦ୍ଧ ରୁକୁଣା ରଥଯାତ୍ରା ଆଜି ଆରମ୍ଭ ହୋଇଛି । ସମସ୍ତ କୋଭିଡ କଟକଣା ଭିତରେ ରଥଦାଣ୍ଡରୁ ଗଡିଛି ରୁକୁଣା ରଥ । ରଥ ଲିଙ୍ଗରାଜ ମନ୍ଦିରରୁ ଆସି ମାଉସୀ ମା’ ମନ୍ଦିରରେ ପହଂଚିବ । କରୋନା ମହାମାରୀ ପାଇଁ ରଥଖଳାରୁ ମାଉସୀ ମା’ ମନ୍ଦିର ପର୍ଯ୍ୟନ୍ତ…