Daily Archives

April 19, 2021

ଏମ୍ସରେ ଭର୍ତ୍ତି ହେଲେ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂ । କରୋନାରେ ସଂକ୍ରମିତ ହେବା ପରେ ଏମ୍ସରେ ଭର୍ତ୍ତି ।

କନକ ବ୍ୟୁରୋ: କରୋନାରେ ସଂକ୍ରମିତ ହେବା ପରେ ହସ୍ପିଟାଲରେ ଭର୍ତ୍ତି ହେଲେ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂ । ତାଙ୍କୁ ଦିଲ୍ଲୀ ସ୍ଥିତ ଏମ୍ସ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ହସ୍ପିଟାଲରେ ଭର୍ତ୍ତି ହେବା ପରେ ତାଙ୍କର ସ୍ୱାସ୍ଥ୍ୟବସ୍ଥା କିପରି ଅଛି ସେନେଇ ଯାଂଚ ଚାଲିଛି । ତେବେ…

ଆଗକୁ ଗଡୁନି ସଂସାରର ରଥ । ବିଦ୍ୟୁତ୍ ଆଘାତ ଲାଗି ଖଣ୍ଟରୁ ତଳକୁ ଖସି ପଡିଥିଲେ ଦେବବ୍ରତ । ୩ ବର୍ଷ ହେଲା ପଡି ରହିଛନ୍ତି…

କନକ ବ୍ୟୁରୋ: ଏଞ୍ଜେନ କମ୍ପାନିରେ ଠିକା କର୍ମଚାରୀ ଭାବରେ କାମ କରୁଥଲେ କେନ୍ଦ୍ରାପଡା ରାଜକନିକା ବ୍ଲକ କୋଇଲିପୁର ଗାଁର ଦେବବ୍ରତ ରାଉତ । ସ୍ପଳ୍ପ ରୋଜଗାରରେ ହସ ଖୁସିରେ ଆଗକୁ ବଢୁଥିଲା ଦେବବ୍ରତଙ୍କ ସଂସାର ରଥ । ହେଲେ ହଠାତ୍ ସବୁ କିଛି ଓଲଟପାଲଟ ହୋଇଗଲା । ସଂସାର ରଥର ସାରଥୀ ଇଲେକ୍ଟ୍ରିକ୍…

ଭୁବନେଶ୍ୱରରୁ ଆଜି ୪୬୮ କରୋନା ପଜିଟିଭ ଚିହ୍ନଟ । ସଙ୍ଗରୋଧରୁ ୮୨ ଓ ସ୍ଥାନୀୟ ଅଞ୍ଚଳରୁ ୩୮୬ ଆକ୍ରାନ୍ତ ଚିହ୍ନଟ ।

କନକ ବ୍ୟୁରୋ: ଭୁବନେଶ୍ୱରରୁ ଆଜି ୪୬୮ କରୋନା ପଜିଟିଭ ଚିହ୍ନଟ । ସଙ୍ଗରୋଧରୁ ୮୨ ଜଣ ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ ଅଞ୍ଚଳରୁ ୩୮୬ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେପଟେ ଆଜି ୧୨୩ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଏହାସହ ଭୁବନେଶ୍ୱରରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩୬ ୧୪୭ରେ ପହଞ୍ଚିଛି…

କରୋନା ଭୟରେ ଭକ୍ତଶୂନ୍ୟ ଚିଲିକାର ମାଆ କାଳିଜାଇ ପୀଠ । ମହାମାରୀ ଭୟରେ ମାଆଙ୍କ ପାଖକୁ ଆସୁନାହାନ୍ତି ଭକ୍ତ କି…

କନକ ବ୍ୟୁରୋ: ଭକ୍ତଶୂନ୍ୟ ଚିଲିକାର ଅଧିଷ୍ଠାତ୍ରୀ ଦେବୀ ମାଆ କାଳିଜାଇ । କରୋନାର ଦ୍ୱିତୀୟ ଲହର ସାରା ବିଶ୍ୱକୁ ଆତଙ୍କିତ କରୁଛି । ଅନେକ ମନ୍ଦିରରେ କରୋନା କଟକଣା ଭିତରେ ଭକ୍ତ ଭଗବାନଙ୍କ ଦର୍ଶନ କରୁଛନ୍ତି । ହେଲେ କାଳିଜାଇ ମନ୍ଦିରକୁ ଭକ୍ତ ଆସୁନଥିବାରୁ ହାତ ବାନ୍ଧି ବସିଛନ୍ତି ବ୍ୟବସାୟୀ ।…

ଜୟପୁର ଜେଲରୁ ଅସିଲା ଅଭାବନୀୟ ଚିତ୍ର । ଜେଲ ଭିତରେ ଚାଲିଛି ମଦ ମାଂସର ଆସର । ସୋସିଆଲ ମିଡିଆରେ ଭିଡିଓ ଭାଇରାଲ । ଜେଲ…

କନକ ବ୍ୟୁରୋ : ଅନେକ ସମୟରେ କଏଦୀଙ୍କ ଜୀବନରେ ସଂସ୍କାର ଆଣିବାକୁ ବିଭିନ୍ନ ପ୍ରକାର ଯୋଜନା କରି ପ୍ରଶଂସିତ ହୋଇଥିବା ଜୟପୁର କାରାଗାରର ସୁରକ୍ଷା ବ୍ୟବସ୍ଥାକୁ ନେଇ ପ୍ରଶ୍ନ ଉଠିଛି । ଜେଲ ଭିତରେ ମଉଜ କରୁଛନ୍ତି କଏଦୀ । ମଦ୍ୟାପାନ ସାଙ୍ଗକୁ ଚାଲିଛି ଭୋଜିଭାତର ଆସର । ଜେଲ ଭିତରେ ବିଚାରଧିନ…

ପିଟି ମାରିଦେଲା ପୋଲିସ, ଅଭିଯୋଗ ଆଣିଲେ ଗାଁ ଲୋକ । ଗତ ୧୧ ତାରିଖରେ ଜୁଆ ଆଡ଼ା ଚାଲିଥିବା ବେଳେ ଅଚାନକ ଚଢ଼ାଉ କରି…

କନକ ବ୍ୟୁରୋ: ପିଟି ମାରିଦେଲା ପୋଲିସ, ଅଭିଯୋଗ ଆଣିଲେ ପୁରୀ ଶ୍ରୀଚନ୍ଦନପୁର ଗାଁ ଲୋକ । ମୃତ ମାଧବାନନ୍ଦ ପାତ୍ରଙ୍କ ପୁଅ କୁନା ପାତ୍ରଙ୍କ କହିବା ଅନୁସାରେ ଗତ ୧୧ ତାରିଖରେ ତାଙ୍କ ବାପା ସଂଧ୍ୟାରେ ବଜାର କରିବା ପାଇଁ ଘରୁ ବାହାରିଥିଲେ । ହେଲେ ଘରକୁ ଆଉ ଫେରି ନଥିଲେ । ଅନେକ ଖୋଜାଖୋଜି ପରେ…