Daily Archives

April 18, 2021

ବ୍ରହ୍ମପୁରରେ ଜମିଲାଣି ଆମ୍ବ ବଜାର । ଦୋକାନରେ ସୁନ୍ଦରୀ, ଠୁରୀ, ନଡିଆପରି ବିଭିନ୍ନ କିସମର ଆମ୍ବର ପସରା ।

କନକ ବ୍ୟୁରୋ: ଖରାଦିନ ଆରମ୍ଭ ହେବା ମାତ୍ରେ ବଜାରରେ ଆମ୍ବ ଦୋକାନ ଆଗରେ ଜମେ ଗ୍ରାହକଙ୍କ ଭିଡ । ବିଭିନ୍ନ ପ୍ରକାର ଆମ୍ବ କିଣି ଘରକୁ ନିଅନ୍ତି ଲୋକେ । ସୁନ୍ଦରୀ, ହାତୀମୁଣ୍ଡ, ନଡିଆ, ଠୁରୀ, ବାଇଗଣପଲୀ ସମେତ ବିଭିନ୍ନ ପ୍ରକାର ଆମ୍ବ କିଣିବାକୁ ରେଶମ ସହରରେ ଥିବା ଜିଲ୍ଲାର ସବୁଠାରୁ ବଡ଼ ଆମ୍ବ…

ସଂକ୍ରମଣ ବଢ଼ୁଥିବା ବେଳେ ପଶ୍ଚିମବଙ୍ଗରୁ ଆସୁଛି ଚିନ୍ତାଜନକ ଚିତ୍ର । ହଜାର ହଜାର ଲୋକଙ୍କ ଭିତରେ ରାଲି କରୁଛନ୍ତି ନେତା…

କନକ ବ୍ୟୁରୋ: ନିର୍ବାଚନ ପାଇଁ ହେଉଥିବା ସଭା, ସମାବେଶ ଓ ରାଲିର ଚିତ୍ର ଦେଖିଲେ ଲାଗୁଛି, ସ୍କୁଲ, କଲେଜ୍, ବଜାର, ହାଟ ସବୁ କିଛି ବନ୍ଦ ହୋଇପାରେ, କିନ୍ତୁ ଭୋଟ୍ ପଡ଼ିବ, ପ୍ରଚାର ହେବ, ନେତାଙ୍କ ଜିନ୍ଦାବାଦ-ମୁର୍ଦ୍ଦାବାଦ ଚାଲିବ । ଯେତେବେଳେ ରୋଗୀଙ୍କୁ ହସ୍ପିଟାଲରେ ବେଡ୍ ମିଳୁନି, ଶବ ପାଇଁ…

ସଂକ୍ରମଣକୁ ରୋକିବା ପାଇଁ ଟିକାକରଣକୁ ବଢି଼ବା ଜରୁରୀ । ମୋଦିଙ୍କୁ ଚିଠି ଲେଖି ୫ଟି ପ୍ରସ୍ତାବ ରଖିଲେ ମନମୋହନ ସିଂ ।

କନକ ବ୍ୟୁରୋ: ଗତ ଦୁଇ ସପ୍ତାହ ଭିତରେ ପଜିଟିଭ ରେଟ ଦୁଇଗୁଣାରୁ ଅଧିକ ବଢିଯାଇଛି । ସ୍ୱାସ୍ଥ୍ୟ ମନ୍ତ୍ରାଳୟର ସୂଚନା ଅନୁସାରେ ଗତ ୧୨ ଦିନରେ ସଂକ୍ରମଣ ହାର ୧୬.୬୯ ପ୍ରତିଶତକୁ ଛୁଇଁଛି । ଗତବର୍ଷ ଏପ୍ରିଲରେ ଦେଶରେ ସଂକ୍ରମଣ ହାର ଥିଲା ୫ ପ୍ରତିଶତରୁ ତଳେ । ଦେଶ ଏବେ ଦ୍ରୁତ ସଂକ୍ରମଣ ଯୋଗୁଁ…

ବିଜେଡି ସାଂସଦଙ୍କ ସମ୍ପାଦୀକୟ ବଢ଼ାଇଲା ବିବାଦ । ନାଁ ନନେଇ ନେତାଙ୍କୁ ଟାର୍ଗେଟ୍ କଲେ ଭର୍ତ୍ତୃହରି ମହତାବ ।

କନକ ବ୍ୟୁରୋ: ପିପିଲି ଉପ-ନିର୍ବାଚନରେ ଗାଁକୁ ଗାଁ ଜଗିଛନ୍ତି ବାହାର ଲୋକ । ପିପିଲି ନିର୍ବାଚନ ମଣ୍ଡଳୀର ବାସିନ୍ଦା ନହୋଇ ମଧ୍ୟ ଦଳକୁ ଦଳ ବାହାର ଲୋକ ସେଠାକୁ ପିକନିକ ମନେଇବାକୁ ଯାଉଛନ୍ତି । ଯାହା ଦଳୀୟ ନେତୃତ୍ୱ ପାଇଁ ନିଶ୍ଚିତ ଏକ ଆହ୍ୱାନ । ନିଜ ମାଲିକାନାରେ ଥିବା ଦୈନିକ ସମ୍ବାଦପତ୍ର…

ପୁଅର ଗାର୍ଲଫ୍ରେଣ୍ଡ ପାଇଁ ଫସିଗଲା ହାଇଦର । କେନ୍ଦ୍ରାପଡାର ବ୍ୟବସାୟୀଙ୍କଠାରୁ ଯୁବତୀଙ୍କ ଜରିଆରେ ୫ ଲକ୍ଷ ଟଙ୍କା…

କନକ ବ୍ୟୁରୋ: କୁହାଯାଏ ଚୋର ଯେତେ ଚାଲାକ ହେଲେ ବି କିଛି ନା କିଛି ସୁରାକ ଛାଡି ଛାଡିଥାଏ । ଆଉ ଏହି ସୁରାକକୁ ଆଧାର କରି ଅପରାଧୀ ନିକଟରେ ପହଁଚିଯାଇଥାଏ ପୁଲିସ । ଠିକ୍ ସେହିଭଳି ସୁରକ୍ଷା କର୍ମୀଙ୍କ ଆଖିରେ ଧୂଳି ଦେଇ ଏସସିବି ମେଡିକାଲରୁ ଖସି ଯାଇଥିବା ଦୁର୍ଦ୍ଦାନ୍ତ ଅପରାଧୀ ହାଇଦର ପୁଣି…

ଓଡିଶାରେ ୬୦ ପ୍ରତିଶତ ଆଇସିୟୁ ବେଡ୍ ଭର୍ତ୍ତି । ଭିମସାର ଓ ଏମକେସିଜି କୋଭିଡ ହସପିଟାଲରେ ଖାଲି ନାହିଁ ବେଡ୍ ।

କନକ ବ୍ୟୁରୋ: ରାଜ୍ୟରେ କରୋନାର ଦ୍ୱିତୀୟ ଲହର ଅଣାୟତ୍ତ ହେବାରେ ଲାଗିଛି । ଦୁଇ ଦିନ ଧରି ୩ ହଜାର ଉପରେ ସଂକ୍ରମଣ ରହୁଥିବା ବେଳେ ଆଜି ଦୈନିକ ସଂକ୍ରମଣ ୩୬ ଶହ ଟପି ଯାଇଛି । ଦୈନିକ ସଂକ୍ରମଣ ଆଗକୁ ଆହୁରି ସାଂଘାତିକ ରୂପ ନେବ ବୋଲି ଆକଳନ କରୁଛନ୍ତି ବିଶେଷଜ୍ଞ । ସଂକ୍ରମଣ ଯେପରି ଲମ୍ବା…